viral ଭିଡ଼ିଓ- ଚର୍ଚ୍ଚା ରେ ପଡୋଶୀ ନାଁରେ ମହିଳା ଆଣିଲେ ସେକ୍ସୁଆଲ୍ ହାରାସମେଣ୍ଟର ଅଭିଯୋଗ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଓଡିଶାର ଢେଙ୍କନାଳ ଜିଲ୍ଲାରୁ ଆସିଛି ଏକ ଲଜ୍ୟାଜନକ ଘଟଣା। ସେକ୍ସୁଆଲ ହାରାସମେଣ୍ଟର ଶିକାର ହୋଇଛନ୍ତି ଜଣେ ମହିଳା। ମହିଳା ଜଣଙ୍କ ସ୍ବାମୀ ନଥିବାରୁ ମହିଳାଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ ତାଙ୍କ ପଡୋଶୀ। ପଡୋଶୀଙ୍କ କାର୍ଯ୍ୟକୁ ମହିଳା ଜଣଙ୍କ ବିରୋଧ କରିବାରୁ ତାଙ୍କ ପଡ଼ୋଶୀ ତାଙ୍କୁ ଧମକ ଦେଇଥିବାର ସେ ଅଭିଯୋଗ କରିଛନ୍ତି।
ମହିଳାଙ୍କ କହିବା ଅନୁସାରେ ସେ ବହୁତ ଗରିବ।ମହିଳା ସ୍ବାମୀ ଅଧା ବାଟରେ ହାତ ଛାଡି ଆରପାରିକୁ ଚାଲିଗଲେ। ସ୍ବାମୀ ଚାଲିଗଲା ପରେ ସେ ତାଙ୍କ ଶାଶୁ ଘର ଲୋକ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି।ସେ ଢେଙ୍କାନାଳରେ ଆସି ଏକ ଭଡ଼ା ଘରେ ରହୁଛନ୍ତି।ମହିଳା ଜଣଙ୍କ ଇଆ ତା ଘରେ ବାସନ ମାଜନ୍ତି ଏବଂ କପଡ଼ା ସିଲେଇ କରନ୍ତି ନିଜର ପେଟ ପୋଷିବା ପାଇଁ।
ମହିଳା ଜଣକ ପଡୋଶୀ ମହିଳାଙ୍କୁ ବାରମ୍ବାର ବାଧ୍ୟ କରୁଛନ୍ତି ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ପାଇଁ। ମହିଳା ଜଣଙ୍କ ତାଙ୍କ କଥାରୁ ରାଜି ନହେବାରୁ ସେ ବହୁତ ଥର ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଏବଂ ମହିଳା ଓ ମହିଳାଙ୍କ ଝିଅ ପାଖକୁ କିଛି ଉଲଗ୍ନ ଫୋଟ ପଠାଉଥିଲେ। ଏକ ପ୍ରକାରେ କହିବାକୁ ଗଲେ ମହିଳା ଇ ତାଙ୍କ ଝିଅକୁ ତାଙ୍କ ପଡୋଶୀ ଜଣକ ରୀତିମତ ଭାବରେ ହଇରାଣ କରୁଥିଲେ।
ଏ ନେଇ ମହିଳା ନିକଟସ୍ଥ ଏକ ଫାଣ୍ଡିକୁ ଯାଇ ପଡୋଶୀ ଜଣକ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। କିନ୍ତୁ ମହିଳାଙ୍କ କହିବା ଅନୁସାରେ ତାଙ୍କ ଅଭିଯୋଗ କିଛିବି କାର୍ଯ୍ୟକାରୀ ହୋଇନଥିଲା। ମହିଳାଙ୍କ ଅଭିଯୋଗ ପରେବି ଫାଣ୍ଡି ଅଧିକାରୀ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ମହିଳାଙ୍କ କହିବା ଅନୁସାରେ ଫାଣ୍ଡି ଅଧିକାରୀ ଅଭିଯୁକ୍ତ ପଡୋଶୀଙ୍କ ଠାରୁ ପଇସା ଖାଇ ତାଙ୍କ ଅଭିଯୋଗକୁ ରଫାଦଫା କରିଦେଇଛନ୍ତି।
ମହିଳା ଜଣଙ୍କ ରାସ୍ତାରେ ଚାଲିଚାଲି ଯିବା ସମୟରେ ତାଙ୍କ ପଡୋଶୀ ଆସି ତାଙ୍କୁ ବହୁତ ହଇରାଣ କରିବା ସହିତ ସେ ପକେଇ ଥିବା ଓଢ଼ଣୀକୁ ଟାଣି ନେଇଛନ୍ତି। ଏବଂ ତାଙ୍କୁ ଧମକ ଦେଇଛନ୍ତିକି ତାଙ୍କ କଥାରେ ରାଜି ନହେଲେ ସେ ତାଙ୍କୁ ରେପ୍ କରିବେ। ଯାହା ଦ୍ୱାରା ମହିଳା ଜଣକ ବହୁତ ଭୟଭୀତ ହୋଇ ଯାଇଛନ୍ତି।
ମହିଳା ଜଣକ ପ୍ରତି ପଡୋଶୀଙ୍କ ଏଭଳି ଦୁର୍ବ୍ୟବହାର ପାଇଁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବାରୁ ମହିଳା ଜଣକ ରାଗିଯାଇ ବିଚ ରାସ୍ତା ଉପରେ ନିଜର ପିନ୍ଧିଥିବା ବସ୍ତ୍ରକୁ ଚିରି ସର୍ବ ସାଧାରଣଙ୍କ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ। ତାପରେ ପୋଲିସ ଆସି ମହିଳା ଜଣଙ୍କୁ ଶାନ୍ତ କରିଥିଲେ।
ମହିଳା ଜଣକ ଚାହୁଁଛନ୍ତି ତାଙ୍କ ପଡୋଶୀ ଉପରେ କୋଠାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଯାହା ଫଳରେ ସେ କୈାଣସି ମହିଳାକୁ ପଇସା ସହିତ ତୁଳନା କରିବନି। କୋୖଣସି ମହିଳା ସହ ଏପରି ଅଘଟଣ ଘଟିବ ନାହିଁ। ପଇସାର ଲୋଭ ଦେଖାଇ ଏପରି ଘୂର୍ଣ୍ୟ କାର୍ଯ୍ୟ ପାଇଁ କେହିବି କାହାକୁ ବାଧ୍ୟ କରିବେନି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।