viral ଭିଡ଼ିଓ-୫୦ ପ୍ରକାରର ପଶୁପକ୍ଷୀ ଙ୍କର ଆବାଜ କରୁଛନ୍ତି ଏହି କୁନି ବାଳକ…..ତାଙ୍କର ବିଚକ୍ଷଣ କଳା ଆଗରେ ହାର ମାନିଛନ୍ତି ବଡ କଳାକାର….ଏହି ଭିଡ଼ିଓ ଟି ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ…..
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ତଥା ସିନେମା , ଟିଭି ଆଦି ବର୍ତ୍ତମାନ ଏମିତି ଏକ ପାର୍ଟଫାର୍ମ ସାଜିଛନ୍ତି ଯାହା ଲୋକ ମାନଙ୍କ ମଧ୍ୟରେ ଥିବା ବିଚକ୍ଷଣ ଗୁଣ ଗୁଡିକୁ ସମସ୍ତ ଙ୍କ ଆଗକୁ ଆଣିବାରେ ତଥା ଲୋକ ମାନଙ୍କ ପାଖରେ ଲୁଚି ରହିଥିବା ଗୁଣ ଗୁଡିକୁ ସମସ୍ତ ଙ୍କ ସାମ୍ନା କୁ ଆଣିଥାଏ ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥାଏ। ତେବେ ଆମେ ଦେଶ ରେ ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଗୁଣ ର ଅଧିକାରୀ ଅଟନ୍ତି ତାଙ୍କ ପାଖରେ ବହୁତ ଟାଲେଣ୍ଟ ରହିଛି ।କିନ୍ତୁ ଉଚିତ ପାର୍ଟଫାର୍ମ ନଥିବାକୁ ତାହା ନିଜ ଭିତରେ ହିଁ ରହିଯାଉଥିଲା।
କିନ୍ତୁ ଯେବେ ଠାରୁ ଏହି ସୋସିଆଲ ମିଡିଆ ଲୋକ ମାନଙ୍କ ପାଖରେ ପହଁଚିଛି ସେହି ଦିନରୁ ବନ ରେ ଫୁଟି ଝଡିଯାଉ ଥିବା ବଣ ମଲୀ ପରି ନହୋଇ ନିଜ ପାଖରେ ନିଜର ଗୁଣ ଲୋକ ମାନେ ସମାଜ ଆଗରେ ଦେଖାଇ ପାରୁଛନ୍ତି ଆଉ ନିଜର ଟାଲେଣ୍ଟ ପାଇଁ ସାରା ବିଶ୍ୱରେ ଚର୍ଚ୍ଚିତ ହେଉଛନ୍ତି।
ତେବେ ଏହି ଗୁଣ ଗୁଡ଼ିକ ସବୁକୁ ବିଶ୍ୱ ଦରବାରରେ ଛିଡା କରିବା ପାଇଁ ସୋସିଆଲ ମିଡ଼ିଆ ଏକ ବହୁତ ବଡ଼ ଭୂମିକା ପ୍ଲେ କରୁଛି।ତେବେ ଆମେ ଆଜି ଆପଣ ମାନ ଙ୍କୁ ଏହିପରି ଜଣେ ଭାଇରାଲ କୁନି ପିଲା ଙ୍କ ବିଷୟ ରେ ଜଣେଇବୁ ଯାହାଙ୍କର ଟାଲେଣ୍ଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ବନ୍ଧୁଗଣ ଘଟଣା ଟି କିଛି ଏହିପରି ରହିଛି କି ଗୋଟିଏ କୁନି ବାଳକ ଜିଏବି ପ୍ରଥମ ଶ୍ରେଣୀ ରେ ପାଠ ପଢ଼ନ୍ତି ସେ ତାଙ୍କର ବିଚକ୍ଷଣ ଗୁଣ ଯୋଗୁଁ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ତେବେ ସେହି କୁନି ପିଲା ଟି ନିଜ ପାଟି ରେ ଭିନ୍ନ ଭିନ୍ନ ପଶୁପକ୍ଷୀ ଙ୍କର ସ୍ୱର ବା ଆବାଜ ବାହାର କରୁଛନ୍ତି।
ସେ ବି ଗୋଟିଏ କିମ୍ବା ଦୁଇଟି ପଶୁପକ୍ଷୀ ର ନୁହେଁ ପୁରା ୫୦ ପ୍ରକାରର ପଶୁପକ୍ଷୀ ଙ୍କର ଆବାଜ ସେ ବାହାର କରିବାରେ ସକ୍ଷମ ଅଟନ୍ତି।ତେବେ ତାଙ୍କର ଏହି ଭିଡ଼ିଓ ଟି ବିଷୟ ରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି ।
ତେବେ ଭିଡ଼ିଓ ଟିରେ ଆପଣ ଦେଖିବେ କି ଯେତେବେଳେ ଏହି କୁନି ପିଲା ଟିକୁ ତାର ଶିକ୍ଷକ କୁକୁଡ଼ା ର ଆବାଜ ବାହାର କରିବାକୁ କହୁଛନ୍ତି ସେ ତାହାକୁ ବାହାର କରୁଛନ୍ତି ।ଛେଳି ର ମଧ୍ୟ ଆବାଜ କରି ମେ ମେ କରୁଛନ୍ତି ପୁଣି କୋଇଲି ର ସ୍ୱର ରେ ମଧ୍ୟ ସେ ଆବାଜ ବାହାର କରିପାରୁଛନ୍ତି।
ତେବେ କୁନି ପିଲା ଟି ର ଏହି ବିଚକ୍ଷଣ ଗୁଣ କୁ ଲୋକମାନ ଙ୍କର ଆଗକୁ ଆଣିବା ପାଇଁ ତାଙ୍କର ଶିକ୍ଷକ ଏହାକୁ ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଅଁ ପରୀ ଭାଇରାଲ ହେଉଛି। ତେବେ ଆପଣ ମଧ୍ୟ ଏହି କୁନି ପୁଅର ଭିଡ଼ିଓ ଟିକୁ ଦେଖନ୍ତୁ ଆଶ୍ଚର୍ଯ୍ୟ ହୋଇଯିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।