viral ଭିଡ଼ିଓ-ସିସି tv ରେ record ହେଲା ଛାତିଥରା ଦୃଶ୍ୟ ବିଚ ରାସ୍ତା ରେ ଅଷ୍ଟମ ଶ୍ରେଣୀ ରେ ପଢୁ ଥିବା ଝିଅ କୁ 13 ଥର ପେଟରେ ଭୂସୀ ଦେଲେ ଭୁଜାଲି,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !

ଦୁନିଆ ଏତେ ବଦଳି ଗଲାଣି ତାହା କହି ହେବ ନାହିଁ । କାରଣ ଆଜି ର ଦୁନିଆରେ ଯିଏ ସତ କର୍ମ କରୁଛି ତା ପଛରେ ସବୁ ଲାଗି ପଡୁ ଛନ୍ତି । ତାକୁ ବହୁତ କମେଣ୍ଟ ବହୁତ ମାରୁ ଛନ୍ତି । ତେବେ ଭଲ କାମ କଲେ ଲୋକେ ତାକୁ ଦେଖି ସହି ପାରନ୍ତି । ଆଜିର ଏହି କଳି ଯୁଗରେ ଗୋଟେ ଝିଅ ଏକା ରାସ୍ତା ରେ ବାହାରି ପାରୁ ନାହିଁ । ଯଦି ଗୋଟେ ଝିଅ ରାତିରେ ବାହାରୁଚି ତାହାଲେ କାଲି ସକାଳେ ତା ନାଁ ରେ ଖବର କାଗଜ ରେ ବାହାରୁଚି , ଯେ ସେ ଝିଅ ଟି ବଳାତ୍କାର ର ଶିକାର ହୋଇଛି ।

ତେବେ ଏବେ ଏହି ପରି ସମାଜ ରେ ଚାଲୁଛି । ଆଜି ମଧ୍ୟ ଝିଅ ମାନେ ସ୍ୱାଧୀନ ହୋଇ ରହି ପାରୁ ନାହାନ୍ତି । ଭାରତ ସ୍ୱାଧୀନ ହେବା ପରେ ସମସ୍ତେ କହିଲେ ଆମେ ସ୍ୱାଧୀନ ହୋଇ ଗଲେ । କିନ୍ତୁ ଗୋଟେ ଝିଅ ଆଜି ମଧ୍ୟ ସେ ସ୍ୱାଧୀନ ହୋଇ ରହି ପାରୁ ନାହିଁ । ତାର କାରଣ ଏହି ସମାଜ ।

ତାର କାରଣ ଆଜି କାଲି ର ଯୁବ ପିଢ଼ି । ଆଜିର ଯୁବ ପିଢ଼ି ଏତେ ମାତ୍ରା ରେ ନିଶା ଦ୍ରବ୍ୟ ଖାଉଛି ଯେ , ସେ ଭୁଲି ଯାଉଛି ମା କିଏ ଆଉ ଭଉଣୀ କିଏ । ତେବେ ଆଜି ଆମେ ଠିକ ସେହି ପରି ଘଟଣା ଟି ଆଜି ଆମେ ଆପଣଙ୍କ ପାଖକୁ ଆଣିଚୁ ।

ଘଟଣା ଟି ହେଉଛି ଜଣେ ଯୁବକ ହଠାତ ଆସି ଗୋଟେ ଅଷ୍ଟମ ଶ୍ରେଣୀ ରେ ପାଠ ପଢୁ ଥିବା ଝିଅ କୁ 13 ଥର ତା ପେଟରେ ଭୁଜାଲି ଭୂସୀ ଦେଇଛି । ଘଟଣା ଟି ଦେଖିବା ପାଇଁ ମିଳିଛି ବିବାହର ରେ । ତେବେ ବିହାର ର ସାର ଗ୍ରାମ ଅଂଚଳ ରେ ଦେଖିବା ପାଇଁ ମିଳିଛି ଏହି ପରି ଦୃଶ୍ୟ । ଝିଅ ଟିକୁ ଡିସେମ୍ବର ମାସ 19 ତାରିଖ ରେ ଦିନ 10 ଘଟିକା ସମୟ ରେ ବିଚ ରାସ୍ତା ରେ ଛୁରୀ ଭୂସୀ ଦିଆ ଯାଇ ଥିଲା ।

ତେବେ ଝିଅର ଭୁଲ ଥିଲା ଯେ , ସେ କେବଳ ଅନ୍ୟାୟ କୁ ସହି ପାରୁ ନ ଥିଲା । ତେଣୁ ଆଜି କାଲିର ଦୁନିଆରେ ଯିଏ ସଚଟ ମଣିଷ ହେବ , ସେ ଦୁନିଆ ରେ କେବେ ହେଲେ ବଂଚି ପାରିବ ନାହିଁ । ଝିଅ ଟି ଦିନ 10 ଟା ରେ ସ୍କୁଲ ଯାଉ ଥିଲା ବାଟରେ କିଛି ଟୋକା ଆସି ତାକୁ ପଚାରିଲେ କୁଆଡେ ଯାଉଛୁ ଆଉ ତା ପରେ ପେଟରେ ଭୂସୀ ଦେଲେ ଛୁରୀ

। ପୋଲିସ ତଥ୍ୟ ଅନୁ ସାରେ ପୁରୁଣା ଶତ୍ରୁତା ହେତୁ ଝିଅ ଟିର ସେମାନେ ଏଭଳି ଅବସ୍ଥା କରି ଛନ୍ତି । ଏବେ ଝିଅ ଟି ପଟନା ହସ୍ପିଟାଲ ରେ ରହିଛି । ଯେଉଁ ମାନେ ଝିଅ ଟିର ଏହି ଅବସ୍ଥା କରି ଥିଲେ ସେମାନେ ଧରା ପଡି ଯାଇ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।