viral ଭିଡ଼ିଓ-ବାପ ଝିଅ ର ଭିଡିଓ ହେଲା ଭାଇରାଲ । ଏବେ ସାରା ଦୁନିଆ ଦେଖୁଚି ବାପ ଝିଅ ର ଭିଡିଓ । ଯାହା ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ମାନେ ଜାଣି ଥିବେ ଗୋଟେ ପିଲା ଜନ୍ମ କରିବା ପାଇଁ ମା ବାପା ମାନେ ବହୁତ କଷ୍ଟ କରି ଥାନ୍ତି । ବିଶେଷ କରି ପୁଅ ଜନ୍ମ କରିବା ପାଇଁ ମା ବହୁତ କଷ୍ଟ କରି ଥାଏ । ଶିଵ ମନ୍ଦିର ର ରେ ପୂଜା ଦେଇ ଥାଏ । ଆଉ ଶିବ କୁ ମାଗି ଥାଏ ମର ଗୋଟେ ପୁଅ ହେଉ । କୁନ୍ତୁ ଦେଖିବା ପାଇଁ ଗଲେ ପୁଅ ଜନ୍ମ ହେଲେ ମା ବହୁତ ଖୁସି ହୋଇ ଥାଏ ଆଉ ଝିଅ ଜନ୍ମ ହେଲେ ବାପା ବହୁତ ଖୁସି ହୋଇ ଥାଏ । ଏହାର କାରଣ କେବଳ ମା ଜାଣି ଥାଏ କଣ ପାଇଁ ସେ ପୁଅ କୁ ଅଧିକ ଗୁରୁତ୍ଵ ଦେଇ ଥାଏ ।

ଆଉ ବାପା ଜାଣି ଥାଏ ଝିଅ କୁ ସେ ଏତେ କଣ ପାଇଁ ଗୁରୁତ୍ୱ ଦେଇ ଥାଏ । କାରଣ ମା ଚାହିଁ ଥାଏ ମୁଁ ମରି ଗଲେ ମୋ ମୁଁହ ରେ ମୋ ପୁଅ ନିଆଁ ଦେଉ , ଠିକ ସେହି ଭଳି ବାପା ଚାହିଁ ଥାଏ କନ୍ୟା ଦାନ କରିବା ପାଇଁ ।

ତେବେ ଆଜି ଏକ ଭିଡିଓ ସାମ୍ନା କୁ ଆସିଛି , ଝିଅ ଓ ବାପା ର ସମ୍ପର୍କ କେତେ ମଧୁର । ଏହି ଭିଡିଓ ରେ ଦେଖା ଯାଇଛି ଯେ ଝିଅ ତା ବାପା କୁ କେତେ ଭଲ ପାଏ । ଏହି ଘଟଣା ଆସାମ ରୁ ଆସିଛି । ତେବେ ଏହି ଭିଡିଓ ଟିକୁ ଟୁଇଟର ରେ ଛାଡି ଥିଲା । ଏହି ଭିଡିଓ ରେ ଝିଅ ତାର ବାପା କୁ ଶୀଘ୍ର ଅଫିସ ରୁ ଆସିବା ପାଇଁ କହୁଛି ।

କାରଣ ତାର ବାପା ଘରକୁ ଆସିଲେ ବାପ ଝିଅ ସାଙ୍ଗ ହେଇ ଖାଇବେ । ଝିଅ ବାପା କୁ କହୁଛି ଯଦି ତମେ ଖାଇବ ନାହିଁ ତାହାଲେ ତମ ମୁଣ୍ଡ ବୁଲେଇ ଦବ ତମେ ପଡି ଯିବ । ଏଠାରେ ଦେଖା ଯାଇଛି 2 ବର୍ଷ ର କୁନି ପିଲାଟି ତା ବାପା ର କେତେ ଯତ୍ନ ନେଉଛି । ସେଥି ପାଇଁ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରେ ରହିଛି ।

ଏହି ଭିଡିଓ ଟିକୁ ଯେ କେହି ବି ଦେଖୁଛି , ଝିଅ ର ବାପା ପ୍ରତି ଥିବା ଶ୍ରଦ୍ଧା କୁ ସେ ବୁଝି ପାରୁଛି । ଏହି ଭିଡିଓ ଟିକୁ ଏବେ ବହୁତ ଲୋକ ଦେଖି ସାରି ଥିବା ବେଳେ ବହୁତ ଲୋକ ମଧ୍ୟ ଏହି ଭିଡିଓ ଟିକୁ ସେଆର କରି ଛନ୍ତି । ବାପା ଝିଅ ର ସମ୍ପର୍କ ଅତି ନିବିଡ଼ ହୋଇ ଥାଏ ।

ବାପା ତାର ଜୀବନ ରେ କେବେ ହେଲେ ଆଖିରୁ ଲୁହ ଝରାଇ ନ ଥାଏ , କିନ୍ତୁ ଗୋଟେ ଦିନ ଏମିତି ଆସେ ସେ ପ୍ରଥମ ଥର ପାଇଁ ଆଖିରୁ ଲୁହ ଝରାଇ ଥାଏ । ସେହି ଦିନଟି ହେଉଛି ଝିଅ ଯେଉଁ ଦିନ ତାର ଶାଶୁ ଘରକୁ ଚାଲି ଯାଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।