viral ଭିଡ଼ିଓ – ବିଏମ୍‌ସିର ଅଳିଆବୁହା ଗାଡ଼ିର କବାଟ ଖୋଲିବାରୁ ତଳେ ପଡ଼ିଗଲେ କଲେଜ ଛାତ୍ରୀ, ଚଢ଼ିଗଲା ଯାତ୍ରୀବାହୀ ବସ୍‌ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!

ଆଜି ଏକ ଅଭାବନିୟ ଘଟଣା ଦେଖିବା ପାଇଁ ମିଳିଛି । ଘଟଣା ଟି ଓଡିଶା ର ବ୍ରହ୍ମପୁର ଜିଲ୍ଲା ରେ ଘଟିଛି ବୋଲି ସୂଚନା ମିଳିଛି । ବିଏମ୍ସି ଅଳିଆ ଗାଡି ଜଗୁ ଆଜି ଗୋଟେ କଲେଜ ଛାତ୍ରୀ କୁ ବସ ଚାପି ଦେଇଛି । ଏବଂ ଝିଅ ଟି ଦେହାନ୍ତ ଘଟିଛି । ବିଏମସି ର ଅଳିଆ ବୁହା ଗାଡି ର କବାଟ ଖଳିବା ରୁ ପଡି ଯାଇ ଥିଲେ କଲେଜ ଛାତ୍ରୀ ସେହି ସମୟ ଏକ ଯାତ୍ରୀ ବାହି ଟ୍ରକ ଆସି ଝିଅ ଟି ଉପରେ ଚଢ଼ି ଯାଇ ଥିଲା ।

ତେବେ ସୂଚନା ଅନୁ ସାରେ ବ୍ରହ୍ମପୁର ର ଆସ୍କା ରୋଡ଼ ନିକଟସ୍ଥ ଅର୍ଯ୍ୟ ମଟର ନିକଟରେ ଘଟଣା ଟି ଘଟି ଥିଲା । ତେବେ ଝିଅଟି ବିଏସି ପଢୁ ଥିଲା । ଝିଅ ଟିର ନାଁ ଥିଲା ସାଳିନୀ ପାତ୍ର । ତେବେ ସାଳିନୀ ପାତ୍ର ଗୋଟେ ସ୍କୁଟି ନେଇ ଯାଉ ଥିବା ସମୟ ରେ ଏହି ଘଟଣା ଘଟିଛି । ତାଙ୍କ ପଛରେ ମଧ୍ୟ ଆଉ ଦୁଇ ଜଣ ଝିଅ ବସି ଥିଲେ । ସେମାନେ ଟିକେ ଟିକେ ଏହାତ ହୋଇ ଛନ୍ତି । ତେବେ ଆସନ୍ତୁ ପୁରା ଘଟଣା ବିଷୟ ରେ ଜାଣିବା ।

ଝିଅଟି ସ୍କୁଟି ନେଉ ଯାଉ ଥିବା ସମୟ ରେ ବିଏମ୍ସି ର ଅଳିଆ ବୁହା କବାଟ ଖୋଲି ଯାଇ ଥିଲା । ତେବେ ଅଳିଆ ତଳେ ପଡି ଯିବାରୁ ଝିଅ ଟି ସ୍କୁଟି ରୁ ପଡି ଯାଇ ଥିଲା । ଝିଅ ଟିର ପଛରେ ଆଉ ଦୁଇ ଜଣ ତାର ସାଙ୍ଗ ବସି ଥିଲେ । ସେମାନେ ଟିକେ ସାଇଟ ହୋଇ ବସି ଥିଲେ , ସେମାନେ କେବଳ ଆହତ ହୋଇ ଛନ୍ତି । କିନ୍ତୁ ଗାଡି ଚଳାଉ ଥିବା ଝିଅ ଟି ଉପରେ ଯାତ୍ରୀ ବାହି ବସ ଚଢି ଯାଇଛି ।

ତେବେ କିଛି ସମୟ ଧରି ସେଠାରେ ଲୋକ ମାନେ ଉତେଜିତ ଥିବା ସମୟ ରେ , ଲୋକ ମାନେ କୌଣସି ଗାଡି କୁ ଅଟକାଇ ପାରି ନ ଥିଲେ । କାରଣ ଏହା ଥିଲା ଦୈଵ ଦୁର୍ଘଟଣା । ତେବେ କିଛି ସମୟ ଧରି ସେହି ସ୍ଥାନ ପୁରା ସୁନାସାନ ହୋଇ ଯାଇ ଥିଲା । ଲୋକ ମାନଙ୍କ ମନରେ ଦୁଃଖ ର ଛାୟା ଖେଳି ଯାଇ ଥିଲା ।

ଏବେ ପଲିସ ଆସି ଏହାର ସଠିକ ତଦନ୍ତ ଆରମ୍ଭ କରିଛି । ସେଥି ପାଇଁ କୁହା ଯାଏ ଜୀବନ ଟି ପାଣି ଫୋଟକା ପରି ଏଇ ଅଛି ତ ଏଇ ନାହିଁ । ସ୍କୁଟି ଧରି ଝିଅ ଟି କେତେ ଖୁସି ହୋଇ ଯାଉ ଥିଲା ତାର ଲକ୍ଷ ସ୍ଥଳ କୁ ।

କିନ୍ତୁ ହଟାତ ଯମ ଆସି ତାକୁ ଏ ସାରା ସଂସାର ରୁ ନେଇ ଗଲେ । କାହାର କେତେ ବେଳେ ସମୟ ସରିବ କେହି କହି ପାରିବେ ନାହିଁ । ତେଣୁ ଜୀବନ ରେ ଏମିତି କିଛି କାମ କରନ୍ତୁ ଯେମିତି ଆପଣଂକୁ ସମସ୍ତେ ମନେ ରଖିବେ , ସେହି ଲୋକ ଟି ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।