viral ଭିଡ଼ିଓ-cc tv ରେ record ହେଲା ଭୟାନକ ଦୃଶ୍ୟ,କଲେଜ ଛାତ୍ରୀ ଙ୍କର ମୃତ୍ୟୁ ପୂର୍ବର ଶେଷ ଭିଡ଼ିଓ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ରାଜଧାନୀ ଭୁବନେଶ୍ବର ରୁ ଆସିଲା ସମ୍ବେଦନଶୀଳ ଘଟଣା, ପରୀକ୍ଷା ରେ ଉତ୍ତମ କରି ନପାରିବାରୁ ପଫେସର ଙ୍କର ଝିଅ କଲେ ଆତ୍ମହତ୍ୟା। ତେବେ ଅଧ ରାତିରେ ଘରୁ ଲୁଚିଯାଇ ନିକଟରେ ଥିବା ଏକ ଫାର୍ମ ହାଉସ ର ପୋଖରୀ କୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ତେବେ ରାସ୍ତାରେ ଲାଗିଥିବା ସିସିଟିଭି ରେ ଳାଇଭ ମୃତ୍ୟୁ ର ଭିଡ଼ିଓ ଦେଖିବାକୁ ମିଳିଥିଲା ଯାହା ଦେଖିଲେ ଆପଣଙ୍କୁ ମଧ୍ୟ ଭୟଭୀତ ଲାଗିବ। ତେବେ କିନ୍ତୁ ଏହାର ଦୃଶ୍ୟ ଦେଖିଲେ ଏହା ସନ୍ଦେହ ସୃଷ୍ଟି କରିଛି।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।
ତେବେ ଏହିଭଳି ଏକ ଅତ୍ୟନ୍ତ ଆଭାଵନୀୟ ତଥା ଦୁଃଖଦ ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ର ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ରେ। ଯେଉଁ ଠାରେ ଗତ କାଲି ଜଣେ ଛାତ୍ରୀ ଙ୍କର ମୃତ୍ୟୁ ଦେହ ପୋଲିସ ଉଦ୍ଧାର କରିଛି ଏକ ପୋଖରୀ ମଧ୍ୟରୁ।
କିନ୍ତୁ ଏହା ଆତ୍ମହତ୍ୟା ବୋଲି ଲାଗୁଥିଲେ ମଧ୍ୟ ସନ୍ଦେହ ସୃଷ୍ଟି କରିଛି ।ତେବେ ପରିବାର ଲୋକେ ପୋଲିସ ତଦନ୍ତ ପାଇଁ ଦାବି କରିଛନ୍ତି। ତେବେ କିନ୍ତୁ ଛାତ୍ରୀ ଜଣଙ୍କ ର ମୃତ୍ୟୁ ର କାରଣ ଏବଂ ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆପଣଙ୍କୁ ମଧ୍ୟ ସନ୍ଦେହ ଆସିବ।
ତେବେ ଭୁବନେଶ୍ୱର ର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ପୁର ଗ୍ରାମ ର କାମିନୀ ପ୍ରିୟଦର୍ଶନୀ। ସେ ଜଣେ ଉତ୍ତମ ଛାତ୍ରୀ ଅଟନ୍ତି ଯିଏକି ନିଜର ପାଠ ପଢାକୁ ନେଇ ବହୁତ ସିରିୟସ ରହୁଥାନ୍ତି।
ତେବେ ନିକଟରେ ପୋଲିସ ତାଙ୍କର ମୃତ୍ୟୁ ଦେହ କୁ ଘର ପାଖରେ ଥିବା ଏକ ଫାର୍ମ ହାଉସର ପୋଖରୀ ରୁ ଉଦ୍ଧାର କରିଛି ।ତେବେ ପରିବାର ଲୋକଙ୍କ କହିବା ଅନୁସାରେ , କାମିନୀ JEE ମ୍ୟାନ ର ଦୁଇଟି ପରୀକ୍ଷା ରେ ବହୁତ ଭଲ କରିଥିଲେ ମାତ୍ର ତୃତୀୟ ପରୀକ୍ଷା ଟି ତାଙ୍କର ଭଲ ହୋଇନଥିବା ରୁ ସେ ମାନସିକ ଚାପ ରେ ରହିଥିଲେ।
ତେବେ ଗତ ଗୁରୁବାର ଦିନ ରାତିରେ ସେ ମାଙ୍କ ପାଖରେ ସୋଇଥିଲେ କିନ୍ତୁ ରାତି ୨ଟା ସମୟରେ ମା ତାଙ୍କୁ ନିଜ ପାଖରେ ପାଇନଥିଲେ। ତେଣୁ ସେମାନେ ବ୍ୟସ୍ତ ହୋଇ ତାଙ୍କୁ ଖୋଜା ଖୋଜି କଲା ବେଳକୁ ଘରର କବାଟ ଖୋଲା ଥିବା ଦେଖିଥିଲେ ଏବଂ ନିକଟସ୍ଥ ନନ୍ଦନକାନନ ପୋଲିସ କୁ ସୂଚନା ଦେଇଥିଲେ।
କିନ୍ତୁ କୁଆଡେ ବି ନପାଇବାରୁ ପୋଲିସ ତାଙ୍କୁ ତଦନ୍ତ କରୁଥିଲା। ତେବେ ସେହି ସମୟରେ ଫାର୍ମ ହାଉସ ର ମାଲିକ ପୋଲିସ ଙ୍କୁ ତାଙ୍କ ପୋଖରୀ ରେ ଏକ ଝିଅ ର ମୃତ୍ୟୁ ଶରୀର ରହିଛି ବୋଲି ସୂଚନା ଦେଇଥିଲେ।
ଆଉ ସେହି ମୃତ୍ୟୁ ଦେହ କାମିନୀ ଙ୍କର ଥିଲା ।ତେବେ ମୃତ୍ୟୁ ପୂର୍ବରୁ ସିସିଟିଭି ରେ ତାଙ୍କୁ ପୋଖରୀ କଡ଼ରୁ ରାସ୍ତା କୁ ଆସୁଥିବାରୁ ଦେଖାଯାଇଥିଲା। କିନ୍ତୁ ବର୍ତ୍ତମାନ ବଡ଼ ପ୍ରଶ୍ନ ରହିଛି କି, କାମିନୀ ଏହି ଫାର୍ମ ହାଉସ କୁ ଆସିଲେ କିପରି କାରଣ ଏହାର ପାଚେରୀ ବହୁତ ଉଚ୍ଚ ଯାହା ଗୋଟିଏ ଝିଅ ପିଲା ପାଇଁ ଡେଇଁବା ସମ୍ଭବ ନୁହେଁ।
ଆଉ ଝିଅ ଟି ପୂର୍ବରୁ ଏହି ପୋଖରୀ କିମ୍ବା ଫାର୍ମ ହାଉସ ବିଷୟରେ ମଧ୍ୟ ଅବଗତ ନଥିଲା। ତେବେ ପୋଲିସ କହିଛି କି, ତାଙ୍କ ଶରୀରରେ କୌଣସି କ୍ଷତର ଚିନ୍ହ ନାହିଁ ପୋଷ୍ଟ ମୋଟମ ହେବା ପରେ ସତ ଜଣାଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।