viral ଭିଡ଼ିଓ- ଆସୁଥିବା ନୂଆ ଫିଲ୍ମ ରେ ollywod star ସ୍ୱରାଜ ଙ୍କୁ ଗୋଧୋଇ ଦେଲେ ଅଭିନେତ୍ରୀ ଶିବାନୀ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ଓଲିଉଡ଼ ଜଗତର ଜଣାଶୁଣା କଳାକାର ଭାବରେ ଅଭିନେତା ସ୍ବରାଜ ବାରିକ୍ ଓ ଅଭିନେତ୍ରୀ ଶିବାନୀ ସଂଗୀତା ଛୋଟ ପିଲା ଥିଲାବେଳୁ ଓଡ଼ିଆ ମନୋରଞ୍ଜନ ଜଗତରେ ପାଦ ପକାଇଥିଲେ ସେ।ଜଣେ ଉତ୍ତମ ଓ ଦକ୍ଷ ଶିଶୁ କଳାକାର ଭାବେ ଅନେକ ସିନେମା,ଟିଭି ସୋ,ସିରିଏଲ୍ ରେ ସେମାନେ ନିଜର ଭୂମିକା ଦେଇଥିଲେ। ସେମାନଙ୍କର ସୁନ୍ଦର ଓ ଜୀବନ୍ତ କଳା ପ୍ରଦର୍ଶନ ଦ୍ଵାରା ସେ ଅନେକ ଙ୍କ ପସନ୍ଦ ଓ ପ୍ରଶଂସା ର ପାତ୍ର ହୋଇ ପାରିଥିଲେ।ବର୍ତମାନ ସମୟରେ ସେ ଜଣେ ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀ ଭାବରେ ପରିଚିତ।
ଓଡ଼ିଆ ସିନେମା ଜଗତରେ ଏହି ଦୁଇ କଳାକାରଙ୍କ ଯୋଡ଼ିକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।

ଜଣେ ଶିଶୁ କଳାକାର ଭାବେ ଯାତ୍ରା ଆରମ୍ଭ କରିଥିବା ସ୍ବରାଜ ଏବେ ସିନେମା ରେ ମୁଖ୍ୟ ନାୟକ ଭୂମିକା ରେ ମଧ୍ୟ ଦେଖିବାକୁ ମିଳୁଛନ୍ତି। ଅଭିନେତ୍ରୀ ଶିବାନୀ ସଂଗୀତା ମଧ୍ୟ କିଛି କମ ନୁହଁନ୍ତି ଏତେ କମ ବୟସ ର ଅଭିନେତ୍ରୀ ଯିଏ ଓଡିଆ ସିନେମା ଜଗତ ରେ ବହୁତ ଖ୍ୟାତି ଅର୍ଜନ କରିଛନ୍ତି । ଯିଏ ଆଜି ଓଲିଉଡ ର ମେଗାଷ୍ଟାର ସୁପରଷ୍ଟାର ଙ୍କ ସହ ଫିଲ୍ମ କରୁଛନ୍ତି ସିଏ ହେଉଛନ୍ତି ଶିବାନୀ ସଂଗୀତା।

 ତେବେ ବର୍ତ୍ତମାନ ସମୟରେ ଅଭିନେତା ସ୍ବରାଜ ବାରିକ୍ ଏବଂ ଅଭିନେତ୍ରୀ ଶିବାନୀ ସଂଗୀତାଙ୍କ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି। ଯାହା ଦେଖିଲେ ଆପଣ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। ଶିବାନୀ ସଂଗୀତା ଓ ସ୍ବରାଜ ବାରିକଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି। ତେବେ ଭିଡିଓଟି ଖୁବ୍ ଜୋରସୋର ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଅଭିନେତ୍ରୀ ଶିବାନୀ ଅଭିନେତା ସ୍ବରାଜଙ୍କୁ ଗାଧୋଇ ଦେଉଛନ୍ତି। ଯାହା ବର୍ତ୍ତମାନ ସମୟରେ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି।ତେବେ ଅଭିନେତ୍ରୀ ଶିବାନୀ କଣ ପାଇଁ ସ୍ବରାଜଙ୍କୁ ଗାଧୋଇ ଦେଉଛନ୍ତି ତାହା ଦର୍ଶକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦର୍ଶକ ମାନେ ଏହା ଜାଣିବା ପାଇଁ ଆଗ୍ରହ ସହିତ ଅପେକ୍ଷା କରି ରହିଛନ୍ତି।

ତେବେ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ସୂଚନା ଅନୁଯାୟୀ ଭାଇରାଲ ହେଉଥିବା ଭିଡିଓଟି ଅଭିନେତ୍ରୀ ଶିବାନୀ ସଂଗୀତା ଓ ଅଭିନେତା ସ୍ବରାଜ ବାରିକଙ୍କ ଆଗକୁ ଆସୁଥିବା ଏକ ନୂଆ ସିନେମାର ଝଲକ। ତେବେ ଏହି ସିନେମାର ଅଭିନେତ୍ରୀ ଶିବାନୀ ଅଭିନେତା ସ୍ବରାଜ ବାରିକଙ୍କୁ ଗାଧୋଇ ଦେବାର ସିନ ରହିଛି ଯାହା ବର୍ତ୍ତମାନ ସମୟରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଅଭିନେତା ସ୍ବରାଜ ବାରିକ୍ ଓ ଚୁଲବୁଲି ନାୟିକା ଶିବାନୀ ସଂଗୀତାଙ୍କ ଯୋଡ଼ିକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥାନ୍ତି। ତେବେ ଏହି ଦୁଇ ଯୋଡ଼ି ଗୋଟିଏ ସିନେମାରେ ଏକାଠି ଆସୁଥିବାର ଜାଣି ଫ୍ରେଣ୍ଡସ ମାନଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଦେଖିବାକୁ ମିଳୁଛି। ଏମାଙ୍କର ଆସୁଥିବା ସିନେମାକୁ ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହ ସହିତ ଅପେକ୍ଷା କରି ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।