viral ଭିଡ଼ିଓ-ଆସୁଛି ନୂଆ ସିରିଏଲ ପ୍ରେମର କୁହୁକ,ଯେଉଁ ଥିରେ ବୁଲବୁଲ ହିରୋଇନ simran ଏହି ସିରିଏଲ ରେ ଅଭିନୟ କରିବେ , ଯାହା ଏବେ ଏହି ସିରିଏଲ କୁ ନେଇ ବେସ ଚର୍ଚା ରେ ଓଡିଶା,ତେବେ ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ।

ମଣିଷ ତାର ଦୈନ ଦିନ ଜୀବନ ରେ ବହୁତ କଷ୍ଟ କରି ଥାଏ । କିଛି ପାଇବା ପାଇଁ ମଣିଷ ନିଜ ଜୀବନ କୁ ବାଜି ଲଗେଇ ଦେଇ ଥାଏ । ବିଶେଷ କରି ଆଜି କାଲି ର ପଢା ପିଲା ମାନେ ବହୁତ କଷ୍ଟ କରୁ ଛନ୍ତି । କାରଣ ଓଡିଶା ଯେଉଁ ସ୍ଥିତି ଗୋଟେ ଚାକିରୀ ପାଇବା ପାଇଁ ବହୁତ ଲୋକ ବହୁତ କଷ୍ଟ କରୁ ଛନ୍ତି । ଯଦି ଗୋଟେ ପୋଷ୍ଟ ବାହାରୁଚି ତାହାଲେ , ସେହି ଗୋଟେ ପୋଷ୍ଟ ପାଇଁ 10 ହଜାର ଲୋକ ଲାଗୁ ଛନ୍ତି ।

କେମିତି ସେହି ଚାକରି ଟିକୁ ପାଇବେ । ଆଜି କାଲିର ପରିସ୍ଥିତି ଆପଣ ମାନେ ଯାହା ମଧ୍ୟ କରନ୍ତୁ , ଆପଣଙ୍କ ଆଗରେ ବହୁତ ପ୍ରତି ଦ୍ୱନ୍ଦୀ ଆସି ଯିବେ । ତେଣୁ ଆପଣ ଯେଉଁ କାମ ମଧ୍ୟ କରନ୍ତୁ , ଆପଣଂକୁ ବହୁତ କଷ୍ଟ କରିବା ପାଇଁ ପଡିବ ।

ଆପଣ ଓଡ଼ିଆ ଫିଲ୍ମ କଲେ ମଧ୍ୟ ଆପଣ ଆଗରେ ପ୍ରତିଦ୍ବନ୍ଦୀ ଆସି ଠିଆ ହୋଇ ଯିବେ , ଆପଣ ସିରିଏଲ କଲେ ମଧ୍ୟ ଆପଣଙ୍କ ଆଗରେ ଆସି ଅନେକ ଲୋକ ଠିଆ ହୋଇ ଯିବେ । ତେଣୁ ଆଜି ଆମେ ଆପଣଂକୁ ସେହି ସିରିଏଲ କୁଇନ ବିଷୟରେ କହିବା ପାଇଁ ଯାଉଛୁ ।

ଯିଏକି ରାନୀ ସିରିଏଲ ରେ ଛୋଟ କଳା କାର ରୂପରେ ଅଭିନୟ କରୁ ଥିଲେ । ସେ ଆଜି ଏକ ସିରିଏଲ ରେ ନିଜେ ହିରୋଇନ ହୋଇଛନ୍ତି । ସେ ଆଉ କେହି ନୁହନ୍ତି ତାଙ୍କ ନାମ ବୁଲ ବୁଲ । ବୁଲ ବୁଲ ରାନୀ ସିରିଏଲ ରେ ଗୋଟେ ଛୁଆ ରୂପରେ ଅଭିନୟ କରୁ ଥିଲେ । କିନ୍ତୁ ଆଜି ସେ ବଡ଼ ହୋଇ ଯାଇ ଛନ୍ତି ।

ଆଉ ସେ ସିମ୍ରନ ସାଙ୍ଗରେ ସିରିଏଲ କରିବା ପାଇଁ ଯାଉ ଛନ୍ତି । ତେବେ ବୁଲବୁଲ ବହୁତ ସୁନ୍ଦର ଦେଖିବାକୁ ଲାଗି ଲେଣି , ଯେ କେହି ହେଲେ ମଧ୍ୟ ଦେଖିବା , ସ୍ୱର୍ଗ ର ପରି ପରି ଦେଖା ଯାଉ ଛନ୍ତି । ତେବେ ଭଗବାନ ଙ୍କର ଏମିତି କିଛି ଆଶୀର୍ବାଦ ଥାଏ , ଯେ ମଣିଷ ପୁରା ତାର ସବୁ ସ୍ୱପ୍ନ କୁ ପୁରା କରି ଦେଇ ଥାଏ । ଆଜି ସେହି ବୁଲ ବୁଲ ଦିନେ ସ୍ୱପ୍ନ ଦେଖି ଥିଲେ ।

ସେ ଦେଖି ଥିଲେ ଯେ , ସେ ଦିନେ ସିରିଏଲ ରେ ହିରୋଇନ ହୋଇ ଯିବେ । ଆଜି ତାହା ସତ ହୋଇ ଯାଇଛି । ତେବେ ସିମ୍ରନ ସହିତ ତାଙ୍କର ଏବେ ଗୋଟେ ନୂଆ ସିରିଏଲ ଆସୁଛି । ଯାହା ଏବେ ସାରା ଓଡିଶା ରେ ଚର୍ଚା ର ବିଷୟ ।

ଏହା ପରେ ମଧ୍ୟ ଗୋଟେ ନୂଆ ଜିନିଷ ଦେଖିବା ପାଇଁ ମିଳିଛି । ସେମାନେ ମଧ୍ୟ ଦୁହେଁ ଦୁହିଁ କୁ ଭଲ ପାଇବା ପାଇଁ ବସି ଲେଣି । ତେବେ ତାଙ୍କ ଦୁଇ ଜଣଙ୍କ ଯଦି ଅତି ସୁନ୍ଦର । ନୂଆ ସିରିଏଲ ସହିତ ନୂଆ ଯଦି । ତେଣୁ ବୁଲ ବୁଲ ବହୁତ ଖୁସି ଅଛନ୍ତି । ତେଣୁ ଆଉ କିଛି ଦିନ ପରେ ମଧ୍ୟ ଆପଣ ଦେଖିବା ପାଇଁ ପାଇବେ ବନ୍ଟି ଆଉ ବବଲି ସିରିଏଲ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।