viral ଭିଡ଼ିଓ-୭୦ ଫୁଟ ଗଭୀର କୂଅ ମଧ୍ୟରେ ଫସିଯାଇଥିଲା ଏକ ଭୟଙ୍କର ଜୀବ….. ଯେଉଁ ଭଳି ଭାବରେ କୂଅ ମଧ୍ୟରୁ ଜୀବ ଟିକୁ ଉଦ୍ଧାର କରାଯାଇଥିଲା…… ଦେଖିଲେ ବିଶ୍ୱାସ କରିପାରିବେ ନାହିଁ,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ବଞ୍ଚିବାର ଇଚ୍ଛା ସମସ୍ତ ଙ୍କର ରହିଥାଏ , ସେ ମଣିଷ ହେଉ ବା ପଶୁପକ୍ଷୀ। ଭଗବାନ ତାଙ୍କର ସୃଷ୍ଟି ରେ ଯାହାକୁ ପ୍ରାଣ ଦେଇଛନ୍ତି ତାକୁ ବଂଚିବା ପାଇଁ ରାହା ମଧ୍ୟ। କିନ୍ତୁ ମଣିଷ ପାଖରେ କଥା କହିବାର ଶକ୍ତି ରହିଛି ବୋଲି ସେ ଯେ କୌଣସି ସମସ୍ୟା ବା ଅସୁବିଧା ରେ ପଡିଲେ ଅନ୍ୟ ଜଣଙ୍କୁ ଜଣାଇ ଦେଇଥାଏ ।ମାତ୍ର ଗୋଟିଏ ପଶୁ କିମ୍ବା ପକ୍ଷୀ ଯିଏକି ବେଜୁବା ହୋଇଥାଏ କଥା କହିପାରେ ନାହିଁ ,ସେ ବା ତାର ସମସ୍ୟା କାହାକୁ କହିବ ତେଣୁ ସେ କିଛି କହି ନପାରି କେବେ କେବେ ମୃତ୍ୟୁ ମୁଖରେ ପଡ଼ିଯାଏ। ଆଉ ଏହି କଥା କହିପାରୁ ନଥିବା ଜୀବଜନ୍ତୁ କୁ ବଞ୍ଚାଇବା ପାଇଁ ଅନେକ ଲୋକ ଜ୍ଞାନ ଓ କୌଶଳ ଶିକ୍ଷା କରିଥାନ୍ତି ଏବଂ ତାଙ୍କୁ ରକ୍ଷା କରିଥାନ୍ତି।
ତେବେ ବନ୍ଧୁଗଣ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ଘଟଣା ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ନିଶ୍ଚିତ ଭାବରେ ସେହି ବ୍ୟକ୍ତି ଜଣଙ୍କୁ ପ୍ରଶଂସା କରିବେ। କାରଣ ଏହି ବ୍ୟକ୍ତି ଜଣଙ୍କ ପ୍ରାୟ ଏକ ସପ୍ତାହ ଧରି ୭୦ ଫୁଟ ଗଭୀର ର କୂଅ ଭିତରେ ପଡିଯାଇ କଷ୍ଟ ପାଉଥିବା ଏକ ଜୀବ କୁ ସେ ଉଦ୍ଧାର କରିଛନ୍ତି।
ସେହି ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ବାଜିରେ ଲଗାଇ ୭୦ ଫୁଟ ଗଭୀର ର କୂଅ ମଧ୍ୟକୁ ପଶି ଗ୍ରାମ ଲୋକଙ୍କ ସହ ମିଶି ସେହି ଜୀବ ଟିକୁ ଉଦ୍ଧାର କରିଥିଲେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।
ବନ୍ଧୁଗଣ ଏକ ଗ୍ରାମ ରେ ଥିବା ବହୁତ ପୁରୁଣା କୂଅ ଯାହାର ଗଭୀରତା ୭୦ ଫୁଟ ରୁ ଅଧିକ ହେବ ମଧ୍ୟ କିଛି ଦିନ ହେବ ଲୋକମାନେ ଏକ ଅଜୀବ ତଥା ଭିନ୍ନ ଶବ୍ଦ ଶୁଣିବା କୁ ପାଇଥିଲେ। ଆଉ ଯେତେବେଳେ ସେମାନେ ସେହି ଶବ୍ଦ ର ପିଛା କଲେ ସେତେବେଳେ ସେମାନେ ସେହି କୂଅ ଭିତରେ ଏକ ଜୀବ କୁ ପଡି ଯାଇଥିବାର ଦେଖିଲେ।
ତେବେ କୂଅ ର ଗଭୀରତା ବହୁତ ଅଧିକ ଥିବାରୁ ଲୋକମାନେ ତାକୁ ଉଦ୍ଧାର କରିବା ପାଇଁ ଜଙ୍ଗଲ ବିଭାଗ କୁ ଫୋନ କରି ଜଣାଇଥିଲେ। ଆଉ ଜଙ୍ଗଲ ବିଭାଗ ତରଫ ରୁ ଜଣେ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ।
ତେବେ ସେ ଦୌଡ଼ି ସାହାଯ୍ୟ ରେ କୂଅ ଭିତରକୁ ଯାଇ ସେହି ଜୀବ ଟିକୁ ବହୁତ ଚାଲାକ ରେ ଦୌଡ଼ି ର ଫାସ କରି ତା ଭିତରେ ବାନ୍ଧିଦେଲେ ଆଉ ପ୍ରଥମେ ନିଜେ କୂଅ ରୁ ବାହାରି ଆସି ପରେ ଯିବ ଟିକୁ ଦୌଡ଼ି ରେ ଧୀରେ ଧୀରେ କରି ଜୀବ ଟିକୁ ଉପର କୁ ଆଣିଲେ ଆଉ ତାକୁ ସାବଧାନ ର ସହ ଖୋଲି ଦେଇ ଛାଡି ଦେଲେ।
ତେବେ ଏହି ସମ୍ପୂର୍ଣ୍ଣ ଘଟଣା ଟି କୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ସବୁଆଡେ ଭାଇରଲ ହେବାରେ ଲାଗିଛି।ଆପଣ ମଧ୍ୟ ଦେଖନ୍ତୁ କିପରି ଭାବରେ ଉଦ୍ଧାର କରାଯାଇଥିଲା ଏହି ଜୀବ ଟିକୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।