viral ଭିଡ଼ିଓ-ଅଭିନେତ୍ରୀ ଅର୍ଚ୍ଚିତା ସାହୁ ତାଙ୍କ ଫ୍ରେଣ୍ଡମାନଙ୍କୁ ଦେଲେ ଖୁସି ଖବର,ସମ୍ପୂର୍ଣ୍ଣ ଭିଡ଼ିଓ ଟି ଦେଖିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି!

ଓଡ଼ିଆ ସିନେମା ଜଗତରେ ଆଗଧାଡିର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅର୍ଚ୍ଚିତା ସାହୁ ବେଶ ଜଣାଶୁଣା।୨୦୦୫ ମସିହାରେ ଅର୍ଚ୍ଚିତା ଓଡ଼ିଆ କଥାଚିତ୍ର “ଓ ମାଇଁ ଲଭ୍” ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କର ମନ କିଣିବାରେ ସଫଳ ହୋଇ ପାରିଛନ୍ତି।ସେ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ।ଓଡ଼ିଶାର ପ୍ରାୟ ସମସ୍ତ ଦର୍ଶକ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ଖୁବ ପସନ୍ଦ କରନ୍ତି।

ସେ ନିଜର ଅଭିନୟ ମାଧ୍ୟମରେ ସମଗ୍ର ଓଡ଼ିଶାର ଲୋକଙ୍କ ନିକଟରେ ପରିଚିତ ହୋଇ ପାରିଥିଲେ ।ସେ ନିଜର ଅଭିନୟ ଦ୍ଵାରା ଅନେକ ସଫଳତା ହାସଲ କରି ସାରିଲେଣି। ଏଥି ସହିତ ଅର୍ଚ୍ଚିତା ବହୁତ ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି।

ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବା ପାଇଁ କମ୍ପାନୀ ଗୁଡ଼ିକ ବିଭିନ୍ନ ବିଜ୍ଞାପନଙ୍କୁ ମାଧ୍ୟମ କରିଥାନ୍ତି। ସୁନ୍ଦର ସୁନ୍ଦର ବିଜ୍ଞାପନ ମାଧ୍ୟମରେ କମ୍ପାନୀର ପ୍ରଡକ୍ଟକୁ ବିକ୍ରି କରିଥାନ୍ତି। ତେବେ କମ୍ପାନୀ ପକ୍ଷରୁ ଏହି ବିଜ୍ଞାପନଗୁଡ଼ିକ ବଡ ବଡ ସେଲିବ୍ରେଟି କରିଥାନ୍ତି। କାହିଁକି ନା ଗ୍ରାହକ ମାନେ ତାଙ୍କର ପ୍ରିୟ ସେଲିବ୍ରେଟି ମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳପକୁ ଖୁବ୍ ପସନ୍ଦ କରିବା ସହିତ ଅନୁସରଣ ମଧ୍ୟ କରିଥାନ୍ତି।

ତେବେ ଏହି ପ୍ରେମ ଦିବସ ଉପଲକ୍ଷେ ଅର୍ଚ୍ଚିତା ଏକ ଖୁସି ଖବର ନେଇ ଆସିଛନ୍ତି। ଅର୍ଚ୍ଚିତା ତାଙ୍କ ଫ୍ରେଣ୍ଡସ ମାନଙ୍କ ପାଇଁ ଲକିଡ୍ର କଣ୍ଟେନ୍ସ ନେଇ ଆସିଛନ୍ତି। ଏହି ଲକିଡ୍ର କଣ୍ଟେକ୍ସ ଜିତିବା ପାଇଁ ହେଲେ ନିଜ ପରିବାର ପାଇଁ ଗୋଲ୍ଡ ୱିନର ରିଫାଇନ ଓଏଲରେ କିଛି ସ୍ଵାଦିଷ୍ଟ ଡିସ୍ ବନାଇ ପୋଷ୍ଟ କରିବାକୁ ପଡ଼ିବ।

କାହିଁକି ନା ଗୋଲ୍ଡ ୱିନର ରିଫାଇନ ଅଏଲ ସମ୍ପୁର୍ଣ୍ଣ ଭାବେ ସ୍ୱାସ୍ଥ୍ୟକର ଅଟେ। ଏଥିରେ ରହିଛି ଜିରୋ କଲେଷ୍ଟର, ଭିଟାମିନ-ଏ, ଭିଟାମିନ-ଡି, ଭିଟାମିନ-ଇ ଯାହା ହାଡ଼ ଷ୍ଟ୍ରଙ୍ଗ କରେ ଓ ହାର୍ଟ ସୁସ୍ଥ ରଖିଥାଏ। ତେଣୁ ଅର୍ଚ୍ଚିତା ଗୋଲ୍ଡ ୱିନର ରିଫାଇନ ଅଏଲ ବ୍ୟବହାର କରନ୍ତି।

ଏହି ପ୍ରେମ ଦିବସ ଉପଲକ୍ଷେ ଅର୍ଚ୍ଚିତା ତାଙ୍କ ଫ୍ରେଣ୍ଡମାନଙ୍କୁ ପାଇଁ ନେଇ ଆସିଛନ୍ତି ଏକ ଲକିଡ୍ର କଣ୍ଟେକ୍ସ। ଯାହା ମାଧ୍ୟମରେ ଆପଣ ଘରେ ବସି ବସି ଆକର୍ଷଣୀୟ ପୁରସ୍କାର ପାଇ ପାରିବେ। ତେବେ ଏଥି ପାଇଁ ଗୋଲ୍ଡ ୱିନର ରିଫାଇନ ଅଏଲ ଘରକୁ ଆଣନ୍ତୁ!

ଏଥିରେ ରୋଷେଇ କରି ସେହି ରିସିପିର ଫୋଟ, ଭିଡିଓ ରିଲସ ଆଦି କରି ସୋସିଆଲ ମିଡିଆରେ ପୋଷ୍ଟ କରାନ୍ତୁ ଏବଂ ଏଥି ସହିତ ଗୋଲ୍ଡ ୱିନର ରିଫାଇନ ଅଏଲକୁ ଟାଗ କରନ୍ତୁ ଓ ମେନସନ୍ କରନ୍ତୁ। ତାପରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ତରଫରୁ ପାଇ ପାରିବେ କିଛି ସ୍ପେସିଆଲ ଗିଫ୍ଟ। ଅର୍ଚ୍ଚିତା କହିଲେ କରେକ୍ଟ।

ତେବେ ଏହି ଲକିଡ୍ର କଣ୍ଟେକ୍ସର ଲାଭ ଉଠାଇବା ପାଇଁ ଜଲଦି ନିଜର ଫୋନ୍ ଉଠାଇ ଫୋଟ ଭିଡିଓ ରିଲସ୍ ଆଦି କରି ସୋସିଆଲ ମିଡିଆରେ ସେୟାର କରି ଆକର୍ଷଣୀୟ ପୁରସ୍କାର ଲାଭ ଉଠାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।