viral ଭିଡ଼ିଓ-ଅଜବଦୃଶ୍ୟ ATM ଭିତରେ ଝିଅର ଜବରଦସ୍ତ ଡ୍ୟାନ୍ସ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ସେହି ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ମଜାଦାର ହୋଇଥାଏତ କିଛି ଭିଡିଓ ଗୁଡ଼ିକ ଖୁବ ଅଜବ ପ୍ରକାର ହୋଇଥାଏ। ତେବେ ମଜାଦାର ଭିଡିଓ ଗୁଡ଼ିକ ଦେଖିବାକୁ ଖୁବ ମଜା ଲାଗିଥାଏ। ମଜାଦାର ଭିଡିଓ ଗୁଡିକୁ ଲୋକେ ବାରମ୍ବାର ସେୟାର କରିବା ସହିତ ଲାଇକ ମଧ୍ୟ କରିଥାନ୍ତି। ଏମିତି ଏକ ମଜାଳିଆ ଭିଡିଓ ପୁଣି ଥରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଯାହା ଗୋଟିଏ ମୋବାଇଲରୁ ଗୋଟିଏ ମୋବାଇଲକୁ ଘୁରି ବୁଲୁଛି ଏହି ଭିଡିଓକୁ ଗୋଟିଏ ଏଟିଏମର ସିସିଟିଭିରେ କଏଦ କରାଯାଇଛି।

ତେବେ ନିକଟରେ ଏକ ଭାଇରାଲ ଭିଡିଓ ବେଶ ଲୋକପ୍ରିୟତା ହାସଲ କରି ପାରିଥିଲା। ଭିଡିଓଟି ଏତେ ରୋମାଞ୍ଚ କର ଥିଲାଯେ ଇଣ୍ଟରନେଟରେ ସବୁଆଡେ ଘୁରି ବୁଲୁଥିଲା। ଭିଡିଓଟିକୁ ବହୁ ମାତ୍ରାରେ ସେୟାର ମଧ୍ୟ କରାଯାଇଥିଲା।

ତେବେ ଭିଡିଓ ଥିଲା ଏଟିଏମ୍ ଭିତର ଯାହା ଏଟିଏମ ଭିତରେ ଥିବା ସି.ସି.ଟି.ଭି ଫୁଟେଜରୁ କଏଦ କରାଯାଇଥିଲା। ଭିଡିଓଟିରେ ଥିବା ବାଳିକା ଜଣକ ମଜାଳିଆ ହରକତ ଦେଖିଲେ ନିଜ ହସକୁ ରୋକି ପାରିବେ ନାହିଁ। ଭିଡିଓରେ ଜଣେ ବାଳିକା ଖୁବ ମଜାନେଇ ଡାନ୍ସ କରିବାରେ ଲାଗିଛି ଯାହା ସମସ୍ତଙ୍କୁ ଖୁବ ହସାଇଛି।

ତେବେ ସୋସିଆଲ ମିଡିଆରେ ବାଳିକାଟି ଏଟିଏମରୁ ପଇସା ବାହାର କରିବାର ଭିଡିଓ ବହୁତ ଜୋରରେ ଭାଇରାଲ ହେଉଛି। ବାଳିକା ଜଣକ ଯେଉଁଭଳି ଭାବରେ ପଇସା ବାହାର କରୁଛି ତାହା ଦେଖିଲେ ଖୁବ ହସ ଲାଗୁଛି।

ଝିଅଟି ଏଟିଏମରୁ ପଇସା ବାହାର କରିବା ସମୟରେ ଡାନ୍ସ କରୁଥିବାର ଭିଡିଓ ସି.ସି.ଟ.ଭିରେ କଏଦ ହୋଇଯାଇଥିଲା। ଏଟିଏମରୁ ପଇସା ବାହାର କରିବା ପାଇଁ ଆବଶ୍ୟକୀୟ ବିବରଣୀ ଦେଇସରିବା ପରେ ଝୁମିଝୁମି ଡାନ୍ସ କରୁଛି ବାଳିକା ଜଣକ।

ପଇସା କାଢି ସାରି ମଧ୍ୟ ଖୁବ ମଜାଳିଆ ଡାନ୍ସ କରୁଛି।ଏହି ଭିଡିଓକୁ ଆଇପିଏସ ଅଫିସର ଦିପାଂଶୁ କ୍ରାବ୍ରା ଏହି ଭିଡିଓ ଟିକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଥିଲେ ଏବଂ ଏଥି ସହିତ ଭିଡିଓଟିରେ ମଜାଳିଆ ରିଏକ୍ସନ ଦେଇଥିଲେ। ଏହା ପରେ ଏହି ଭିଡିଓଟିକୁ ବହୁତ ଲୋକେ ଲାଇକ କରିବା ସହିତ ସେୟାର ମଧ୍ୟ କରିଥିଲେ।

ତେବେ ଇଣ୍ଟରନେଟ ମାଧ୍ୟମରେ ବହୁତ ଲୋକେ ଖୁବ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଯାହା ରୋଜଗାର କରିବାର ଏକ ମାଧ୍ୟମ ପାଲଟି ଯାଇଛି। ଆମ ଚାରିପାଖରେ ଘଟୁଥିବା କିଛି ଏମିତି ଘଟଣା ରହିଛି ଯାହା ସମ୍ପର୍କରେ ଆମେ ଜାଣିପାରୁନୁ କିନ୍ତୁ ସୋସିଆଲ ମିଡିଆ ସାହାଯ୍ୟରେ ସମସ୍ତଙ୍କ ପାଖରେ ଘଟୁଥିବା ଘଟଣା ଗୁଡ଼ିକ ପହଁଚି ପାରୁଛି।

ଫେମୋସ୍ ହେବା ପାଇଁ ଲୋକ ମାନେ ଛୋଟରୁ ଛୋଟ ଭିଡିଓକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଛନ୍ତି। କିନ୍ତୁ ଏମିତି କିଛି ଭିଡିଓ ରହିଛି ଯାହା ଆମେ ନଚାହିଁ ମଧ୍ୟ ଭାଇରାଲ ହୋଇଯାଇଥାଏ। ଯାହା ହିଡେନ କ୍ୟାମେରା ପାଇଁ ସମ୍ଭବ ହୋଇପାରୁଛି। ଏଟିଏମ୍ ଭିତରେ ଥିବା ସି.ସି.ଟି.ଭି ମାଧ୍ୟମରେ ବାଳିକା ଜଣକର ମଜାଳିଆ ଭିଡିଓ ସବୁଆଡେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।