viral ଭିଡ଼ିଓ-ବରିଷ୍ଠ ଅଭିନେତା ଓଡ଼ିଆ ଫିଲ୍ମ ର ଖଳନାୟକ ରାଇମୋହନ ପରିଡା , ଆଜି ଯାହା କହିଲେ ଆପଣ ସୁଣିଲେ ଆଖିରୁ ଲୁହ ଆସି ଯିବ।ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଆପଣ ମାନେ ସମସ୍ତେ ପ୍ରାୟ ଓଡ଼ିଆ ଖଳନାୟକ ରାଇ ମୋହନ ପରିଡା ଙ୍କୁ ଜାଣି ଥିବେ । ଦୀର୍ଘ 30 ବର୍ଷ ଧରି ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁ ଛନ୍ତି । କିନ୍ତୁ ସେ ଏବେ ଆଉ ଓଡ଼ିଆ ଫିଲ୍ମ ରେ ଖଳନାୟକ ଅଭିନୟ କରୁ ନାହାନ୍ତି । ଏବେ ସେ ଯାତ୍ରା ଦୁନିଆ ରେ ପାଦ ରଖି ଛନ୍ତି । ତେବେ ରାଇମହନ କୁ କିଏ ନ ଜାଣେ । ତେବେ ଜଣେ ନିଉଜ ରିପର୍ଟର ତାଙ୍କ ଘରକୁ ଯାଇ ଥିଲେ , ତାଙ୍କ ବିଷୟ ରେ କିଛି ଜାଣିବା ପାଇଁ ।
ତେବେ ସେଠାରେ ଯାହା ସେ ଜାଣିବା ପାଇଁ ପାଇଲେ ଆଜି ଆମେ ଆପଣଂକୁ ଜଣାଇବୁ । ଲୋକ ମାନେ ବହୁତ କଷ୍ଟ କଲା ପରେ ତାଙ୍କୁ କୃଷ୍ଣ ମିଳି ଥାଏ । ଅର୍ଥତ କର୍ମ କଲେ ଫୋଳ ମିଳି ଥାଏ । କିନ୍ତୁ କଳା କାର ଜୀବନ ଏମିତି ବହୁତ କଷ୍ଟ କରିବା ପରେ ତାଙ୍କୁ ସଫଳ ମିଳି ଥାଏ । ଠିକ ସେହି ଭଳି ରାଇ ମୋହନ ଜଣେ ଏମିତି ବ୍ୟକ୍ତି , ଯିଏକି ତାଙ୍କ ଜୀବନ ରେ ସେ କଳାକାର ହେବା ପାଇଁ ବହୁତ କଷ୍ଟ କରି ଛନ୍ତି ।
ଏମିତି କି ସେ ଲୋକଙ୍କ ଘରେ ମଧ୍ୟ କାମ କରି ଛନ୍ତି । ପରେ ତାଙ୍କୁ ସଫଳ ମିଳିଛି । ତେବେ ଆସନ୍ତୁ ସେହି ସଫଳ ବ୍ୟକ୍ତି ବିଷୟ ରେ କିଛି ଜାଣିବା । ତେବେ ରାଇ ମୋହନ ଙ୍କ ଘରକୁ ଯାଇ ଥିଲେ । ସେଠାରେ ରାଇ ମୋହନ ପ୍ରଥମେ ତାଙ୍କ ଝିଅ ଘର ଦେଖେଇ ଥିଲେ । ତାଙ୍କ ଝିଅ ମଧ୍ୟ ତାଙ୍କ ଭଳି ବହୁତ ଗୁଡିଏ ସଫଳତା ର କପ ପାଇ ଛନ୍ତି । ତେବେ ତାଙ୍କର ଗୋଟିଏ ଝିଅ ଆଉ ଗୋଟିଏ ପୁଅ ରହିଛି ।
ଆଉ ସାଥିରେ ତାଙ୍କର ସ୍ତ୍ରୀ ମଧ୍ୟ ରହିଛି । ଏହା ଥିଲା ତାଙ୍କର ଛୋଟ ପରିବାର । ରାଇମୋହନ କହି ଛନ୍ତି ତାଙ୍କ ସ୍ତ୍ରୀ ସହିତ ତାଙ୍କର କେଉଁ ଭଳି ପ୍ରେମ ହୋଇ ଥିଲା ଆଉ ତା ପରେ ବିବାହ ହୋଇ ଥିଲା । 26 ବୟସ ରେ ରାଇମହନ କଟକ ରେ ବିବାହ କରୁ ଥିଲେ । ତେବେ ତାଙ୍କ ସ୍ତ୍ରୀ କଟକ ରେ ଗୋଟେ ମହିଳା କଲେଜ ରେ ପଢୁ ଥିଲେ ।
ସେହି ସମୟରେ ତାଙ୍କ ଦୁଇ ଜଣଙ୍କ ର ପ୍ରେମ ହୋଇ ଥିଲା । ଯେଉଁ ସମୟ ରେ ରାଇମୋହନ ଫିଲ୍ମ ଦୁନିଆ କୁ ଆସିବା ପାଇଁ କଷ୍ଟ କରୁ ଥିଲେ । ସେହି ସମୟ ରେ ତାଙ୍କ ସହିତ ପ୍ରେମ ହୋଇ ଥିଲା । ଆଉ ରାଇମୋହନ ପ୍ରଥମ ଫିଲ୍ମ କରି ସରିବା ପରେ ତାଙ୍କର ବିବାହ ହୋଇ ଥିଲା ।
ତାଙ୍କର ଡାଇଲକ ଲୋକଙ୍କୁ ବହୁତ ପ୍ରଭାବିତ କରୁ ଥିଲା । ସେ ଯେତେ ବେଳେ ଖୋଳ ନାୟକ ରୂପରେ ଟିଭି ରେ ଆସନ୍ତି , ଲୋକେ ପୁରା ଭୟଭୀତ ହୋଇ ପଡ଼ନ୍ତି । ତେବେ କିଛି ଦିନ ପରେ ସେ ଯାତ୍ରା ଦୁନିଆ ରେ ପାଦ ଦେଇ ଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।