viral ଭିଡ଼ିଓ -OMG ! ବାହାରେ ବରା ଖାଉଥିବା ଲୋକ ଥରୁଟିଏ ନିହାତି ଦେଖନ୍ତୁ ,ବରା ଖାଇବା ସବୁଦିନ ପାଇଁ ଛାଡ଼ିଦିବେ ,ଯାହାକୁ 5o milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ଦୁନିଆ ଏମିତି ବହୁତ ଲୋକ ରହୁ ଛନ୍ତି , ଯେଉଁ ମାନେ ସବୁ ସମୟ ରେ ହୋଟେଲ ରେ ଖାଇ ଥାନ୍ତି । ହୋଟେଲ ଖାଦ୍ୟ ତାଙ୍କୁ ବହୁତ ପସନ୍ଦ ହୋଇ ଥାଏ । ବାହାରିଆ ଖାଦ୍ୟ ତାଙ୍କୁ ବହୁତ ପସନ୍ଦ ହୋଇ ଥାଏ । କିନ୍ତୁ ଘର ଖାଦ୍ୟ ତାଙ୍କୁ ପସନ୍ଦ ହୋଇ ନ ଥାଏ । ବାହାରିଆ ଖାଦ୍ୟ ଖାଇବା ଦ୍ୱାରା ଆମ ଦେହ ପ୍ରତି ବିପଦ ରହି ଥାଏ । ବାହାରେ ଯେଉଁ ଖାଦ୍ୟ ତିଆରି କରି ଥାନ୍ତି , ସେଥିରେ ଅଧିକ ତେଲ ମସଲା ରହି ଥାଏ ।

ତେଣୁ ନିହାତି ଦରକାର ପଡିଲେ ଆପଣ ମାନେ ବାହାର ଖାଦ୍ୟ ଖାନ୍ତୁ । ନହଲେ ଘରେ ଖାଇବା ଖାନ୍ତୁ । ତେବେ ଏତେ କହିବା କଥା ମାନେ ଆଜି ଏକ ଭିଡିଓ ଭାଇରାଲ ହୋଇଛି , ଯେଉଁ ଭିଡିଓ ଦେଖି ସାରିବା ପରେ ଆପଣ ମାନେ ଆଉ କେବେ ବାହାର ଖାଦ୍ୟ ଖାଇବେ ନାହିଁ ।

 ବିଶେଷ କରି ଗୁପ ଚୁପ ବରା ଓ ବାହାର ର ପାନୀ ପରିବା । ତେବେ ସବୁ ଖାଦ୍ୟ ଖାଇଲେ ଆପଣ ମାନେ ମରି ଯାଇ ପାରନ୍ତି । କାରଣ ଟି ଏହି ଭିଡିଓ ଟି ଦେଖିଲେ ଆପଣ ମାନେ ଜାଣି ପାରିବେ । ତେବେ ଆସନ୍ତୁ ଭିଡିଓ ରେ କଣ ଅଛି ଜାଣିବା ।

ପ୍ରଥମ ଦେଖିବା ପାଇଁ ମିଳି ଥିଲା , ଆସାମ ର ଏକ ଗୁପ ଚୁପ ଦୋକାନୀ , ଯେତେ ବେଳେ ତାର ଖଟା ପାଣି ସରି ଯାଇଛି , ସେ ସେହି ସମୟ ରେ ଖଟା ପାଣି ରେ ମୁତି ଦେଇଛି । ତେବେ ଆପଣ ଯଦି ସେହି ଗୁପ ଚୁପ ଦୋକାନୀ ପାଖରେ ଖାଇବେ ତାହାଲେ ଆପଣଙ୍କ ର କେଉଁ ଅବସ୍ଥା ହେବ ଆପଣ ନିଜେ ମଧ୍ୟ ଚିନ୍ତା କରି ପାରିବେ ନାହିଁ ।

 ଆଉ କିଛି ଲୋକ ଅଛନ୍ତି ଗୁପ ଚୁପ କୁ ହାତ ରେ ନ ବେଲି ଗୋଡ଼ ରେ ବେଲନ୍ତି । ପୁଣି ଦ୍ୱିତୀୟ ରେ ଦେଖିବା ପାଇଁ ମିଳି ଥିଲା । ଆପଣ ମାନେ ଯେଉଁ ବିସ୍କୁଟ ଚାହା ସହିତ ସାକାଳେ ଓ ସନ୍ଧ୍ୟା ରେ ଖାଇ ଥାନ୍ତି । ସେହି ବିସ୍କୁଟ ଗୁଡିକ ପ୍ୟାକିଙ୍ଗ କରିବା ସମୟରେ ଛେପ ଲଗାଇ ଗୋଡ଼ ଲଗାଇ ପ୍ୟାକିଙ୍ଗ କରି ଥାନ୍ତି ।

ପୁଣି ତୃତୀୟ ଘଟଣା ରେ ଦେଖିବା ପାଇଁ ମିଳି ଥିଲା , ଜଣେ ପରିବା ବ୍ୟାପାରି , ତାର ପନି ପରିବା କୁ ଡ୍ରେନ ପାଣି ରେ ଧଉଛି । ଯାହା ଆପଣ ମାନେ ସେହି ପନି ପରିବା ଗୁଡିକ ଖାଇଲେ ଆପଣଂକୁ ରୋଗ ହୋଇ ପାରେ ।

ଆଉ ଜଣେ ଚତୁର୍ଥ ରେ ଦେଖିବା ପାଇଁ ମିଳି ଥିଲା , କାଖରେ ଜାକି ବରା ତିଆରି କରୁଛି । ଯାହା ତାର କାଖ ର ଝାଳ ଆପଣ ମାନେ ଖାଉ ଛନ୍ତି । ତେବେ ବାହାର ଖାଦ୍ୟ ଖାଇବା ଦ୍ୱାରା ଆପଣ ମାନେ ବିଭିନ୍ନ ରୋଗ ରେ ଆପଣ ମାନେ ଆକ୍ରାନ୍ତ ହୋଇ ପାରନ୍ତି । ତେଣୁ ସତର୍କ ରୁହନ୍ତୁ , ନିଜ ଜୀବନ ନିଜ ହାତରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।