viral ଭିଡ଼ିଓ- ଭଗବାନଙ୍କୁ ନେଇ ଏକ ଲଜ୍ୟାଜନକ ମନ୍ତବ୍ୟ ଦେଇ ବିବାଦରେ ଅଭିନେତ୍ରୀ ଶ୍ୱେତା ତିୱାରି,ଏବେ ସୋସିଆଲ ମେଡିଆରେ ନିଅ ଭଳି ଭିଡ଼ିଓ viral ହେଉଛି …..ଦେଖନ୍ତୁ full ଭିଡ଼ିଓ ।
ଟିଭି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରି ଏବେ ବିବାଦ ଘେରରେ ରହିଛନ୍ତି।ବିଗ୍ ବସ୍ ସିଜନ୍ ୪ ବିଜେତା ତଥା ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀ ଙ୍କ ଏକ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଯାହାକୁ ନେଇ ନେଇ ବିବାଦ ବଢ଼ିବାରେ ଲାଗିଛି । କୁହାଯାଉଛି ଯେ ସୀମା ଟପି ଯାଇଛନ୍ତି ଅଭିନେତ୍ରୀ ଶ୍ୱେତା ତିୱାରି। ନିଜର ଅନ୍ତବସ୍ତ୍ରର ସାଇଜକୁ ନେଇ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ସେ ବିବାଦ ଘେରକୁ ଚଳିଆସିଛନ୍ତି।
ଶ୍ଵେତା ତିୱାରି ନିଜର ଏକ ୱେବସିରିଜର ପ୍ରୋମସନ ପାଇଁ ଭୋପାଲ ଯାଇଥିଲେ। ପ୍ରୋମସନ ବେଳେ ଭୋପାଳରେ ଏକ କାର୍ଯ୍ୟକ୍ରମ ସମୟରେ ସେ ଭଗବାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ସେ କହିଥିଲେ ଯେ, ଭଗବାନ ତାଙ୍କ ଅନ୍ତବସ୍ତ୍ରର ସାଇଜ୍ ନେଉଛନ୍ତି। ଯାହା ଶ୍ୱେତା ତିୱାରିଙ୍କୁ ବହୁତ ମାହାଙ୍ଗା ପଡ଼ିଛି।
ଏହି ସମୟରେ ଷ୍ଟେଜରେ ଶ୍ଵେତା ତିୱାରି ଙ୍କ ସହ କଳାକାର ମାନେ ମଧ୍ୟ ଉପସ୍ଥିତ ଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଛି।ଓ ବହୁ ଲୋକ ଏହାକୁ ନେଇ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।
ଏହି ଭିଡିଓ ଦେଖିବା ପରେ ଲୋକେ ମନ୍ତବ୍ୟ ରଖିଛନ୍ତି ଯେ ଶ୍ୱେତା କଣ କହୁଛନ୍ତି ସେ ନିଯେବି ଜାଣି ନାହାନ୍ତି। ଆଉ କିଛି ଜଣ ଏହାକୁ ନେଇ ମନ୍ତବ୍ୟ ରଖିଛନ୍ତି ଯେ ଏହା ଲଜ୍ୟାର ସବୁ ସୀମାକୁ ପାର କରାଯାଇଛି। କେବଳ ଏତିକି ନୁହେଁ ବରଂ ଏହି ବୟାନକୁ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଦେଶର ଗୃହ ମନ୍ତ୍ରୀ ସୂଚନା ଦେଇଛନ୍ତ।
ଏକ ୱେବ ସିରିଜ ର ପ୍ରୋମସନ ପାଇଁ ଶ୍ୱେତା ଓ ତାଙ୍କ ସହକଳାକାର ମାନଙ୍କ ସହିତ ଭୋପାଳ ଯାଇଥିଲେ। ଯେଉଁଠାରେ ସେ ମଜାଳିଆ ଢଙ୍ଗରେ ଏପରି ବିବାଦୀୟ ବୟାନ ଦେଇଛନ୍ତି।ଯାହାକୁ ନେଇ ଶ୍ୱେତାଙ୍କ ଅଡୁଆ ବଢିପାରେ। ଭଗବାନଙ୍କ ଉପରେ ଏମିତି ମନ୍ତବ୍ୟ ଯାହା ହିନ୍ଦୁ ଧର୍ମର ଭାବନାକୁ ଆଘାତ କରିଛି।
ଅଭିନେତ୍ରୀ ଶ୍ୱେତା ତିୱାରି ଆଗରୁ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନ ପାଇଁ ବିବାଦ ଘେରରେ ରହିଛନ୍ତି।ସେ ଅଭିନେତା ତଥା ଫିଲ୍ମ ପ୍ରଯୋଯକ ରାଜ ଚୌଧୁରୀଙ୍କୁ ପ୍ରେମ ବିବାହ କରିଥିଲେ ମାତ୍ର ପରେ ତାଙ୍କୁ ଛାଡ଼ପତ୍ର ଦେଇ ବିବାଦ ଘେରକୁ ଆସିଯାଇଥିଲେ ।
ପରେ ସେ ଅଭିନେତା ଅଭିନବ କୋହଲିଙ୍କୁ ବିବାହ କରିଥିଲେ। ଅଭିନବ କୋହଲି ମଧ୍ୟ ଶ୍ଵେତା ତିୱାରିଙ୍କୁ ନେଇ ଏକ ବଡ ଅଭିଯୋଗ ଆଣିଥିଲେ ସେ କହୁଥିଲେ ଯେ ଶ୍ଵେତା ତାଙ୍କୁ ତାଙ୍କ ପୁଅ ଠାରୁ ଅଲଗା କରିବାକୁ ଚାହୁଁଛନ୍ତି।
କିନ୍ତୁ ଏବେ ଅଭିନେତ୍ରୀଙ୍କ ଏହି ବୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡୁଛି ।ଯେଉଁଥିରେ ଶ୍ୱେତା ତିୱାରୀ କହିଛନ୍ତି କି ଭଗବାନ ମୋ ଅନ୍ତବସ୍ତ୍ରର ସାଇଜ୍ ନେଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।