viral ଭିଡ଼ିଓ-shocking ଭିଡ଼ିଓ,ଭଦ୍ରକ ର ଗୋଟେ ଝିଅ କୁ ବିଷାକ୍ତ ସାପ କାମୁଡି ବାରୁ ହସ୍ପିଟାଲ ରେ 30 ଟି ଇଞ୍ଜେକ୍ସନ ନେଇଛି ,ଜାଣନ୍ତୁ କେଉଁ ସାପ ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ରାତି ରେ ସୋଇ ଥିବା ସମୟ ରେ ସାପ କାମୁଡି ଦେଇ ଥିଲା ଗୋଟେ ଝିଅ କୁ । 30 ଟି ଇଞ୍ଜେକ୍ସନ ନେବା ପରେ ଏବେ ଟିକେ ଭଲ ଅଛି ଝିଅ ଟି । ତେବେ ଆଜି କାଲି ଦୁନିଆରେ ସାପ ସଂଖ୍ୟା କମି ଯିବା ପରେ ମଧ୍ୟ । ଲୋକେ ସାପ କାମୁଡି ବାର ଶିକାର ହେଉ ଛନ୍ତି । ଆଗ କାଳ ରେ ଅତ୍ୟଧିକ ଜଙ୍ଗଲ ଥିଲା । ଯାହା ଫୋଳରେ ସାପ ମାନେ ବଣ ରେ ରହୁ ଥିଲେ । ତେବେ ବିଷାକ୍ତ ସାପ ସବୁ ବଣ ରେ ଦେଖିବା ପାଇଁ ପାଉ ଥିଲେ ଲୋକ ମାନେ କିନ୍ତୁ ଆଜି ବଣ ନଷ୍ଟ ହେବା ପରେ ବିଷାକ୍ତ ସାପ ସବୁ ବାହରକୁ ବାହାରି ଆସୁ ଛନ୍ତି ।

ଯାହା ଫୋଳ ରେ ମଣିଷ ମାନକୁ କାମୁଡି ଦେଉ ଛନ୍ତି ଏହି ସାପ ମାନେ । ତେବେ ଏହି ଘଟଣା ଟି ଭଦ୍ରକ ଜିଲ୍ଲା ରେ ଦେଖିବା ପାଇଁ ମିଳି ଥିଲା । ଘଟଣା ଟି ରେ ଗୋଟେ 23 ବର୍ଷ ର ଝିଅ କୁ ଗିଟିଏ ବିଷାକ୍ତ ସାପ କାଟି ଦେଇ ଥିଲା । ତେବେ ଆସନ୍ତୁ ପୁରା ଘଟଣା ଟିକୁ ଜାଣିବା ।

 ଭଦ୍ରକ ଜିଲ୍ଲା ର ଜାମୁ ପଡା ଗ୍ରାମରେ ଜଣେ 23 ବର୍ଷୀୟ ଯୁବତୀ ଙ୍କୁ ସବୁ କାମୁଡି ଦେଇ ଥିଲା । ତେବେ ଏହି ଘଟଣା ଟି ମଧ୍ୟ ରତ୍ରୀ ରେ ଘଟି ଥିଲା । କିନ୍ତୁ ଝିଅ ଟି ସୋଇ ଥିବା ସମୟ ରେ ସାପ ଟି ଆସି ଝିଅ ଟିକୁ କାମୁଡି ଦେଇ ଥିଲା ।

ମକୁଡି ଦେବାର କିଛି ସମୟ ପରେ ଝିଅ ଟି ଜାଣି ପାରି ଥିଲା । କାରଣ ତାର ମୁଣ୍ଡ ବୁଲେଇ ବାରେ ଲାଗି ଥିଲା । ହେଲେ କେଉଁ ସାପ କାମୁଡିଚି ସେ ଜାଣି ପାରି ନ ଥିଲା । ଯେଉଁଠି କାମୁଡି ଥିଲା ସେହି ଜାଗା ରେ କୌଣସି କ୍ଷତ ହୋଇ ରକ୍ତ ବାହାରି ନ ଥିଲା । ତେବେ ସେମାନେ ପ୍ରଥମେ ଭଦ୍ରକ ହସ୍ପିଟାଲ ରେ ଦେଖେଇ ଥିଲେ । ସେଠାରେ ସେ ଗୋଟେ ରାତି ରଖିବା ଭିତରେ 20 ଟି ଇଞ୍ଜେକ୍ସନ ଦେଇ ଥିଲା ।

ତେବେ ଭଲ ନ ହେବାରୁ ସେଠାକାର ଡାକ୍ତର ମାନେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରି ଥିଲେ । ତେବେ କଟକ ରେ ମଧ୍ୟ ସେହି ଭଳି 10 ଟି ଇଞ୍ଜେକ୍ସନ ଦେବା ପରେ ଘରକୁ ପଠେଇ ଥିଲେ । ହେଲେ ମଧ୍ୟ ଝିଅ ଟିର ମୁଣ୍ଡ ବ୍ୟଥା କମି ନ ଥିଲା । ଏବେ ଗୋଟିଏ ସାପ ଧରାଳି କୁ ଡାକି ଥିଲେ ସାପ ଧରିବା ପାଇଁ କିନ୍ତୁ ଲୋକଟି ଆସି ସାପ ଧରି ପାରି ନ ଥିଲା ।

ଗାଁ ଲୋକ ମାନେ ସାପ ଟିକୁ ଧରି ଗୋଟେ ବୁରା ଭିତରେ ରଖି ଥିଲେ । କିନ୍ତୁ ସାପ ସେଠାରେ ନ ଥିଲା । ସାପ ଟି ଫୋଟୋ ଦେଖି କହି ଥିଲେ ଯେ ଏହା ଏକ ବିଷାକ୍ତ ସାପ , ଏହି ସାପ କାମୁଡିଲେ ଜଣେ ଲୋକ କମା କୁ ଯାଇ ପାରେ । ସାପ ଟି ହେଉଛି ନାଉ ଡଙ୍କିଆୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।