viral ଭିଡ଼ିଓ-ଏହି କୁନି ପିଲାଟି ଗାଉଛି ଏମିତି ଗୀତ, ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ ଏହି ଭିଡ଼ିଓ

ଏ ଦୁନିଆଁ ରେ ସବୁଠାରୁ ସୁନ୍ଦର ଭାବରେ ଭଗବାନ ସବୁ ପ୍ରାଣୀ ଙ୍କୁ ନିଜ ନିଜ ଢଙ୍ଗରେ ସୃଷ୍ଟି କରିଛନ୍ତି ।କିନ୍ତୁ ଗୋଟିଏ ଛୋଟ ପିଲାର ର ଚେହେରା ହୋଇଥାଏ। ଛୋଟ ପିଲା ଟିକୁ ଏ ନିୟତି ଏତେ ସୁନ୍ଦର ଭାବରେ ଗଢ଼ିଛି ଯେ ଯାହାକୁ ଦେଖିଲେ ମଣିଷ ତା ଜୀଵନ ର ସବୁ ଦୁଃଖ କୁ ଭୁଲିଯାଇ ଥାଏ ଏବଂ ତାର ମୁହଁରେ ହସ ଆସିଯାଏ। କେବଳ ତାଙ୍କର ଚେହେରା ନୁହେଁ ବରଂ ତାଙ୍କ ଛୋଟ ଛୋଟ କାର୍ଯ୍ୟ , ଦୁଷ୍ଟାମୀ ଓ ବଦମାଶୀ ବହୁତ ଆକର୍ଷଣିୟ ତଥା ମନରୋମା ହୋଇଥାଏ।ତାଙ୍କ ଓଠ ରେ କିଛି ବି କଥା ବହୁତ ଖୁସି ଦେଇଥାଏ ଆମକୁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ କୁନି ଝିଅ ର ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆନନ୍ଦିତ ହୋଇଯିବେ ।ଆପଣ ଙ୍କର ମନ ପ୍ରଫୁଲ୍ଲ ହୋଇ ଉଠିବ ଆଉ ଖୁସିରେ ଆପଣ ଙ୍କର ହୃଦୟ ଭରି ଯିବ। ତେବେ ଭାଇରଲ ଭିଡ଼ିଓ ଟିରେ ଦେଖାଯାଇଛି କି ଜଣେ କୁନି ଝିଅ କାର ମଧ୍ୟରେ ଠିଆ ହୋଇ ନାଚୁଛନ୍ତି ଆଉ ଗୀତ ଗାଉଛନ୍ତି ।ତେବେ ଏହି ଭିଡ଼ିଓ ଟି ପ୍ରାୟ ସମସ୍ତ ଙ୍କର ମନ ଛୁଆଁ ହୋଇପାରିଛି ,ଆପଣ ମଧ୍ୟ ଏହି ନିଶ୍ଚିତ ଭାବରେ ଏହି ଭିଡ଼ିଓ ଟିକୁ ଥରେ ଦେଖନ୍ତୁ।

ତେବେ ବର୍ତ୍ତମାନ ଏହିପରି ଅନେକ ଛୋଟ ପିଲାଙ୍କ ର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।ତେବେ ଏହି ଭିଡିଓ ରେ ଏକ କୁନି ଝିଅ ଯାହାର ବୟସ ମାତ୍ର ଦୁଇ ବର୍ଷ ଅଟେ, ସେ ଗୋଟିଏ ହିନ୍ଦୀ ଗୀତ କୁ ନିଜେ ଗାଇ ସେଥି ରେ ଏମିତି ସୁନ୍ଦର ଏକ୍ସପ୍ରେସନ କରିଛନ୍ତି ତାହା ଆପଣ ବିଶ୍ୱାସ କରିପାରିବେ ନାହିଁ।

ତେବେ ସବୁବେଳେ ଦମଦାର କଥା ହେଉଛି ଏହା କି ଏତେ କମ ବୟସ ରେ ସେ ଏହିପରି କମର ହଲାଉଛନ୍ତି କିପରି।ତାଙ୍କର ଠୁମକା ଅତ୍ୟନ୍ତ ଆକର୍ଷଣୀୟ ଏବଂ ଆଶ୍ଚର୍ଯ୍ୟ ଜନକ ଅଟେ।ତେବେ ଗୀତ ଟିକୁ ନିଜେ ଗାଉଛନ୍ତି ଏବଂ ତା ସହ ଡ଼୍ୟାନ୍ସ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ତେବେ ଏହି କୁନି ଝିଅ ଟିର ଡ଼୍ୟାନ୍ସ ଖାସ କରି ତାଙ୍କର ଏକ୍ସପ୍ରେସନ ଓ ତା ଉପରେ ପୁଣି ଗୀତରେ ତାଳେ ତାଳେ ତାଙ୍କର ହସ ଦେଖି ସମସ୍ତେ ଆବାକ।ତେବେ ଲୋକଙ୍କ କହିବା ଅନୁସାରେ, ଏହି କୁନି ଝିଅ ଟିର ହସ ଓ ଚାହାଣି ଆଗରେ ଭାରତ ର କୁଇନ ମାନେ ଫିକା ପଡିଯିବେ।ତେବେ କିନ୍ତୁ ଜଣାପଡି ନାହିଁ କି ଭିଡିଓ ଟି କେଉଁ ସ୍ଥାନର ବୋଲି ।

ମାତ୍ର ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତ ଙ୍କର ମୁଁହ ରେ ହସ ଆଣିଦେଇଛି। ଆଉ ଏହି କୁନି ଝିଅ ଟିର ଏହି ଭିଡ଼ିଓ ଟି ଖୁବ ଭାଇରଲ ହେବାରେ ଲାଗିଛି। ଆପଣ ମଧ୍ୟ ଏହି କୁନି ଝିଅ ଟିର ଭିଡିଓ ଟି ଦେଖନ୍ତୁ, ଆଉ ଆନନ୍ଦିତ ହୁଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।