viral ଭିଡ଼ିଓ- ଆଜିବି ବଞ୍ଚି ରହିଛି ପ୍ରକୃତ ପ୍ରେମ । ପ୍ରେମ କରି ମନ୍ଦିରରେ ବିବାହ କଲେ ଦୁଇ ପ୍ରେମୀ ଯୁଗଳ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ପ୍ରେମ ଏକ ପବିତ୍ର ବନ୍ଧନ ହୋଇ ଥିବା ସମୟ ରେ ଲୋକେ ପ୍ରେମ କୁ ଏକ ଟାଇମ ପାସ ବୋଲି ଭାବୁ ଛନ୍ତି । ଆଉ ସ୍ୱାର୍ଥ ସରି ଗଲେ ପ୍ରେମ ଯାଉଛି ଚୁଲି କି । ଆଜି କାଲି ଦୁନିଆ ରେ ସବୁ ଠାରୁ ବିଷାକ୍ତ ଯିବ ହେଉଛି , ମଣିଷ କାରଣ ଏମାନଙ୍କ ପାଟି ରେ ଥାଏ ବିଷାକ୍ତ କଥା । ପ୍ରଥମେ ଭଲ କଥା ହେବେ ଆଉ ଯେତେ ବେଳେ ବିବାହ ର ପ୍ରଶ୍ନ ଆସି ଥାଏ , ସେତେ ବେଳେ ଦୁରେଇବା ପାଇଁ ଚେଷ୍ଟା କରିବେ । ଯଦି କିଛି ଗୋଟେ ତାଙ୍କ ଆଗରେ ଆପଣ ଭୁଲ କରି ଦେଉ ଛନ୍ତି ।

ତାହାଲେ ସେଟାକୁ ଗୋଟେ ବଡ଼ ଭୁଲ ର ପରିଣତ କରି ଦେବେ ଆଉ ଆପଣଙ୍କ ପାଖରୁ ସମ୍ପୂର୍ଣ ଦୁରେଇ ଯିବେ । ତା ପରେ କୋଉ ଚାକିରିଆ ନହେଲେ ବିଜନେସ ଵାଲା କୁ ବିବାହ କରିବେ । ଆଉ ଶେଷରେ ଆପଣ ଆତ୍ମହତ୍ୟା କରିବେ । ନହେଲେ ନିଶା ଦ୍ରବ୍ୟ ଖାଇବେ ତାକୁ ଭୁଲିବା ପାଇଁ । କିନ୍ତୁ ଆଜି ମଧ୍ୟ ପ୍ରେମ ଅମର ଅଛି । ଆଜି ଏକ ଘଟଣା ଆସିଛି ଯାହା ଆପଣ ସୁଣିଲେ ମଧ୍ୟ କହିବେ ସତରେ ପ୍ରେମ କରିବ ତ ଏମିତି ।

ଭଦ୍ରକ ଜିଲ୍ଲା ର ସୁଆର ପଦା ଗ୍ରାମ ରେ ଜଣେ ପୁଅ ତାଙ୍କ ନାମ ସାହିଲ । ସାହିଲ ପଢୁ ଥିଲେ କଟକ ରେ । ଆଉ ତାଙ୍କୁ ଗୋଟେ ଝିଅ ସହିତ ପ୍ରେମ ହୋଇ ଯାଇ ଥିଲା । ସେ ଝିଅ ମଧ୍ୟ ତାଙ୍କୁ ପ୍ରେମ କରୁ ଥିଲା । ଝିଅ ଟିର ଘର ଥିଲା କଟକ ଜିଲ୍ଲା ରେ । ସେ ମଧ୍ୟ ସେହି କଲେଜ ରେ ପଢୁ ଥିଲା ।

ତେବେ ସେମାନଙ୍କ ଦୁଇ ଜଣଙ୍କ ର ପ୍ରେମ 3 ବର୍ଷ ର ପ୍ରେମ । ଦେଖିବା ପାଇଁ ଗଲେ ଏମାନେ ଦୁଇ ଜଣ ଏକା ସହିତ 3 ବର୍ଷ କାଟି ସାରି ଥିଲେ । ଦୁଇ ଜଣ ମଧ୍ୟ ଗୋଟେ ଘରେ ରାତି କାଟି ସାରି ଥିଲେ । ଏମାନେ ଦୁଇ ଜଣ ମଧ୍ୟ କଟ ମ୍ୟାରେଜ କରି ସାରି ଥିଲେ । ଯେତେ ବେଳେ ପଢା ସରି ଗୋଲା ସେତେ ବେଳେ ଝିଅ ଅଲଗା ଓ ପୁଅ ମଧ୍ୟ ଅଲଗା ହୋଇ ଯାଇ ଥିଲା ।

ଝିଅ ତାଙ୍କ ଘରେ ଥିବା ସମୟ ରେ । ଝିଅ ର ବାପା ଝିଅ ର ଵିଵାହ ଠିକ କରି ଦେଇ ଥିଲେ । ତେବେ ଏ କଥା ପୁଅ ଶୁଣି ତାଙ୍କ ଘରକୁ ଯାଇ ଥିଲା । ଆଉ ଝିଅ କୁ ଉଠାଇ ଆଣି ଥିଲା । ଝିଅ ଜାଣି ଥିଲା ଯେ ସାହିଲ ର ବର୍ତ୍ତମାନ ରୋଜଗାର କିଛି ନାହିଁ ।

ହେଲେ ମଧ୍ୟ ତାଙ୍କ ସହ ପଳାଇ ଆସି ଥିଲା । ଆଉ କଟକ ର ଗୋଟେ ମନ୍ଦିର ରେ ବିବାହ କରି ଥିଲେ । ଏହାକୁ କୁହା ଯାଏ ପ୍ରକୃତ ପ୍ରେମ । ତେଣୁ ଆଜି ମଧ୍ୟ ଏ ସମାଜ ରେ ପ୍ରକୃତ ପ୍ରେମ ବଂଚି ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।