viral video-ବିବାହ ପରେ ପ୍ରଥମ ଥର ପାଇଁ ପ୍ରାଜ୍ଞନ ସହିତ ଭିଡ଼ିଓ କଲେ ଅଭିନେତ୍ରୀ ସୁନନ୍ଦା,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ସେଲିବ୍ରେଟି ମାନେ ତାଙ୍କ ପ୍ରଫେସନାଲ ଲାଇଫ ହେଉ କିମ୍ବା ପର୍ଶନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ମନ ପସନ୍ଦର ସେଲିବ୍ରେଟି ମାନଙ୍କ ଜୀବନର ଟିକିନିଖି ତଥ୍ୟ ସଂଗ୍ରହ କରିଥାନ୍ତି ଫ୍ରେଣ୍ଡସ ମାନେ। ଫ୍ରେଣ୍ଡସ ନିଜ ମନ ପସନ୍ଦର ସେଲିବ୍ରେଟିଙ୍କ କାର୍ଯ୍ୟ କଳାପକୁ ଅନୁସରଣ ମଧ୍ୟ କରିଥାନ୍ତି। ସେଲିବ୍ରେଟି ମାନଙ୍କ ଚାଲି ଚଳନ, କଥାବାର୍ତ୍ତା, ସେମାନଙ୍କ ପରିବାର ଶାଶୁ ଘର ଆଦି ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି ସାଧାରଣ ଲୋକମାନେ।

ତେବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡ଼ିଆ ଚଳଚିତ୍ର ଜଗତର ଦୁଇ ସେଲିବ୍ରେଟି ଯୋଡ଼ି ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଏବଂ ତାଙ୍କ ଧର୍ମ ପତ୍ନୀ ଅଭିନେତ୍ରୀ ସୁନନ୍ଦା।କିଛି ଦିନ ପୂର୍ବରୁ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ତାଙ୍କ କଲେଜ ବେଳର ବାନ୍ଧବୀ ତଥା ଅଭିନେତ୍ରୀ ସୁନନ୍ଦା ପରିଡ଼ାଙ୍କୁ ବୈଦିକ ରୀତି ନୀତି ଅନୁସାରେ ଏମାନଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲ।

 ପ୍ରଜ୍ଞା ଓ ସୁନନ୍ଦାଙ୍କ କହିବା ଅନୁସାରେ ସେମାନେ ଦୀର୍ଘ ୧୫ ବର୍ଷ ଧରି ପରସ୍ପରକୁ ଭଲ ପାଉଥିଲେ। ତେବେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ୧୫ ବର୍ଷ ପରେ ସେମାନଙ୍କର ପ୍ରେମ ବିବାହର ରୂପ ନେଇଛି ବୋଲି ପ୍ରଜ୍ଞା ଓ ସୁନନ୍ଦା କହିଥିଲେ। ପରିବାର ଓ ଅତିଥିମାନଙ୍କ ଉପସ୍ଥିତିରେ ଏମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା।

ଏହି ଦୁଇ ସେଲିବ୍ରେଟି ଯୋଡ଼ି ବିବାହ ପରଠାରୁ ସୋସିଆଲ ମିଡିଆରେ ଖୁବ୍ ଏକ୍ଟିଭ ରହିଛନ୍ତି। ବିବାହ ପର ଠାରୁ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ସୁନନ୍ଧା ନିଜର ବ୍ୟକ୍ତିଗତ ଲାଇଫକୁ ନେଇ ବହୁତ ଚର୍ଚ୍ଚାରେ ରହିଛନ୍ତି। ଏମାନଙ୍କର ଛୋଟରୁ ବଡ ସବୁ ଖବର ଗୁଡ଼ିକ ସୋସିଆଲ ମିଡିଆରେ ପୋଷ୍ଟ ହଉଥିବାର ଦେଖିବାକୁ ମିଳୁଛି। ଏମାନଙ୍କ ପ୍ରତ୍ୟେକଟି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଦର୍ଶକ।


ତେବେ ପ୍ରଜ୍ଞା ଓ ସୁନନ୍ଦାଙ୍କ ଫ୍ରେଣ୍ଡସମାନେ ବିବାହ ପରେ ଅଭିନେତ୍ରୀ ସୁନନ୍ଦା ତାଙ୍କ ଶାଶୁ ଘରେ କେମିତି ଅଛନ୍ତି ସେ ବିଷୟରେ ଜାଣିବା ପାଇଁ ଖୁବ୍ ଆଗ୍ରହୀ ଅଛନ୍ତି। ଶାଶୁ ଘରେ ଅଭିନେତ୍ରୀ ସୁନନ୍ଦାଙ୍କ ପ୍ରତି କାର୍ଯ୍ୟ କଳାପକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ସାମ୍ନାକୁ ଆସୁଛି। ଏମାନଙ୍କର ଛୋଟରୁ ବଡ ଭିଡିଓ ସାମ୍ନାକୁ ଆସିଲା ପରେ ବହୁତ ପ୍ରଶଂସା ମିଳୁଥିବାର ଦେଖିବାକୁ ମିଳୁଛି।

ବିବାହ ପରେ ପ୍ରଥମ ଥର ପାଇଁ ସୁନନ୍ଦା ତାଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ ରିଲସ୍ ଭିଡିଓ ଅପଲୋଡ଼ କରିଛନ୍ତି। ଯାହାକୁ ସୁନନ୍ଦାଙ୍କ ଫ୍ରେଣ୍ଡସ ମାନେ ବହୁତ ପସନ୍ଦ କରୁଛନ୍ତି। ଯେଉଁ ଭିଡିଓରେ ଅଭିନେତ୍ରୀ ସୁନନ୍ଦା ଜଣେ ଖାଣ୍ଟି ଓଡିଆ ବୋହୁ ଭାବରେ ଦେଖିବାକୁ ମିଳିଛନ୍ତି।

ମଥାରେ ସିନ୍ଦୂର ଟୋପା ହାତରେ ଶଙ୍ଖା ଓ ଶାଢ଼ୀ ପିନ୍ଧି ସମ୍ପର୍ଣ୍ଣ ଓଡିଆ ବୋହୁ ଭାବରେ ନିଜକୁ ସଜେଇଛନ୍ତି। ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।ଏହି ଦୁଇ ସେଲିବ୍ରେଟି ଶୁଭେଚ୍ଛା ଜଣାଇ ତାଙ୍କ ବୈବାହିକ ଜୀବନର ଶୁଭ କାମନା କରିଛନ୍ତି ପ୍ରଜ୍ଞା ଓ ସୁନନ୍ଦାଙ୍କ ଫ୍ରେଣ୍ଡସମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।