viral ଭିଡ଼ିଓ-ଅସୀମା ପଣ୍ଡାଙ୍କ ଜବରଦସ୍ତ ଡାନ୍ସ ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଅ ଭଳି ବିରଳ ହେବାରେ ଲାଗିଛି ,ଜାଣିଲେ ଅଶ୍ଚର୍ଯ୍ୟ ହୋଇଯିବେ …ଆଉ ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

କଣ୍ଠଶିଳ୍ପୀ ଅସୀମା ପଣ୍ଡା ନିଜର ଗୀତ ପାଇଁ ସେ ଆଜି ସାର ଓଡିଶା ର ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଓଡ଼ିଆ ଫିଲ୍ମ୍ ଗୀତ ଠାରୁ ଆରମ୍ଭ କରି ଆଲବମ୍ ଭଜନ ଜାଏ ସବୁ ପ୍ରକାର ଗୀତ ଗାଇ ପାରନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା। ନିଜର ସୁନ୍ଦର ଗୀତ ପାଇଁ ଓଡିଶା ବାସୀଙ୍କ ମନ କିଣି ନେଇ ପାରିଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା।ଅସୀମା ପଣ୍ଡା ୨୦୧୩ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ।

ଓଡ଼ିଆ କଥାଚିତ୍ର ହରି ଓମ୍ ହରିରେ ସେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ । ଏହା ପରେ ସେ ଏକାଧିକ ଓଡ଼ିଆ କଥାଚିତ୍ରରେ ଗୀତ ଗାଇବାର ନଜର ଆସିଛନ୍ତି। କେବଳ ଓଡ଼ିଆ କଥାଚିତ୍ରରେ ନୁହେଁ ବରଂ ସେ ବହୁତ ଗୁଡ଼ିଏ ଆଲବମ ଗୀତ ଏବଂ ଭଜନରେ କଣ୍ଠଦାନ କରିଛନ୍ତି।

ଅସୀମା ପଣ୍ଡା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ଅଛନ୍ତି। ଅସୀମା ପଣ୍ଡାଙ୍କ ର ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ୍ ଅଧିକ ଫ୍ୟାନ ମାନେ ରହିଛନ୍ତି ।ସେ ବହୁତ ସୁନ୍ଦର ଗୀତ ଗାଇଥାନ୍ତି।

ସେ ଯେମିତି ସୁନ୍ଦର ଗୀତ ଗାଇଥାନ୍ତି ସେମିତି ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଅଟନ୍ତି।ଅସୀମା ପଣ୍ଡାଙ୍କ ଗୀତ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ମିଲିୟନ ମିଲିୟନ ଦର୍ଶକ ତାକୁ ଦେଖିବା ସହ ଲାଇକ ଓ ଭଲ ଭଲ କମେଣ୍ଟ ମଧ୍ୟ କରିଥାନ୍ତି।ତାଙ୍କର ସବୁ ଗୀତ ସୁପରହିଟ୍ ହୋଇଥାଏ।


ତେବେ ନିକଟ ରେ ଅସୀମା ପଣ୍ଡା ଙ୍କ ର ଏକ ଭିଡ଼ିଓ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅସୀମା ପଣ୍ଡା ଚୁଲବୁଲି ନାୟିକା ଲିପ୍ସା ମିଶ୍ରଙ୍କ ସହ ନଚୁ ଥିବାର ଦେଖିବାକୁ ମିଳିଥିଲା। ସୁପର ହିଟ ଓଡ଼ିଆ ଆଲବମ ଗୀତ ‘ଓ ବଲମା’ ଗୀତ ଗାଇ ନାଚିଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଚୁଲବୁଲି ନାୟିକା ଲିପ୍ସା ମିଶ୍ର।

୨୦୧୯ ମସିହାରେ ତାରିକ ଅଜିଜ ଓ ଅସୀମା ପଣ୍ଡାଙ୍କ ସୁପରହିଟ ଆଲବମ ସଙ୍ଗ ‘ ଓ ବଲମା ଟିକେ ଇଆଡ଼େ ଅନା’ ଗୀତଟି ମୁକ୍ତି ଲାଭ କରିଥିଲା। ଡେନ୍ସ ମାଷ୍ଟର ହରିହର ଦାସ ଓ ଚୁଲବୁଲି ନାୟିକା ଲିପ୍ସା ମିଶ୍ରଙ୍କ ଅଭିନୀତ ଏହି ଆଲବମଟିକୁ ଦର୍ଶକ ମାନେ ଏହାକୁ ଖୁବ୍ ଭଲପାଇବା ଦେଇଥିଲେ।ଏବେ ସୁଦ୍ଧା ଏହି ସୁପରହିଟ ଆଲବମକୁ ୪ କୋଟିରୁ ଅଧିକ ଲୋକ ଦେଖିସାରିଲେଣି।

ତେବେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ଚୁଲବୁଲି ନାୟିକା ଲିପ୍ସା ମିଶ୍ରଙ୍କ ଏହି ଜବରଦସ୍ତ ଡାନ୍ସ ଭିଡିଓ ଖୁବ ଭାଇରାଲ ହେବାକୁ ଲାଗିଛି। ଯେଉଁଥିରେ ଅସୀମା ପଣ୍ଡା ନିଜେ ଏହି ‘ଓ ବଲମା’ ଗୀତଟିକୁ ଗାଉଛନ୍ତି ଏବଂ ଅଭିନେତ୍ରୀ ଲିପ୍ସା ମିଶ୍ର ତାଙ୍କୁ ଏହାର ଡାନ୍ସ ଷ୍ଟେପ ଶିଖାଉ ଥିବାର ଦେଖିବାକୁ ମିଳିଛି। ଅସୀମା ପଣ୍ଡା ଏହି ଗୀତରେ ଖୁବ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରୁଛନ୍ତି ଯାହାକୁ ଅସୀମାଙ୍କ ଫ୍ରେଣ୍ଡସ ମାନେ ବହୁତ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।