viral ଭିଡ଼ିଓ – ଚର୍ଚ୍ଚା ରେ ବୁଢ଼ୀ ମାଉସୀ ଙ୍କର “ପୁଷ୍ପା ନଏଗା ନାଇଁ” କମେଡି ଭିଡ଼ିଓ…..ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ,ଯାହାକୁ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ ।କିନ୍ତୁ ସବୁଠାରୁ ଅଧିକ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ବନ୍ଧୁଗଣ ଆପଣ ଆମ ଓଡ଼ିଆ ଅନେକ ଏହିପରି କମେଡି ୟୁ ଟ୍ୟୁବ କମେଡ଼ି ଚେନାଲ ବିଷୟ ରେ ଜାଣିଥିବେ।ତେବେ ସେମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ଚର୍ଚ୍ଚା ରେ ଥିବା ଫିଲ୍ମ ପୁଷ୍ପା ଏବଂ ଭାଇରାଲ ହେଉଥିବା ତାର ଗୀତ କୁ ନେଇ ଏକ କମେଡି ଭିଡ଼ିଓ କରିଛନ୍ତି । ତେବେ ଆମେ ଆଜି ଆପଣ ଙ୍କୁ ସେହି କମେଡି ଭିଡ଼ିଓ ଟି ବିଷୟରେ ଜଣେଇ ବୁ ଯାହାକି ବର୍ତ୍ତମାନ ଲୋକମାନେ ଙ୍କ ମଧ୍ୟରେ ଏକ କଳହ ସୃଷ୍ଟି କରିଛି।

 ତେବେ ବନ୍ଧୁଗଣ ଆପଣ ମଧ୍ୟ ଦେଖୁଥିବେ କି ପୁଷ୍ପା ସିନେମା ଆସିବା ଠାରୁ ଲୋକମାନେ ସବୁ ଆଲୁ ଅର୍ଜୁନ ଙ୍କର ଷ୍ଟେପ , ଡାଇଲକ ଏବଂ ତାହାର ଗୀତ କୁ ନେଇ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି। ତେବେ ଏହାକୁ ନେଇ ଆମ କମେଡ଼ିଆନ ଗୋଟିଏ ସୁନ୍ଦର କମେଡି ଭିଡ଼ିଓ ଟି କରିଛନ୍ତି ,ତେବେ ଭିଡ଼ିଓ ଜଣେ ବୁଢ଼ୀ ମାଉସୀ ଙ୍କର ରହିଛି।

ତେବେ ବୁଢ଼ୀ ମାଉସୀ ଜଣଙ୍କ ପୁଷ୍ପା ଫିଲ୍ମ ର ଡାଇଲଗ ଏବଂ ଏହି ଫିଲ୍ମ ର ଶ୍ରୀବଲୀ ଗୀତରେ ଏତେ ସୁନ୍ଦର ଭିଡ଼ିଓ ବନେଉଛନ୍ତି ଯେ ,ଏହାକୁ ଦେଖିଲେ ଆପଣ ନିଜ ହସ କୁ ଜମାରୁ ନିୟନ୍ତ୍ରଣ କରିପାରିବେ ନାହିଁ। ତେବେ ଆସନ୍ତୁ ଜାଣିବା ଏହି ମାଉସୀ ଙ୍କର ଜବରଦସ୍ତ କମେଡି ବିଷୟ ରେ।

 ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଜଣେ ବୁଢ଼ୀ ମାଉସୀ ରାସ୍ତା ରେ ଯାଉଥିଲେ ଆଉ ଏହି ସମୟ ରେ ତାଙ୍କର ପର୍ସ ଟି ତଳ ଖସି ଯାଇଥିଲା ଆଉ ରାସ୍ତା ରେ ଯାଉଥିବା ଛୋଟ ପିଲା ଟିଏ ତାଙ୍କୁ କହିଥିଲେ କି ମାଉସୀ ପର୍ସ ଟା ପଡିଯାଇଛି ନେଇଯାଉ।

ତେବେ ମାଉସୀ ଜଣଙ୍କ ପୁଷ୍ପା ରେ ଆଲୁ ଅର୍ଜ୍ଜୁନ ଙ୍କର ଷ୍ଟେପ କରି କହିଥିଲେ “ପୁଷ୍ପା ନଏଗା ନାଇଁ”।ତେବେ ଏହାକୁ ନେଇ କୁନି ପିଲା ଟି ମଜାକ କରିଦେଲା ଆଉ ସେଠାରୁ ଚାଲିଗଲେ। ତେବେ ଛୁଆ ଟି ସେଠାରୁ ଯିବା ପରେ ମାଉସୀ ଜଣଙ୍କ ତାଙ୍କର ପର୍ସ କୁ ଉଠାଇଲେ ଆଉ ତାଙ୍କର ଅଣ୍ଟା ବଥା ହୋଇଗଲା।

ତେବେ ସେହିପରି ବୁଢ଼ୀ ମାଉସୀ ଜଣଙ୍କ ସେହିପରି ଅଣ୍ଟା କୁ ବଙ୍କେଇ ବଙ୍କେଇ ଶ୍ରୀବଲୀ ଗୀତରେ ଆଲୁ ଅର୍ଜ୍ଜୁନ ଙ୍କର ଷ୍ଟେପ କରିଛନ୍ତି।ତେବେ ତାଙ୍କର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଏହାକୁ ସମସ୍ତେ ଖୁବ ପସନ୍ଦ କରିଛନ୍ତି ଲୋକମାନେ। ଆପଣ ମଧ୍ୟ ଏହି ଭିଡ଼ିଓ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।