viral ଭିଡ଼ିଓ -ଏହି ଛୋଟ ପିଲାର କଳା ଆଗରେ ସବୁ କଳା ଫିକା ପଡି ଯିବ । ଜାଣନ୍ତୁ ସେ କଣ କରୁଛି ,ଭିଡ଼ିଓ ଦେଖିବା ପରେ ଆପଣ ଡରି ଯିବେ । ଯାହାକୁ 5o milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ଛୋଟ ପିଲା ର କଳା ଆଗରେ ବଡ଼ ବଡ଼ ଲୋକ ମାନେ ମଧ୍ୟ ହାର ମାନି ଯିବେ। ଆଜି ଜଣେ 8 ବର୍ଷ ର ପିଲା ଯାହା କରୁଛି , ତାହା ଆପଣ ମାନେ ସୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ପିଲାଟି ଦେହରେ ମା ସ୍ୱରସ୍ବତୀ ବିଜେ କରି ଛନ୍ତି । କାରଣ ପିଲାଟି ଯେମିତି ମୃଦଙ୍ଗ ବଜାଉଛି ତାହା ଆପଣ ଦେଖିଲେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ। କାଳ ସମସ୍ତଙ୍କ ପାଖରେ ନ ଥାଏ । ଯାହା ପାଖରେ ଥାଏ ତାର ପୂର୍ବ ଜନ୍ମ ର କର୍ମ ଫୋଳ ରହି ଥାଏ ଓ ଏ ଜନ୍ମ ର ସାଧନା ରହି ଥାଏ ।

କିଛି ଜିନିଷ ପାଇବା ପାଇଁ ଗଲେ ସାଧନା ନିହାତି ଆବଶ୍ୟକ ଅଟେ । ବିନା ସାଧନା ରେ କେହି କେବେ ବଡ଼ କଳା କାର ହୋଇ ପାରି ନାହିଁ । ତେବେ ଏହି ପିଲାଟି ପାଖରେ ଗଣେଶ ଙ୍କ ର ଆଶୀର୍ବାଦ ରହିଛି କିନ୍ତୁ ଏ ପିଲା ଯଦି ସାଧନା କରିବ ତାହାଲେ ଏ ପିଲା ଦିନେ ତାର ବାପା ମା ଙ୍କର ନାମ ରଖିବା ସହିତ ଆମ ଓଡ଼ିଶା ର ମଧ୍ୟ ନାମ ରଖି ପାରିବ ।

 ତେବେ ପିଲା ହେବ ତ ଏମିତି , ତେବେ ତାର ବଜେଇବା ଷ୍ଟାଇଲ ଦେଖିଲେ ଆପଣ ମାନେ କହିବେ , ଏତେ ସୁନ୍ଦର ପିଲାଟି କେମିତି ବଜାଉଛି । ମୃଦଙ୍ଗ ସମସ୍ତେ ବଜେଇ ପାରିବେ ନାହିଁ । କିନ୍ତୁ ଏ ପିଲା ମୃଦଙ୍ଗ ର ବୋଲ କୁ କହି ବଜାଉଛି । ଯାହା ବଡ଼ ବଡ଼ ଷ୍ଟାର ମାନେ ମଧ୍ୟ କରି ପାରିବେ ନାହିଁ। ଏହି ପିଲା ର ହାତ ରେ ଏତେ ମଧୁର ଅଛି ଯେ ତାହା ଆପଣ ମାନେ ଶୁଣି ସାରିବା ପରେ ଜାଣି ପାରିବେ ।

 ଏହି ପିଲାଟି ବାବଦ ଯେତେ କହିଲେ ମଧ୍ୟ କମ ହୋଇ ଯିବ । ସାଧାରଣତଃ ଦେଖିବା ପାଇଁ ଗିଲେ କଳା କୁ ଲୋକ କେହି କେହି ଲୋକ ପସନ୍ଦ କରୁ ଥିବା ସମୟ ରେ ଆଉ କେହି କେହି ବହୁତ ଘୃଣା କରି ଥାନ୍ତି । କିନ୍ତୁ ଯେଉଁ ମାନେ କଳା କୁ ଭଲ ପାଆନ୍ତି , ସେମାନେ ଗୋଲା ଜନ୍ମ ରେ ବହୁତ ଭଲ କର୍ମ କରି ଛନ୍ତି ।

ନହେଲେ ଏ ଜନ୍ମ ରେ କଳା କୁ ପସନ୍ଦ କରି ନ ଥାନ୍ତେ । ଯିଏ କଳା କାର ସେ ମଧ୍ୟ ଆର ଜନ୍ମ ରେ ନିହାତି କିଛି ଭଲ କାମ କରି ଥିବ । ନହେଲେ ହଜାର ହଜାର ଲୋକଙ୍କ ମନ କୁ ସନ୍ତୁଷ୍ଟ କରି ପାରି ନ ଥାନ୍ତା ।

ଏ ପିଲା ଟି ଭିଡିଓ ମଧ୍ୟମ ରେ ବହୁତ ସନ୍ତୁଷ୍ଟ କରି ପାରୁଛି ଲୋକଙ୍କ ମନରେ , ପୁଣି ଏତେ ଛୋଟ ବେଳୁ ସେ ଏଭଳି ମୃଦଙ୍ଗ ବଜାଉଛି ତାହାଲେ ଏ ପିଲା ଯେତେ ବେଳେ ବଡ଼ ହେବ କଣ କରିବ । ଏହାର ତାର ଗୋଲା ଜନ୍ମ ର କର୍ମ ଫୋଳ ନୁହେ ତ ଆଉ କଣ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।