viral song- ପୁଣି ଥରେ ଓଡ଼ିଆରେ ଅସୀମ ପଣ୍ଡା ଗାଇଲେ ସ୍ୱାମୀ ସ୍ୱାମୀ ଗୀତ,ଯାହା ଆପଣ ଥରେ ଶୁଣିଲେ ଏହି ଗୀତକୁ ଭୁଲି ପାରିବେ ନାହିଁ ।ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଅସୀମା ପଣ୍ଡା ଗାଇଲେ ସ୍ୱାମୀ ଗୀତ । ତେବେ ସାଉଥ ଫିଲ୍ମ ର ସ୍ୱାମୀ ଗୀତ ବହୁତ ଭାଇରାଲ ହେଉ ଥିବା ସମୟ ରେ , ଓଡ଼ିଆରେ ମଧ୍ୟ ସ୍ୱାମୀ ଗୀତ ବହୁତ ଭାଇରାଲ ହେଉଛି । ଏହି ସ୍ୱାମୀ ଗୀତ ଟି ଲୋକେ ଶୁଣିବା ପରେ ବହୁତ ଖୁସି ହେଇ ଯାଉ ଛନ୍ତି , ସେଥି ପାଇଁ ଲୋକେ ଏହି ଗୀତ କୁ ବହୁତ ଲାଇକ କରୁ ଛନ୍ତି । ତେବେ ଗୋତ ମାସ ରେ ପୁଷ୍ପା ଫିଲ୍ମ ରିଲିଜ ହୋଇ ଥିଲା ।

ଆଉ ଏହି ଫିଲ୍ମ ର ଗୀତ ସମସ୍ତଙ୍କୁ ଏତେ ଆକର୍ଷଣ କରିଛି ଯେ , ବିଦେଶ ଲୋକ ମାନେ ମଧ୍ୟ ଏହି ଗୀତରେ ରିଲସ ତିଆରି କରୁ ଛନ୍ତି , ଏଥିରେ ବଡ ବଡ ଖେଳାଳି ମାନେ ମଧ୍ୟ ବାଡ଼ ପଡି ଯାଇ ନାହାନ୍ତି । ସାଉଥ ର ପୁଷ୍ପା ଫିଲ୍ମ ରିଲିଜ ହେବା ପରେ , ଏବେ ହିନ୍ଦୀ ରେ ମଧ୍ୟ ଏହି ଫିଲ୍ମ ଟି ରିଲିଜ ହୋଇଛି , ଯାହା ଆଜି ପର୍ଯ୍ୟନ୍ତ ଲୋକେ ଫିଲ୍ମ ହୋଲ ରେ ଏହି ଫିଲ୍ମ ପଡୁଛି ଲୋକେ ମଧ୍ୟ ଏହାର ଆନନ୍ଦ ଉଠାଉ ଛନ୍ତି ।

କୁହା ଯାଉଛି ଏହି ଫିଲ୍ମ ଟି ସମ୍ପୂର୍ଣ୍ଣ ଦେଶୀ ଫିଲ୍ମ ରୂପରେ ହୋଇଛି । ତେବେ ହିନ୍ଦୁ ଫିଲ୍ମ ରିଲିଜ ହେବା ପରେ , ଏବେ ଓଡ଼ିଆ ମାନଙ୍କର ନିଶା ଲାଗିଛି । ସେଥି ପାଇଁ ଏହି ସ୍ୱାମୀ ଗୀତ ଟି ମଧ୍ୟ ଓଡ଼ିଆ ରେ ରିଲିଜ ହୋଇଛି । କେବଳ ଥରେ ଏହି ଗୀତ ଟି ରିଲିଜ ହୋଇ ନାହିଁ ।

ଓଡ଼ିଆ ରେ ଏହି ଫିଲ୍ମ ର ଗୀତ ଥରେ ରିଲଜ ହୋଇ ନାହିଁ । ଏହି ଫିଲ୍ମ ର ଗୀତ 2 ଥର ରିଲିଜ ହୋଇଛି । ଥରେ ହ୍ୟୁମାନ ସାଗର ଓ ଅସୀମ ପଣ୍ଡା ଗାଇ ଥିଲେ , ଆଉ ଥରେ କେବଳ ଅସୀମା ପଣ୍ଡା ଏହି ଗୀତ ଟିକୁ ଅତି ସୁନ୍ଦର ଭାବରେ ଏହି ଗୀତ ଟିକୁ ଗାଇ ଥିଲେ । ଯାହା ଏବେ ଏହି ଗୀତ ଟିକୁ ବହୁତ ଲୋକ ଏହାକୁ ପସନ୍ଦ କରି ଛନ୍ତି ।


ଆପଣ ମାନେ ମଧ୍ୟ ଏହି ଗୀତ ଟିକୁ ଶୁଣନ୍ତୁ । ଆଉ ଏହାର ମଜା ନିଅନ୍ତୁ , ଏବଂ ଏହି ଗୀତରେ ମଧ୍ୟ ଆପଣ ମାନେ ରିଲସ ତିଆରି କରନ୍ତୁ । ଅସୀମା ପଣ୍ଡା , ଯାହାର କଣ୍ଠ ସୁଣିଲେ ଆପଣ ମାନେ ଚୁପ ହୋଇ ଯାଆନ୍ତି । ସେ ଆଗରୁ ମଧ୍ୟ ବହୁତ ଗୁଡିଏ ଗୀତ ଗାଇ ଛନ୍ତି ।

 ଓଡ଼ିଆ ଇଣ୍ଡଷ୍ଟ୍ରି କେବଳ ତାଙ୍କରି ପାଇଁ ଚାଲୁଛି , କାରଣ ତାଙ୍କ ଭଳିଆ ଗାୟକ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଖୋଜିଲେ ମଧ୍ୟ ମିଳିବେ ନାହିଁ । ସେଥି ପାଇଁ ଆପଣ ମାନେ ଏହି ଗୀତ ର ମଜା ଉଠାନ୍ତୁ । ଏହି ଗୀତ ଟି ଏବେ ବହୁତ ଭାଇରାଲ ହେଉଛି । ଗୀତ ଟି ଏବେ ବହୁତ ଭାଇରାଲ ହେଉଛି , ଯାହା କଟକ ର ମିଲନ ଷ୍ଟୁଡିଓ ରେ ହୋଇଛି । ତେବେ ଏହି ଗୀତର ଆପଣ ମାନେ ମଜା ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।