viral video-ବର୍ତ୍ତମାନ ର ବଡ଼ ତାଜା ଖବର,ମୁମ୍ବାଇ ର ତାରଦେବ ଅଂଚଳରେ ଘଟିଛି ଅଗ୍ନି କାଣ୍ଡ।ଏଥିରେ ସାତ ଜଣ ଙ୍କର ମୃତୁ ଘଟିଛି । ଜାଣନ୍ତୁ ପୁରା ଘଟଣା ।

ବର୍ତ୍ତମାନ ର ବଡ଼ ତାଜା ଖବର , ଖବର ଟି ଆସିଛି ମୁମ୍ବାଇରୁ । ତେବେ ଆସନ୍ତୁ ଘଟଣା ଟି ଉପରେ ଟିକେ ନଜର ପକାଇ ନେବା । ମୁମ୍ବାଇ ରେ ଏକ ବଡ଼ ଅଗ୍ନି କାଣ୍ଡ ଘଟିଛି , ତାରଦେଵ ନାମକ ସ୍ଥାନ ରେ ଥିବା ଏକ ବଡ଼ 20 ମୋହଲା ବିଲ୍ଡିଂଗ ଘର ନିଆଁ ଲାଗି ଯାଇଛି । ଏହି ଅଗ୍ନି କାଣ୍ଡ ରେ 7 ଜଣ ଙ୍କର ମୃତୁ ହୋଇ ଥିବା ସମୟରେ ଅନେକ ଲୋକ ଗରୁତ୍ବର ଥିବାର ସୂଚନା ମିଳୁଛି ।

15 ଜଣ ହସ୍ପିଟାଲ ରେ ଭର୍ତି ହୋଇ ଛନ୍ତି । ବିଲ୍ଡିଂଗ ର 18 ମୋହଲା ରେ ନିଆଁ ଲାଗି ଯାଇଛି । ବର୍ତମାନ ଦମକଳ ବାହିନୀ ନିଆଁ ଲିଭାଇବା କାର୍ଯ୍ୟ ରେ ଲାଗି ଛନ୍ତି । ତେବେ ବିଲ୍ଡିଂଗ ର 18 ମୋହଲା ରେ ନିଆଁ ଲାଗି ରହିଛି । 20 ଟି ଦମକଳ ଗାଡି ଆସି ନିଆଁ ଲିଭେଇବା କାର୍ଯ୍ୟ ରେ ଲାଗି ଛନ୍ତି । ରାତି ପ୍ରାୟ 3 ଟା ରେ ନିଆଁ ଲାଗି ଥିଲା । ତେବେ ସେଠାକାର ପଖା ପାଖି ଲୋକ ନିଆଁ ଲାଗିବା ଦେଖି ପୋଲିସ କୁ ଫୋନ କରି ଥିଲେ ।

ତେବେ ଏହି ଘଟଣା ଟି ରାତି 3 ଟା ରେ ହୋଇ ଥିଲା । ଏହା ପ୍ରଥମେ ସେଠାକାର ପାଖା ପାଖି ଲୋକ ଦେଖି ଥିଲେ , ଏବଂ ସେଠାକାର ପୋଲିସ କୁ ଖବର ଦେଇ ଥିଲେ । କିନ୍ତୁ କେମିତି ନିଆଁ ଲାଗିଲା ଏ ପର୍ଯ୍ୟନ୍ତ କୌଣସି ଖବର ମିଳି ନାହିଁ । ତେବେ ଆପଣ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ନିଆଁ ଲାଗିବା ପରେ 18 ମୋହଲା ଘର ଭିତରେ 7 ଜଣ ପୁରା ପଡି ହୋଇ ଯାଇ ଛନ୍ତି ।

ଆଉ କିଛି ଲୋକ ଗୁରୁତ୍ବର ଅବସ୍ଥା ରେ ହସ୍ପିଟାଲ ରେ ଭିର୍ତି ହୋଇ ଛନ୍ତି । ତେବେ ଏହି ଘଟଣା ଟି ତାରଦେଵ ଅଂଚଳ ରେ ଘଟିଛି । ତଳ ମୋହଲା ରେ ମଧ୍ୟ ଲୋକ ରହୁ ଥିଲେ । ଅର୍ଥାତ 17 ନମ୍ବର ରୁମ ରେ ରହୁ ଥିବା ଲୋକ ସେଠାରୁ ଦଉଡି ପଳାଇ ଆସି ଥିଲେ । ଆଉ 19 ଓ 20 ନମ୍ବର ରୁମ ର ଲୋକ ମାନେଏବେ ମଧ୍ୟ ସେହି ରୁମ ରେ ବାସ କରୁ ଛନ୍ତି ।
ତେବେ ସେହି ରୁମ ରେ ଥିବା ଲୋକ ବର୍ତ୍ତମାନ ସମସ୍ତେ ଠିକ ଅଛନ୍ତି ବୋଲି ସୂଚନା ମିଳୁଛି । ସୂଚନା ପାଇଁ 20 ଟି ଦମକଳ ଗାଡି ଯାଇ ସେଠାରେ ନିଆଁ ଲିଭାଇ ଥିଲା । ଓ ସେଠାରେ ଥିବା ଲୋକଙ୍କୁ ହସ୍ପିଟାଲ ରେ ନେଇ ପହଞ୍ଚାଇ ଥିଲା ।

ତେବେ ଏହି ଘଟଣା ଟି ରାତି 3 ଟା ରେ ଘଟି ଥିବାର ସୂଚନା ମିଳୁଛି । ଏହା ବର୍ତମାନ ର ସ୍ଵଜ5 ଠାରୁ ତାଜା ଖବର । ତେବେ ଯେଉଁ ଲୋକ ଗୁଡିକ ପଡି ହୋଇ ଯାଇ ଛନ୍ତି ସେମାନେ ମୋରି ଯାଇଛନ୍ତି । ଏବେ ଯେତିକି ହସ୍ପିଟାଲ ରେ ଅଛନ୍ତି ଗୁରୁତ୍ବର ଅବସ୍ଥାରେ ରେ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।