viral ଭିଡ଼ିଓ-cc tv ରେ ରେକର୍ଡ ହେଲା ଦିନ ଦ୍ୱିପ୍ରହର ରେ ବନ୍ଧୁକ ମୁନ ରେ ଦୁଇ କୁନି ପିଲାଙ୍କ ର ଜୀବନ……ବନ୍ଧୁକ ଦେଖାଇ ଲୋକଙ୍କ ସହ ଏହିପରି କରୁଥିଲେ ୨୪ ବର୍ଷୀୟ ଯୁବକ…..ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଚକିତ ହୋଇଯିବେ…..

ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଆଦି ବିଷୟ ସବୁବେଳେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉଛୁ। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଏକ ଭାଇରଲ ଭିଡିଓ ବିଷୟରେ ଜଣେଇବାକୁ ଯାହା ଜାଣିବା ପରେ ଆପଣ ଆଉ ବାହାର କୁ ବାହାରିବାକୁ ଭୟ କରିବେ।

ତେବେ ଘଟଣା ଟି କିଛି ଏହିପରି ରହିଛି କି, ଦିନ ଦ୍ୱୀପହର ରେ ବିଚ ବଜାର ଉପରେ କିଛି ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଦୁଇ କୁନି ପିଲା ଙ୍କୁ ଭୟଭୀତ କରୁଥିବା ର। ତେବେ ଘଟଣା ଟି କୌଣସି ଏକ ଫରେନ ଦେଶ ର ବୋଲି ପ୍ରାଥମିକ ସୂଚନା ରୁ ଜଣାପଡିଛି। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରଲ ହେବାରେ ଲାଗିଛି ,ଯାହାକି ଘଟଣା ଘଟିଥିବା ସ୍ଥାନରେ ଲାଗିଥିବା ଏକ ସିସିଟିଭି କ୍ୟାମେରା ରୁ ସଂଗୃହିତ ଅଟେ।

ତେବେ ଏହି ଭାଇରଲ ଭିଡିଓ ଟିରେ ଆପଣ ଦେଖିବାକୁ ପାଇବେ କି ଗୋଟିଏ ସ୍ଥାନରେ ଲୋକମାନେ ଏହିପରି ସ୍ବଭାବିକ ଭାବରେ ଲୋକମାନେ ଯିବା ଆସିବା କରୁଥିଲେ।ଆଉ ସେହି ପାଖରେ କିଛି ଛୋଟ ପିଲା ମଧ୍ୟ ବୁଲୁ ଥିଲେ।ମାତ୍ର ହଠାତ ଜଣେ ବ୍ୟକ୍ତି ସେଠାରେ ବନ୍ଧୁକ ଧରି ପହଞ୍ଚି ଗଲେ, ଯାହାକୁ ଦେଖି ସମସ୍ତେ ଚକିତ ଓ ଆଶ୍ଚର୍ଯ୍ୟ। କେହି ବୁଝିପାରିଲେ ନାହିଁ ସେଠାରେ କଣ ହେଉଛି ବୋଲି ଆଉ ଭୟ ରେ ସମସ୍ତେ ନିଜ ନିଜ ର ଜୀବନ ବଞ୍ଚାଇବା ପାଇଁ ଇଆଡେ ସିଆଡେ ଧାଇଁ ବୁଲିଲେ ।

ତେବେ କିନ୍ତୁ ଏହି ଧାଆ ଦୌଉଡ଼ ମଧ୍ୟରେ ଫସି ଯାଇଥିଲେ ଦୁଇଟି କୁନି ପିଲା ।ତେବେ ଲୋକମାନେ ଏହିପରି ଜୀବନ ବିକଳ ରେ ଦୌଡ଼ି ଥିବା ସମୟରେ ବନ୍ଧୁକ ଧରି ଥିବା ଲୋକ ଟି ଆସି ସେହି ଦୁଇ ପିଲାଙ୍କ ଆଗରେ ଛିଡ଼ା ହୋଇଗଲା।ଯାହାକୁ ଦେଖିବା ପରେ ପିଲା ଦୁଇ ଜଣ ବହୁତ ଡରି ଯାଇଥିଲେ,ଆଉ ଭୟରେ ଚିତ୍କାର କରିବା ଆରମ୍ଭ କରିଦେଲେ ।ମାତ୍ର ଏହି ସମୟ ରେ ପୋଲିସ ଫର୍ସ ଆସି ସେହି ଯୁବକ ଙ୍କୁ ଗିରଫ କରିବା ସହ ପିଲା ଦୁଇ ଜଣଙ୍କ ଉଦ୍ଧାର କରଯାଇଥିଲା।

ତେବେ ଏହି ଘଟଣା ଟିରେ ସମ୍ପୁକ୍ତ ଥିବା ଯୁବକ ଜଣଙ୍କ ର ବୟସ ୨୪ ବର୍ଷ ବୋଲି ଜଣାପଡିଛି।ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ ସେ ଯୁବକ ଜଣଙ୍କ କାହିଁକି ବନ୍ଧୁକ ଧରି ରାସ୍ତା ରେ ବୁଲୁଥିଲେ କିମ୍ବା କାହାକୁ ହତ୍ୟା କରିବା ର ଯୋଜନା ଥିଲା ବୋଲି। ତେବେ କିନ୍ତୁ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।