viral ଭିଡ଼ିଓ -୬ମାସର ଛୋଟ ପିଲାକୁ କୋଳରେ ଧରି ମହିଳା କଲେ ଏପରି ସଙ୍କୀର୍ତ୍ତନ,ଭିଡ଼ିଓ ଦେଖିଲେ କାନ୍ଦିପକେଇବେ ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ସେଥି ମଧ୍ୟରୁ କିଛି ଭିଡିଓ ଖୁବ୍ ମଜାଦାର ହୃଦୟସ୍ପର୍ଶୀ ହୋଇଥିବା ବେଳେ କିଛି ଭିଡିଓ ଖୁବ୍ ଦୁଃଖଦ ହୃଦୟ ବିଦାରକ ହୋଇଥାଏ ଏବଂ ଆଉ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏହି ସବୁ ଭିଡିଓ ଗୁଡ଼ିକ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଆମ ପାଖରେ ପହଁଞ୍ଚିବା ପାଇଁ ସମ୍ଭବ ହୋଇ ପାରୁଛି। ସାମାଜିକ ଗଣ ମାଧ୍ୟମ ଏହାରଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି।ସାଧାରଣତଃ ଦେଖିବାକୁ ଗଲେ ଲୋକ ମାନଙ୍କ ମଧ୍ୟରେ ଲୋକାୟତ ହୋଇ ରହିଥିବା ପ୍ରତିଭା ଗୁଡ଼ିକ ସବୁ ଏହି ସାମାଜିକ ଗଣ ମାଧ୍ୟମ ଗୁଡିକ ଦ୍ୱାରା ଲୋକଲୋଚନକୁ ଆସି ପାରୁଛି।

ତେବେ ବର୍ତ୍ତମାନ ସମୟରେ ଏମିତି ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଖୁବ୍ ପ୍ରଶଂସା କରା ଯାଉଛି। ଭିଡିଓ ଟି ସବୁ ଭିଡିଓ ମଧ୍ୟରୁ ଖୁବ୍ ଅଲଗା ଏବଂ ନିଆରା। ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ମହିଳା ସଙ୍କୀର୍ତ୍ତନ ଗାଉଛନ୍ତି।

 ତେବେ ସଂକୀର୍ତ୍ତନ ଗାଇବା କିଛି ନୂଆ କଥା ନୁହେଁ। କିନ୍ତୁ ଏହି ମହିଳା ଜଣକ ଏପରି ଭାବରେ ସଂକୀର୍ତ୍ତନ ଗାଉଛନ୍ତି ତାହା ଖୁବ୍ ହୃଦୟସ୍ପର୍ଶୀ। ଯାହା ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭିଡିଓ ରେ ଦେଖିବାକୁ ମିଳୁଛି ଯେ ମହିଳା ଜଣକ ସଙ୍କୀର୍ତ୍ତନ ଗାଉଛନ୍ତି ତେବେ ସବୁଠାରୁ ବଡ଼ କଥା ହେଉଛି ମହିଳା ଜଣକ କୋଳରେ ଜଣେ କଅଁଳ ଶିଶୁଟିଏ ରହିଛି। ଏହି ଶିଶୁଟିକୁ ନିଜ ଛାତିରେ ଜାବୁଡ଼ି ଧରି ମହିଳା ଜଣକ ଅତି ସୁନ୍ଦର ଭାବରେ, “ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ,ହରେରାମ ହରେରାମ ରାମ ରାମ ହରେହରେ” ସଙ୍କୀର୍ତ୍ତନ ପଦ ସାଙ୍ଗକୁ ଅତି ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି ଏହି ମହିଳା ଜଣକ। ଯାହାକୁ ଦେଖି ଦର୍ଶକ ମାନେ ଏହି ମହିଳା ଜଣକୁ ବହୁତ ପସନ୍ଦ କରିବା ସହିତ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।

ସୂଚନା ଅନୁଯାୟୀ ମହିଳା ଜଣକ ହେଉଛନ୍ତି ଭାନୁମତୀ ସେଠୀ। ତାଙ୍କର ପରିବେଷଣରେ ଉପସ୍ଥିତ ରହି ଥିବା ଦର୍ଶକ ମାନେ ମଧ୍ୟ ଝୁମି ଉଠିଛନ୍ତି। ତେବେ ଛୋଟ ପିଲାକୁ କୋଳରେ ଧରି ମହିଳା ଜଣକ ଏପରି ପରିବେଷଣକୁ ଚାତକ ପରି ଅନେଇ ରହିଥିଲେ ଦର୍ଶକ ମାନେ। ମହିଳା ଜଣକ ଅତି ସୁନ୍ଦର ସ୍ୱରରେ ଭଗବାନଙ୍କ ମହାମନ୍ତ୍ରକୁ ଜପିବା ସହିତ ଅତି ସୁନ୍ଦର ନୃତ୍ୟ ମଧ୍ୟ ପରିବେଷଣ କରୁଥିବାର ଦେଖିବାକୁ ମିଳୁଛି।

ତେବେ ସବୁଠାରୁ ବଡ଼ କଥା ହେଉଛି ଆଜିର ଏହି ଆଧୁନିକ ସମାଜର ଯୁବପିଢି ମାନେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ଛାଡି ଆଧୁନିକ ନୃତ୍ୟ ଗୀତରେ ଅଧିକ ଧ୍ୟାନ ଦେଉଛନ୍ତି। ଏହି କ୍ଷେତ୍ରରେ ମହିଳା ଜଣକ ଏପରି ଉଦ୍ୟମକୁ ଖୁବ୍ ପ୍ରଶଂସା କରା ଯାଉଛି ଯାହା ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଗୀତ ଓ ନୃତ୍ୟକୁ ଦର୍ଶକ ମାନେ ବହୁ ମାତ୍ରାରେ ଭଲ ପାଇବା ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।