viral song -ପୁଣିଥରେ viral ହେଲା ସାନ୍ତନୁଙ୍କ ଧନ କାଇଁ ଫୋନ କରୁନ song ଭିଡ଼ିଓ ଦେଖିଲେ ହସି ଗଡ଼ିବେ,ମାତ୍ର 4 ଘଣ୍ଟାରେ 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ!

ବର୍ତ୍ତମାନ ଭାଇରାଲ ବୟ ସାନ୍ତୁନ କୁ ତ ଆପଣ ମାନେ ଜାଣି ଥିବେ । ତାଙ୍କର ଗୀତ ଏତେ ଯାଦୁ ଅଛି ଯେ , ତାଙ୍କ ଗୀତ ଯିଏ ଥରେ ଶୁଣୁଛି ସେ ତାଙ୍କର ଫ୍ରେଣ୍ଡ ହେଇ ଯାଉଛି । ତେବେ କିଛି ଦିନ ତଳେ ସାନ୍ତୁନ ଓଡ଼ିଶାର ନୂଆ ସ୍ୱର କୁ ଯାଇ ଥିଲେ । ତେବେ ସେ ଅଡିସନ ରେ ବହୁତ ଭଲ ପ୍ରଦର୍ଶନ କରି ଥିଲେ । ଯାହା ଲୋକ ମାନଙ୍କ ମନରେ ଗୋଟେ କଥା ଜାଗ୍ରତ ହୋଇ ଥିଲା କି , ଏହି ପିଲାଟି ଦିନେ ଆମ ରାଜ୍ୟ ର ନାମ ରଖି ଦେବ । ତେବେ ଅଡିସନ ପରେ ଷ୍ଟୁଡିଓ ରାଉଣ୍ଡ ହୋଇ ଥିଲା ।

ଷ୍ଟୁଡିଓ ରାଉଣ୍ଡ ରେ ସେ ଗାଇ ଥିଲେ ଗୋଟେ ଗୀତ । ସେହି ଗୀତ ଟି ହେଉଛି , ” ଏଥର ଫଗୁଣେ ବାଜିବ ଲ ବାଜା , ମୁଁ ହେବି ରାଣୀ ତୁ ହବୁ ମୋ ରାଜା , ମୁଁ ଯିବି ତ ଗାଁ କୁ ପୋଗୋଡି ବାନ୍ଧିଲ ପୋଗୋଡି ବାନ୍ଧି , ବାସି ପଖାଳ ଲାଗିବ ମଜା” । ତେବେ ସେ ଏହି ଗୀତ ରେ ଲୋକ ମାନଙ୍କର ଅତି ପ୍ରିୟ ସିଙ୍ଗର ହୋଇ ଯାଇ ଥିଲେ ।

 ତାଙ୍କର ଗୋଟେ ବଡ଼ ଭଲ ଗୁଣ ହେଉଛି , ସେ ଗୀତ ଗାଇବା ସମୟ ରେ ପୁରା ଫିଲ ଦେଇ ଅଭିନୟ କରି ସେହି ଗୀତ ଟିକୁ ଗାଇ ଥାନ୍ତି । ଯାହା ଓଡିଶା ର କେହି ସିଙ୍ଗର ପାଖରେ ନାହିଁ । କାରଣ ଗୀତ ସମସ୍ତେ ଗାଇ ଦେବେ କିନ୍ତୁ ଗୀତ ଗାଇବା ସମୟ ରେ କେହି ଅଭିନୟ କରି ଗାଇ ପାରିବେ ନାହିଁ । ଯାହା ସାନ୍ତୁନ ଙ୍କ ପାଖରେ ସେହି ଗୁଣ ଟି ରହିଛି ।

ସେଥି ପାଇଁ ପପୁ ତାଙ୍କୁ କହିଲେ ତମେ ଗୋଟେ ଭଲ ହିରୋ ହୋଇ ପାରିବ । କାରଣ ତାଙ୍କର ଯେଉଁ କଥା ଲୁହା ଷ୍ଟାଇଲ ପୁରା ଅଲଗା । କେହି ପାରିବେ ନାହିଁ । ଜଜେସ ମାନେ ମଧ୍ୟ ଡରି ଯାଇ ଥାନ୍ତି ତାଙ୍କ କଥା କୁହା କୁ ଦେଖି । ମାନେ ତାଙ୍କ ସହିତ ଜଜେସ ମାନେ କଥା କହି ପାରନ୍ତି ନାହିଁ ।


ଏବେ ସାନ୍ତୁନ ଙ୍କର ହିଟ ଗୀତ ଆସିଛି । ଯାହା ସେ ଜ୍ୟତି ମଇ ସାଙ୍ଗରେ ଏହି ଗୀତ ଟିକୁ ଗାଇ ଛନ୍ତି । ତେବେ ଆସନ୍ତୁ ସେହି ଗୀତ ଟିକୁ ଶୁଣିବା ।
” ଧନ ତମେ ଆଜି କାଲି କାଇଁ ଫୋନ କରୁନ କି ଫୋନ ଧରୁନ ମୁଁ ଭାରି ଦୁଃଖ ରେ ଅଛି !

ତେବେ ଏହି ପଦ ଟି ସାନ୍ତୁନ ଗାଇ ଥିଲେ , ପୁଣି ଦ୍ୱିତୀୟ ପଦଟି ଜ୍ୟତିମୋଇ ଗାଇ ଛନ୍ତି , ” ଧନ ତମେ ଆଜି କାଲି କାଇଁ ମେସେଜ କରୁନ କି ମେସେଜ ପଢୁନ ମୁଁ ଭାରି ଦୁଃଖ ରେ ଅଛି । ତେବେ ଏହି ଗୀତ ଏବେ ଓଡିଶା ରେ ବେସ ଚର୍ଚ୍ଚା ରେ ରହିଛି । କାରଣ କୁନି ପିଲା ର ଗୀତ ସମସ୍ତେ ଶୁଣିବା ପାଇଁ ଭଲ ପାଇ ଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।