viral ଭିଡ଼ିଓ – ୩ ପୁଅ ଭାସିଯିବାର ପୂର୍ବ ଭିଡିଓ, ଦେଖିଲେ ଛାତି ଥରି ଉଠିବ….! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଭାରତରେ ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିବା କିଛି ବଡ଼ କଥା ନୁହଁ। ପ୍ରତିବର୍ଷ ଆମ ଦେଶରେ ଏହି ବିପତ୍ତି ଦେଖା ଦେବାରେ ଲାଗିଛି। ଚଳିତ ବର୍ଷ ମଧ୍ୟ ଆମ ଦେଶରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏଥିରେ ଆମ ରାଜ୍ୟ ଓଡ଼ିଶା କିଛି ପଛରେ ନାହିଁ। ପ୍ରତିବର୍ଷ ଓଡିଶାରେ ବନ୍ୟା ବାତ୍ୟା ର ପ୍ରଭାବ ବେଶ୍ ସାଧାରଣ ହୋଇ ଗଲାଣି। କିନ୍ତୁ ବନ୍ଯା ବାତ୍ଯା ସମୟରେ ଦେଖା ଯାଉଥିବା ଦୁର୍ଘଟଣା ସବୁ ବିଷୟ ରେ ଆମେ ଜାଣିଲେ ବହୁତ ଦୁଖିତ ଅନୁଭବ ହୋଇଥାଉ।

ତେବେ ସୂଚନା ଅନୁସାରେ ହୀରାକୁଦ ଡ୍ୟାମର ବାମ ପାର୍ଶ୍ବରୁ ଓ ଦକ୍ଷିଣ ପାର୍ଶ୍ବରୁ ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ଜାରି ରହିଛି | ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି ତେବେ ଏହି ଦୁର୍ଦ୍ଦଶା ଆରମ୍ଭ ହୋଇଛି ହୀରାକୁଦ ଜଳଭଣ୍ଡାର ରବିବାର ଦିନ ଠାରୁ ଜଳମଗ୍ନ ହୋଇଛି, ମହାନଦୀ ନଦୀର ବନ୍ୟାଜଳ |

ତେବେ ଏହି ବନ୍ୟା ଜଳ କୁ ଦେଖିବା ପାଇଁ ଯାଇଥିବା କିଛି ଯୁବକ ଡ୍ୟାମ ଉପରେ ରହି ବନ୍ୟା ଜଳ ର ଭିଡ଼ିଓ କରୁଥିଲେ ଓ ଠିକ ସେତିକି ବେଳେ ବନ୍ୟା ଜଳ ରେ ଖସି ପଡିଥିଲା ଯୁବକ ଙ୍କ ଦାମୀ ମୋବଇଲ |ସେ ବନ୍ଯା ସମୟରେ ପାଣି ରେ ମଧ୍ଯ ମାଛ କଲ ବଲ ହେଉଥିବା ର ଦୃଶ୍ଯ ଦେଖିବାକୁ ମିଳିଛି। ତାହା ପୁଣି ଗାଁ ଦାଣ୍ତ ରେ। ହଠାତ ବନ୍ୟା ସମୟରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ଯ

ବନ୍ଧୁଗଣ ବେଳେବେଳେ କିଛି ଏମିତି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ଯ ହେଉଥିବେ। ଆଜିର ଏହି ଇଣ୍ଟରନେଟ୍ ଯୁଗରେ ଆପଣ ସୋସିଆଲ ମିଡିଆର ବହୁଳ ବ୍ୟବହାର ଦେଖିବାକୁ ପାଉଥିବେ।

ସୋସିଆଲ ମିଡିଆରେ ଏମିତି ଅନେକ ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ପାଉଥିବେ।ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମେ ହଠାତ୍ ଟିକେ ଚକିତ ହୋଇପଡୁ। ବନ୍ଯା ସମୟରେ ପାଣି ରେ ମଧ୍ଯ ମାଛ କଲ ବଲ ହେଉଥିବା ର
ଦୃଶ୍ଯ ଦେଖିବାକୁ ମିଳିଛି। ତାହା ପୁଣି ଗାଁ ଦାଣ୍ତ ରେ।

ନିଶ୍ଚିତ ଭାବରେ ଆପଣ ପ୍ରତିଦିନ ଦେଖୁଥିବା ଅନେକ ଭାଇରାଲ ଭିଡିଓ ମଧ୍ୟରୁ କିଛି ଭିନ୍ନ ଧରଣର ବା ଆଗରୁ କେବେ ଦେଖି ନଥିବା ଭଳି ଖବର ମଧ୍ୟ ଦେଖିବାକୁ ପାଉଥିବେ। ତେବେ ଏହି ଭିଡିଓ ଏମିତି ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା ହୋଇଥାଏ କାରଣ ଏହା Sate ଡର ସୃଷ୍ଟି କରିଥାଏ।ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ, ଯାହା ଏବେ ବେଶ୍ ସେୟାର ହେବାରେ ଲାଗିଛି।

ଏଠାରେ ଆପଣ ଦେଖିବାକୁ ପାଇବେ ଜଣେ ବ୍ୟକ୍ତି କିପରି ଭାବରେ ପାଣିରେ ବୁଡି ରହି ମାଛକୁ ଧରିବାରେ ଲାଗିଛନ୍ତି।ଏତେ ଗଭୀର ପାଣି ଭିତରେ ସେ ବ୍ୟକ୍ତି ଜଣଙ୍କ ରହିଛନ୍ତି ଯାହାକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ।ବନ୍ଯା ସମୟରେ ପାଣି ରେ ମଧ୍ଯ ମାଛ କଲ ବଲ ହେଉଥିବା ର ଦୃଶ୍ଯ ଦେଖିବାକୁ ମିଳିଛି। ତାହା ପୁଣି ଗାଁ ଦାଣ୍ତ ରେ।ନିଶ୍ଚିତ ଭାବରେ ଆପଣ ପ୍ରତିଦିନ ଦେଖୁଥିବା ଅନେକ ଭାଇରାଲ ଭିଡିଓ ମଧ୍ୟରୁ କିଛି ଭିନ୍ନ ଧରଣର ବା ଆଗରୁ କେବେ ଦେଖି ନଥିବା ଭଳି ଖବର ମଧ୍ୟ ଦେଖିବାକୁ ପାଉଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।