viral ଭିଡ଼ିଓ- ବୁଲେଟ ରାଣୀ ସାଜିଲେ କନ୍ୟା…..କନ୍ୟା ବେଶରେ ରାସ୍ତା ଉପରେ ବୁଲେଟ ଗାଡି ଚଳେଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ଯୁବତୀ….ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ବୁଲେଟ ରାଣୀ ଦେଖନ୍ତୁ full ଭିଡ଼ିଓ !
ବନ୍ଧୁଗଣ ଆପଣ ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ତଥା ବିଭିନ୍ନ ନିୟୁଜ ରେ ଦେଖିଥାନ୍ତି କି ଯୁବତୀ ମାନେ କନ୍ୟା ବେଶ ରେ ସଜବାଜ ହୋଇ ପରୀକ୍ଷା ଦେବାକୁ ଆସିଥିବା ର ।କିନ୍ତୁ କଣ ଆପଣ ଦେଖିଛନ୍ତି କେବେ ବି କୌଣସି ଝିଅ କୁ କନ୍ୟା ବେଶ ରେ ସଜେଇ ହୋଇ ରାସ୍ତା ରେ ବୁଲେଟ ଗାଡି ଚଲାଉ ଥିବାର। କେବେ ବି ଏହିପରି ଦେଖି ନଥିବେ ମାତ୍ରା ଆମେ ଆଜି ଆପଣ ଙ୍କୁ ଆମର ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ କିପରି ଜଣେ ଯୁବତୀ କନ୍ୟା ବେଶ ରେ ସଜ ହୋଇ ବିବାହ ପୂର୍ବରୁ ବୁଲେଟ ଗାଡି ଧରି ରାସ୍ତା ରେ ଯାଉଛନ୍ତି।
ତେବେ ବନ୍ଧୁଗଣ ବିବାହ ଟି ସମସ୍ତ ଙ୍କର ଜୀବନ ରେ ଏକ ଆନନ୍ଦ ଏବଂ ଉଲ୍ଲାସ ର ଦିନ ହୋଇଥାଏ। ଏହି ଦିନ ରେ ଉଭୟ ବର ଓ କନ୍ୟା ନିଜର ଏକ ନୂତନ ଜୀବନ ର ସୁବାରମ୍ଭ କରିଥାନ୍ତି।ଆଉ ସବୁଠାରୁ ଅଧିକ ଆଟ୍ରାକ୍ଟିଭ ହୋଇଥାଏ ବର ଓ କନ୍ୟା ଙ୍କର ବେଶ ତଥା ସଜବାଜ ଆଉ ଏହାକୁ ନେଇ ଅନେକ ଫୋଟ ଓ ଭିଡ଼ିଓ ଦେଖିବାକୁ ମିଳେ
ସମସ୍ତେ ନିଜର ବିବାହ କୁ ବହୁତ ମଜାଦାର କରିବା ଲାଗି ଭିନ୍ନ ଭିନ୍ନ ଉପାୟ ସବୁ ଗ୍ରହଣ କରିଥାନ୍ତି। ତେବେ କିନ୍ତୁ ଆମେ ଯେଉଁ ଯୁବତୀ ଙ୍କର କଥା କହୁଚୁ ସେହିଭଳି ଆଗରୁ କେହିବି କରି ନଥିବେ।
ତେବେ ବନ୍ଧୁଗଣ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି ଏବଂ ଯିଏ ଏହାକୁ ଦେଖୁଚି ତାର ହୋସ ଉଡିଯାଉଛି। ତେବେ ଭିଡ଼ିଓ ଟିରେ ଦେଖା ଯାଇଛି କି ଜଣେ ଯୁବତୀ ରାସ୍ତା ଉପରେ ବୁଲେଟ ଗାଡି ଚଢିକି ଯାଉଛନ୍ତି, ତେବେ ଏହା କୌଣସି ବଡ଼ କଥା ନୁହେଁ।
ମାତ୍ର ଆଶ୍ଚର୍ଯ୍ୟ ଜନକ କଥା ଏହାକି ଯେ ଯୁବତୀ ଜଣଙ୍କ କନ୍ୟା ବେଶ ରେ ସଜବାଜ ହୋଇ ବୁଲେଟ ଚଲାଉଛନ୍ତି। ହାତରେ ମେହେନ୍ଦୀ ଲଗାଛି, ଦେହ ରେ ଅଳଙ୍କାର ଆଉ ସାଥିରେ ବହୁତ ଭାରି ଲେହେଁଙ୍ଗା ମଧ୍ୟ ପିନ୍ଧିଛନ୍ତ।ଆଉ କନ୍ୟା ବେଶ ରେ ସଜବାଜ ହୋଇଛନ୍ତି।
ତେବେ କିନ୍ତୁ କନ୍ୟା ବେଶରେ ସଜବାଜ ହୋଇ ଯୁବତୀ ଜଣଙ୍କ ରାସ୍ତା ଉପରେ ବୁଲେଟ ଗାଡି ଚଳାଉଛନ୍ତି। ଆଉ କେହି ଜଣେ ବ୍ୟକ୍ତି ଏହାର ସମ୍ପୂର୍ଣ୍ଣ ଭିଡ଼ିଓ କରି ଏକ ୱେବସାଇଟ ରେ ଭିଡ଼ିଓ ଟିକୁ ପୋଷ୍ଟ କରିଥିଲେ। ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। କେହି କେହି ଏହାକୁ ପ୍ରଶଂସା କରିଛନ୍ତି ତ ଆଉ କେହି କେହି ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି।
ତେବେ ଅନେକ ଲୋକ କହିଛନ୍ତି କି ଏହିଭଳି ଭାରି ଜିନିଷ ପିନ୍ଧି ବିନା ହେଲିମେଣ୍ଟ ରେ ବୁଲେଟ ଧରି ରାସ୍ତା ରେ ବୁଲିବା ବିପଦ ଜନକ ହୋଇପାରେ।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ କି ଯୁବତୀ ଜଣଙ୍କ କିଏ ଏବଂ ଭିଡ଼ିଓ ଟି କେଉଁଠି ର ମାତ୍ର ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।