viral ଭିଡ଼ିଓ-ବାଘ ହାବୁଡ଼ରେ ଫସିଗଲେ ଯୁବକ…..ଭାଇରାଲ ହେଉଛି ଏହି ୫ ମିନିଟ ର ମୃତ୍ୟୁ ପୂର୍ବର ଯୁବକ ଙ୍କର ଭିଡ଼ିଓ……ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ବନ୍ଧୁଗଣ ଓଡ଼ିଆ ରେ ଏକ ଲୋକବାଣୀ ରହିଛି “ଆ ବଳଦ ମତେ ବିନ୍ଦ”।ଆଉ ଏହି ଲୋକବାଣୀ ଟି ଆପଣ ମାନେ ଶୁଣିଛନ୍ତି ଏବଂ ଏହାର ପ୍ରୟୋଗ ମଧ୍ୟ କରିଥିବେ। ତେବେ ଏହା ର ଅର୍ଥ ଏହାକି ଯେ, ଆମ ଆଗରେ ବିପଦ ଦେଖିକି ତା ଠାରୁ ଦୂରେଇ ନଯାଇ ଆହୁରି ତା ଆଡ଼କୁ ମାଡିଯିବା। ତେବେ ବର୍ତ୍ତମାନ ଦିଲ୍ଲୀ ର ଏକ ଚିଡିଆଖାନା ରୁ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ବେହସ ହୋଇଯିବେ।ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ କରିପାରିବେ ନାହିଁ ଏହି ଘଟଣା ଟିକୁ।

ତେବେ ବନ୍ଧୁଗଣ ଘଟଣା ଟି କିଛି ଏହିପରି ଥିଲା କି ଦିଲ୍ଲୀ ର ଏକ ଚିଡିଆଖାନା ରେ ଜଣେ ଯୁବକ ଧଳା ବାଘ ର ଖୁଆଡ଼ ଭିତର କୁ ପଡି ଯାଇଥିଲେ। ଆଉ ସିଧା ଯାଇ ଧଳା ବାଘ ବିଜୟ ଆଗରେ ପଡିଲେ ଆଉ ତା ପରେ ବାଘ ଟି ଯୁବକ ଙ୍କ ସହ ଯାହା କଲା ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।

ତେବେ ବନ୍ଧୁଗଣ ସିଂହ, ବାଘ ଆଦି ସବୁ ଗୋଟେ ଗୋଟେ ମାଂସାସୀ ପ୍ରାଣୀ ଅଟନ୍ତି, ଆଉ ମଣିଷ କୁ ପାଖରେ ପାଇଲେ ସେମାନେ ତାଙ୍କୁ ମାରି ନିଜର ଭଜନ କରିଥାନ୍ତି। କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ବାଘ ଆଗରେ ହାତ ଯୋଡ଼ି ଜୀବନ ଭିକ୍ଷା କଲେ ଆଉ ତାପରେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟ ଜନକ ଥିଲା।

ତେବେ ସମ୍ପୂର୍ଣ୍ଣ ଘଟଣା ଟି କିଛି ଏହିପରି ଥିଲା କି , ଦିଲ୍ଲୀ ର ଚିଡ଼ିଆଖାନା ରେ ଅନେକ ଲୋକ ବୁଲିବାକୁ ଆସିଥିଲେ। ତେବେ ସେହି ଠାରେ ମହାଦ ନାମକ ଜଣେ ୨୨ ବର୍ଷ ର ଯୁବକ ଜଣଙ୍କ ହଠାତ ଧଳା ବାଘ ରହୁଥିବା ଖୁଆଡ଼ ର ପାଚେରୀ ଉପର କୁ ଚଢି ଯାଇଥିଲେ।

 ତେବେ ଲୋକମାନେ ତାଙ୍କୁ ତଳକୁ ଓହ୍ଲାଇ ବାକୁ ଯେତେ କହିଲେ ମଧ୍ୟ ସେ ଶୁଣୁ ନଥିଲେ କାରଣ । ଆଉ କିଛି ସମୟ ପରେ ସେ ସନ୍ତୁଳନ ହରାଇ ଖୁଆଡ଼ ମଧ୍ୟକୁ ଖସି ପଡିଲେ ଏବଂ ସିଧା ଯାଇ ଧଳା ବାଘ ବିଜୟ ମୁହଁ ପାଖରେ ପଡିଲେ।

ତେବେ ଯୁବକ ଜଣଙ୍କ କଣ କରିବେ କିଛି ବୁଝି ପାରୁନଥିଲେ ଯୁବକ ଙ୍କର ମାତ୍ର କିଛି ଇଞ୍ଚ ଆଗ ରେ ଛିଡା ହୋଇଥିଲା ବାଘ ଆଉ ଯୁବକ ଜଣଙ୍କ ବାଘ ଆଗରେ ହାତ ଯୋଡ଼ି ବସିଲେ।ଏହିପରି ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ଯୁବକ ଜଣଙ୍କ ବାଘ କୁ ତଥା ନିଜ ମୃତ୍ୟୁ କୁ ଆଖି ଆଗରେ ଦେଖୁଥିଲେ ଆଉ ସେହିପରି ହାତ ଯୋଡ଼ି ବସିଥିଲେ। କିନ୍ତୁ ୫ ମିନିଟ ପରେ ବାଘ ଦେଖାଇ ଦେଲା ତାର ପଶୁତ୍ୱ ଗୁଣ ଆଉ ଯୁବକ ଙ୍କର ବେକ କୁ ଆକ୍ରମଣ କରି ତାଙ୍କୁ ମାରିଦେଇ ଖାଦ୍ୟ ପାଇଁ ନିଜ ସହ ନେଇଗଲେ।

ତେବେ ଭିଡ଼ିଓ ଟି ସେଠାରେ ଲାଗିଥିବା ସିସିଟିଭି ରେ ରେକର୍ଡ ହୋଇଥିଲା ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହିପରି କୌଣସି ଅସାବଧାନତା ର କାର୍ଯ୍ୟ କରନ୍ତୁ ନାହିଁ ,ନଚେତ ଆପଣ ଙ୍କର ଜୀବନ ଏହିପରି ଯାଇପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।