viral ଭିଡ଼ିଓ- cc tv ରେ record ହେଲା ଭୟାନକ ଦୃଶ୍ୟ ସ୍ମାର୍ଟ୍ ଚୋରଙ୍କ ସ୍ମାର୍ଟ ଚୋରୀ,ଟ୍ରେନ ରେ ଯାଉଥିଲେ ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଯୁଗ ଯେତେ ଯେତେ ଆଗେଇ ଆସୁଛି ମଣିଷ ସେତେ ସେତେ ତଳକୁ ଖସେଇ ଆସୁଛି।ଆଜିର ଏହି ବିଜ୍ଞାନ ଯୁଗରେ ଆଧୁନିକତା ପାଣି ପବନରେ ଗଢା ହୋଇଥିବା ଏ ମଣିଷ ନିଜର ସାମାଜିକତାକୁ ଭୁଲିଯିବାକୁ ଲାଗିଛି। ମଣିଷ ସାମାଜିକ ପ୍ରାଣୀ ହୋଇବି ବେଳେ ବେଳେ ପଶୁ ପରି କାମ କରି ପକାଏ।ସେ ନିଜର ମାନବିକତାକୁ ଭୁଲି ଯାଏ।

ଆଜିର ଏ ଆଧୁନିକ ଯୁଗର ଯୁବପିଢି ମାନେ କୁସଂଗ ରେ ପଡ଼ି କୁସଂସ୍କାର ପାଇ ଏମିତି କିଛି ଭୁଲ କରିଥାନ୍ତି ଯାହା ଖୁବ୍ ଲଜ୍ୟାଶୀଳ।ଦିନକୁ ଦିନ ସମାଜରେ ଚୋରୀ, ଲୁଟ୍ ଆଦି ଘଟଣା ଦେଖିବାକୁ ମିଳୁଛି। କଡାକଡି ଆଇନ ବ୍ୟବସ୍ଥା ଥାଇବି ଏହି ଚୋର ଲୁଟେରା ମାନେ ଚୋରୀ ଲୁଟ୍ ଭଳି ଘୃଣ୍ୟ କାମରେ ଲିପ୍ତ ରହୁଛନ୍ତି।

 ସ୍ମାର୍ଟ୍ ଯୁଗର ଆଇନ ଯେତେ କଡାକଡି ତା ଠାରୁ ଅଧିକ ସ୍ମାର୍ଟ୍ ଏହି ଚୋର ଲୁଟେରାମାନେ। ଯେଉଁମାନେ କି ଖୁବ୍ ସତର୍କତାର ସହ ଚୋରୀ କରି ଖସି ଯାଇଥାନ୍ତି।କିନ୍ତୁ ଚୋର ଯେତେ ସ୍ମାର୍ଟ୍ ହେଲେ ବି କିଛି ନ କିଛି ପ୍ରମାଣ ଛାଡି ଦେଇ ଯାଇଥାଏ। ଆଜି ଆମେ ଠିକ୍ ସେମିତି କିଛି ଚୋର ମାନଙ୍କର ଚୋରୀ ବିଷୟରେ କହିବାକୁ ଯାଉଛୁ ଯେଉଁ ଚୋର ମାନେ କି ଅତି ଚାଲାକିର ସହ ଚୋରୀ କରି ଖସି ଯାଇଛନ୍ତି।

ଜୁଲାଇ ୨୦୨୦ ରେ ଏକ ଧନୀ ବ୍ୟକ୍ତି ନିଜ କାରରେ ଆସୁଥିବା ସମୟରେ ୨ଜଣ ଚୋର ତାଙ୍କୁ କାରର ଟାଇଆର ପଞ୍ଚର୍ ହେବାର ଇଶାରା କଲେ।ବ୍ୟକ୍ତି ଜଣକ ଯେତେବେଳେ କାର ଅଟକାଇ ଚେକ୍ କରିବାକୁ ଗଲେ ସେତିକିବେଳେ ଆଉ ଦୁଇ ଜଣ ଚୋର ଆସି ତାଙ୍କ ସହ କଥାହେବାକୁ ଲାଗିଲେ ଯେମିତି କାର୍ ଉପରୁ ବ୍ୟକ୍ତିଙ୍କ ନଜର ହଟିଯିବ।

 

ବ୍ୟକ୍ତି ଜଣକ କଥାରେ ବ୍ୟସ୍ତ ଥିଲା ବେଳେ ପଛରୁ ଅନ୍ୟ ଏକ ଚୋର ଆସି କାର ଭିତରୁ ବ୍ୟକ୍ତିଙ୍କ ବ୍ୟାଗ୍ ଓ କିଛି ଦରକାରୀ ଜିନିଷପତ୍ର କାଢି ନିଏ। ଏବଂ ସେପଟୁ ଆସି ଆଉ ଜଣେ ଚୋର ତାକୁ ବାଇକରେ ବସେଇ ନେଇ।ବ୍ୟକ୍ତି ଜଣଙ୍କ କିଛି ବୁଝିବା ଆଗରୁ ତାଙ୍କର ସବୁ କିଛି ଚୋରୀ ହୋଇଯାଇଥାଏ।

ସିର୍ଶା ହରିୟାଣା ରେ ୨୦ ଜାନୁଆରୀ ୨୦୨୦ ରେ ଆସିଥିବା ଏକ ସି.ସି.ଟି.ଭି ଫୁଟେଜରେ ଦେଖାଯାଇଥିଲା ଯେ ଏକ ବ୍ୟକ୍ତି ଆସି ତାଙ୍କର ସ୍କୁଟି ଛିଡାକରି ତା ଉପରେ ଚଷମା ଓ ଗାମୁଛା ରଖି ଏକ ଘର ଭିତରକୁ ଚାଲି ଯାଏ ଏତିକି ବେଳେ ଏକ ଛୁଟିଆ ବାଳକଟିଏ ଆସି ଖୁବ୍ ସତର୍କତା ଓ ଚାଲାକିର ସ୍କୁଟିକୁ ଚୋରାଇନିଏ।

କିଛି ଦୋକାନୀ ଜିନିଷକୁ ଦୋକାନ ବାହାରେ ରଖିଥାନ୍ତି ଏହାର ସୁଯୋଗ ନେଇ ଏକ ବ୍ୟକ୍ତି ଦୋକାନୀକୁ ବ୍ୟସ୍ତ ଥିବାର ଦେ

ଖି ବାହାରେ ଥିବା ତେଲ ପକେଟକୁ ଚୋରାଇ ନିଏ।ଏମିତି ଉପାୟରେ କିଛି ଚୋର ମାନେ ଚୋରୀ କରି ଖସିଯାନ୍ତି। ତେଣୁ ଏମାଙ୍କଠୁ ବଞ୍ଚିବା ପାଇଁ ନିଜକୁ ସର୍ବଦା ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ନଚେତ୍ ଏମିତି ଅସୁବିଧାର ସାମ୍ନା କରିବାକୁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।