viral ଭିଡ଼ିଓ-ଵିଚ ରାସ୍ତାରେ ଲେଡିିଙ୍କୁ ପିଟିଲେ ଲେଡ଼ିି ପୋଲିସ କର୍ମଚାରୀ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି! ,ଦେଖନ୍ତୁ ସମ୍ପୂର୍ଣ video!
ସାମାଜିକ ଗଣ ମାଧ୍ୟମରେ ପ୍ରତ୍ୟେକ ସମୟରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ସବୁ ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ମଜାଦାର ଓ କୌତୁକିଆ ଭିଡିଓ ହୋଇଥିବା ବେଳେ କିଛି ଭିଡିଓ ଖୁବ୍ ଅଜବ ଧରଣର ହୋଇଥାଏ ଯାହାକୁ ସହଜରେ ବିଶ୍ଵାସ କରି ହୁଏ ନାହିଁ। ଆଉ କିଛି ଭିଡିଓ ଦେଖିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ। ତେବେ ଗତ ଲକ୍ ଡାଉନ୍ ସମୟରେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ହୁଏତ ଆପଣଙ୍କୁ ମଜା ଲାଗିପାରେ ନଚେତ୍ ଦୁଃଖ ବା ଆଶ୍ଚର୍ଯ୍ୟ ଲାଗିପାରେ।
ବିଭିନ୍ନ ସମୟରେ ପୋଲିସ କର୍ମଚାରୀ ମାନେ ଲାଠି ଚାର୍ଜ କରୁଥିବାର ଭିଡିଓ ସାମ୍ନାକୁ ଆସିଥାଏ। ତେବେ ପୋଲିସର ଲାଠି ଚାର୍ଜ ପ୍ରତି ପ୍ରାୟ ସମସ୍ତଙ୍କ ଭୟ ରହିଥାଏ।ଲକ୍ ଡାଉନ୍ ସମୟରେ ଘରୁ ବାହାରକୁ ବାହାରି ଆସିବା ଦୁଇ ଜଣ ମହିଳାଙ୍କ ପାଇଁ ଖୁବ୍ ମହଙ୍ଗା ପଡ଼ିଛି।
ମହିଳା ଦୁଇଜଣ ବିନା ହେଲମେଟ ଓ ମାକ୍ସରେ ସ୍କୁଟିରେ ବାହାରେ ବୁଲୁଥିଲେ। ତେବେ ସେହି ମହିଳା ଦୁଇ ଜଣକୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିଛି ଯାହା ବିଶ୍ଵାସ କରିହେବ ନାହିଁ। ଲକ୍ ଡାଉନ୍ ସମୟରେ ବିନା କାରଣରେ ଘରୁ ବାହାରକୁ ଆସିବାକୁ ସରକାରଙ୍କ ନିର୍ଦ୍ଦେଶ ଥିବା ସ୍ଵତେ ମହିଳା ଦୁଇ ଜଣ ବିନା କାରଣରେ ଘରୁ ବାହାରକୁ ବାହାରି ଆସି ଥିଲେ।
ତେବେ ସେମାନଙ୍କ ଭାଗ୍ୟ ଏତେ ଖରାପ ଥିଲା ଯେ ସେମାନେ ପୋଲିସ୍ ହାବୁଡରେ ପଡ଼ିଗଲେ। ଏହା ପରର ପରିସ୍ଥିତି କିଛି ଅଲଗା ରହିଥିଲା। ପୋଲିସର ଲାଠି ଚାର୍ଜର ଶିକାର ହେବାକୁ ପଡ଼ିଥିଲା ମହିଳା ଦୁଇ ଜଣଙ୍କୁ।
ସୂଚନା ଅନୁଯାୟୀ ଏହି ଦୁଇ ମହିଳା ଆସାମର। ତେବେ ଏହି ଦୁଇ ମହିଳା କୋଭିଡ୍ ନିୟମକୁ ନମାନି ଘରୁ ପଦାକୁ ବାହାରି ଆସିଥିଲେ।ଲକ୍ ଡାଉନର ନିୟମକୁ ଭଙ୍ଗ କରିଥିବାରୁ ଦୁଇ ଜଣ ଲେଡି ପୋଲିସ ମହିଳା ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଥିଲେ।
ଲେଡି ପୋଲିସ କର୍ମଚାରୀ ଦୁଇ ଜଣ ସେହି ମହିଳା ଦୁଇ ଜଣକୁ ଗୋଡ଼େଇ ଗୋଡ଼େଇ ଲାଠି ଚାର୍ଜ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୫୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଦେଖି ସାରିଲେଣି।
କୋଭିଡ-୧୯ର ପରିସ୍ଥିତି ଅନୁଧ୍ୟାନ କରି ସାରା ଦେଶରେ ଲକ୍ ଡାଉନ୍ ଜାରି କରାଯାଇଥିଲା। ଅତି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରକୁ ନ ବାହାରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ।
ତେବେ ଲକ୍ ଡାଉନ୍ ସମୟରେ କିଛି ଅମାନିଆ ମାନଙ୍କୁ ସାବାଡ୍ କରିବା ପାଇଁ ପୋଲିସ କର୍ମଚାରୀ ମାନେ ଦିନ ରାତି ଏକ କରି ସହଯୋଗ କରିଥିଲେ। ତେବେ ଲକ୍ ଡାଉନ୍ ସମୟରେ ବିନା କାରଣରେ ଘରୁ ବାହାରକୁ ବାହାରିବା ଏହି ଦୁଇ ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଛି। ଯାହାର ସମ୍ପୁର୍ଣ୍ଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।