viral ଭିଡ଼ିଓ- ଚର୍ଚ୍ଚା ରେ ଏୟାର ହଷ୍ଟିଜ ଙ୍କର ଠୁମକା ଡ଼୍ୟାନ୍ସ….. ଫ୍ଲାଇଟ ଭିତରେ “କଚା ବାଦାମ” ଗୀତରେ ଡ଼୍ୟାନ୍ସ କରି ଭାଇରାଲ ହେଉଛନ୍ତି ଏୟାର ହଷ୍ଟିଜ…..ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖିଲେ ଅଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ସୋସିଆଲ ମିଡ଼ିଆ ବର୍ତ୍ତମାନ ଏକ ଏପରି ପ୍ଲାଟଫୋମ ସାଜିଛି ଲୋକଙ୍କ ପାଇଁ ଯେଉଁଠୁରେ ଲୋକ ମାନେ ମନ ଇଚ୍ଛା ଯେକୌଣସି ଭିଡିଓ ରେକର୍ଡ କରି ସେୟାର କରୁଛନ୍ତି। ସଧାରଣ କଥା ଠାରୁ ଆରମ୍ଭ କରି, ଗୀତ ନାଚ , କମେଡି ଏମିତି ଅନେକ କିଛି।ଏବଂ ସୋସିଆଲ ମିଡ଼ିଆ ର ଏହିପରି ସବୁ ଭାଇରଲ ଭିଡ଼ିଓ କୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେମାନ ଏହାକୁ ଦେଖି ଉପଭୋଗ କରିବା ସହ ଖୁସି ହୋଇଥାନ୍ତି। ଖାଲି ଏତିକି ନୁହେଁ ବରଂ ବେଳେ ବେଳେ ଏମିତି କିଛି ଭିଡିଓ ଆମ ଆଗକୁ ଆସିଥାଏ ଯାହା ଅତ୍ୟନ୍ତ ଖୁସି ଲାଗିଥାଏ।
ବନ୍ଧୁଗଣ ଡ୍ୟାନ୍ସ କରିବା ଏକ ଭିନ୍ନ ରାଗ ହୋଇଥାଏ, ଯାହା ସମସ୍ତେ କରିବା ଲାଗି ସକ୍ଷମ ହୋଇନଥାନ୍ତି।କିନ୍ତୁ କାହାର ନୃତ୍ୟ ଦେଖିବାକୁ ଆମକୁ ବହୁତ ଖୁସି ଲାଗେ। ନୃତ୍ୟ ସଂସ୍କୃତିକ ହେଉ କିମ୍ବା ମର୍ଡନ ଏଥିରେ କୌଣସି ବାଚ ବିଚାର ନଥାଏ ଏହା ର ତାଳ ରେ ତାଳ ଦେଇ ନାଚିଲେ ତାହାକୁ ଛୁମିବା କୁ ଇଚ୍ଛା ହୁଏ ଏବଂ ମନ ପ୍ରଫୁଲିତ ରହେ। ତେବେ ଆମେ ଆଜି ଆପଣଙ୍କୁ ଏହିପରି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବା କୁ ଯାଉଛୁ , ଯାହା ଜାଣିଲେ ତଥା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଏୟାର ହସ୍ତଟିଜ ଙ୍କର “କଚା ବାଦାମ” ଗୀତରେ ଏକ ରିଲ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି। ତେବେ ଭିଡ଼ିଓ ଟି ସୁଟିଂ କରାଯାଇଛି ହେଲିକ୍ୟାପ୍ଟର ମଧ୍ୟରେ ,ଯାହାକି ଲୋକଙ୍କ ର ଆକର୍ଷଣ ର ବିନ୍ଦୁ ପାଲଟିଛି।
ତେବେ ସେହି ଏୟାର ହଷ୍ଟିଜ ଜଣଙ୍କ ହେଉଛିନ୍ତି ଉମା ମିନାକ୍ଷୀ ,ତେବେ ଏରୋପ୍ଲେନ ରେ କେହି ଯାତ୍ରୀ ନଥିବା ସମୟରେ ସେ ଅନୁମତି ନେଇ ସେଥିରେ ବହୁ ଚର୍ଚ୍ଚିତ “କଚା ବାଦାମ” ଗୀତରେ ଡ଼୍ୟାନ୍ସ କରିଥିଲେ ଆଉ ତାହାକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ।
ତେବେ ଭିଡ଼ିଓ ଟି ଲୋକମାନ ଙ୍କୁ ଏତେ ପସନ୍ଦ ଆସିଥିଲା କି ବହୁତ କମ ସମୟରେ ତାଙ୍କୁ ବହୁତ ଲାଇକ ଓ କମେଣ୍ଟ ମିଳିଥିଲା। ତେବେ ଉମା ମିନାକ୍ଷୀ ଙ୍କର ଏହା ପ୍ରଥମ ଡ଼୍ୟାନ୍ସ ବା ରିଲ ଭିଡ଼ିଓ ନଥିଲା
ପୂର୍ଵ ରୁ ମଧ୍ୟ ବହୁ ଚର୍ଚ୍ଚିତ ତେଲୁଗୁ ଫିଲ୍ମ ପୁଷ୍ପା ର “ଶ୍ରୀବିଲି” ଗୀତ ରେ ସେ ଆଲୁ ଅର୍ଜ୍ଜୁନ ଙ୍କ ପରି ଷ୍ଟେପ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ। ତେବେ ତାଙ୍କର ଏହିସବୁ ଭିଡ଼ିଓ କୁ ଲୋକମାନେ ବହୁତ ପସନ୍ଦ କରିଥିବା ଜଣାପଡ଼ିଥାଏ ତାଙ୍କର ଲାଇକ ଓ କମେଣ୍ଟ ମାଧ୍ୟମରେ।
ତେବେ ସବୁଠାରୁ ଅଧିକ ଚର୍ଚ୍ଚା ରେ ଉମା ମିନାକ୍ଷୀ ଥିଲେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ରେ ,ଯେତେବେଳେ ସେ ତ୍ରିରଙ୍ଗା ରଙ୍ଗ ର ଏକ ଓଢଣୀ ପକାଇ ଫ୍ଲାଇଟ ରେ କେହି ନଥିବେ ବେଳେ କେଶରୀ ଗୀତରେ ଭିଡିଓ ଟିକୁ ନେଇ। ଲୋକମାନେ ମିନାକ୍ଷୀ ଙ୍କର ଏହି ଭିଡ଼ିଓ ଟିକୁ ବହୁତ ପସନ୍ଦ କରିଥିଲେ। ତେବେ ଆପଣ ମଧ୍ୟ ଏହି ଏୟାର ହଷ୍ଟିଜ ଙ୍କର ଭିଡ଼ିଓ ଟିକୁ ଦେଖିଲେ ପ୍ରଶଂସା ନକରି ରହିପାରିବେ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।