viral song-ଚର୍ଚ୍ଚା ରେ ପପୁ ପମ ପମ ଙ୍କର”ବୟଫ୍ରେଣ୍ଡ ପଇସା ରେ” ସଂଗୀତ…..କଳିଯୁଗ ର ସୁନ୍ଦରୀ ମାନଙ୍କ ର ପ୍ରେମ କରିବାକୁ ନେଇ ଏହି ଗୀତ ଗାଇଲେ ପପୁ……ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ଗୀତ ଟି ଶୁଣିଲେ ହସି ହସି ପେଟ ବଥା ହୋଇଯିବ……

ବନ୍ଧୁଗଣ ସଂଗୀତ ଏକ ସାଧନା ହୋଇଥାଏ ଆଉ ଏହା ଏହିପରି ଏକ ଭାବନା ଯାହା ସମସ୍ତ ଙ୍କୁ ଭଲ ଲାଗିଥାଏ ।ଜଣେ ବ୍ୟକ୍ତି ସଂଗୀତ ମାଧ୍ୟମରେ ନିଜ ମନର ଭାବନା କୁ ଭାଷା ମାଧ୍ୟମରେ ଏକ ସୁନ୍ଦର ସ୍ୱର ଦେଇ ପ୍ରକାଶ କରିଥାଏ ।ଆଉ ଅନ୍ୟ ପକ୍ଷରେ ସେହି ଗୀତ କୁ ଶୁଣୁଥିବା ବ୍ୟକ୍ତି ଜଣଙ୍କ ନିଜ ଜୀବନ କୁ ତା ସହ ଯୋଡ଼ି ଦେଇ ତାହାକୁ ଅନୁଭବ କରେ। ତେବେ ଆପଣ ଦେଖିଥିବେ ଆମ ଓଡ଼ିଆ ସିନେମା ଜଗତ ରେ ମଧ୍ୟ ଏହିପରି ଅନେକ ଗାୟକ ଗାୟିକା ଅଛନ୍ତି, ଯାହାଙ୍କ ର ଗୀତ ଶୁଣିଲେ ଆମକୁ ବହୁତ ଖୁସି ଲାଗେ।

ତେବେ କେବଳ ଗୀତ ଯେ ଗାୟକ, ଗାୟିକା ମାନେ ଗାଇଥାନ୍ତି ତାର କିଛି ମାନେ ନାହିଁ ଅନେକ କଳାକାର ତଥା ହିରୋ ଏବଂ ହିରୋଇନ ତଥା କମେଡ଼ିଆନ ଙ୍କୁ ମଧ୍ୟ ସୁନ୍ଦର ଗୀତ ଗାଉଥିବା ର ଦେଖାଯାଇଛି।ତେବେ ଆମ ଓଡ଼ିଆ ଫିଲ୍ମ ଇନ୍ଦ୍ରଷ୍ଟ୍ରି ର ପ୍ରସିଦ୍ଧ ତଥା ଲୋକପ୍ରିୟ କମେଡ଼ିଆନ ପପୁ ପମ ପମ ଅନେକ ପ୍ରକାରର କମେଡ଼ିଆନ ଗୀତ ଗାଇଥାନ୍ତି।

ତେବେ ସେ ଜଣେ ଭଲ ହାସ୍ୟ ଅଭିନେତା ସହ ଜଣେ ଭଲ ଗାୟକ ମଧ୍ୟ ।ତେବେ ବର୍ତ୍ତମାନ ଫେବ୍ରୁଆରୀ ମାସ ର ପ୍ରେମ ଦିବସ କୁ ନେଇ ସେ ଏକ ସୁନ୍ଦର ଗୀତ ଟି ଗାଇଛନ୍ତି ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଚାଲିଛି।

ତେବେ ବର୍ତ୍ତମାନ ପପୁ ପମ ପମ ଆମ ମହିଳା ଗାୟିକା ରୋଜାଳିନ ଗୋଟିଏ କମେଡି ଗୀତ ଗାଇଛନ୍ତି ଏହି କଳି ଯୁଗର ପ୍ରେମିକା ତଥା ଝିଅ ମାନଙ୍କର ପ୍ରେମ କରିବା କୁ ନେଇ। ତେବେ ଗୀତ ଟି ର ଟାଇଟେଲ ରହିଛି “ବୟଫ୍ରେଣ୍ଡ ର ପଇସା ରେ”।

ତେବେ ଗୀତ ଟି ଶୁଣିଲେ ଆପଣ ହସି ହସି ବେଦମ ହୋଇଯିବେ ଆଉ ତା ସଙ୍ଗରେ ହୃଦୟଙ୍ଗମ କରିବେ କି ବର୍ତ୍ତମାନ ଏହିପରି ହେଉଛି ଆମ ସମାଜ ରେ ଆଉ ଯୁବତୀ ମାନେ ପୁଅ ମାନଙ୍କ ମନ କୁ ନୁହେଁ ବରଂ ପଇସା କୁ ପ୍ରେମ କରୁଛନ୍ତି। ତାଙ୍କରୀ ଟଙ୍କା ରେ ସବୁକିଛି କରିବେ ଆଉ ପରେ ତାଙ୍କୁ ହିଁ ଛାଡି ଦେଉଛନ୍ତି।

ତେବେ ଗୀତ ଟି ରହିଛି,”ବୟଫ୍ରେଣ୍ଡ ର ପଇସା ରେ ପାଲର ଯିବେ…..ବୟଫ୍ରେଣ୍ଡ ର ପଇସା ରେ ଚାର୍ଟ ଖାଇବେ…..ଯଦି ଟଙ୍କା ଗଛ ରେ ମାଙ୍କଡ଼ ଥାଏ ତେବେ ଏମାନେ ମାଙ୍କଡ଼ କୁ ମଧ୍ୟ ପଇସା ପାଇଁ ବୟଫ୍ରେଣ୍ଡ କରିନେବେ”।ତେବେ ପପୁ ଏହି ଗୀତ ଟି ପପୁ ପୁରା

କମେଡି ଆନ୍ଦାଜ ରେ ଗାଇଛନ୍ତି ଆଉ ତାଙ୍କୁ ଏହି ଗୀତ ରେ ସାଥ ଦେଇଛନ୍ତି ମହିଳା ଗାୟିକା ରୋଜାଳିନ। ତେବେ ଏହି ଗୀତ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେଉଛି। ଯିଏ ଏହି ଗୀତ ଶୁଣୁଛି ସେ ଏହାକୁ ପ୍ରଶଂସା କରୁଛି କାରଣ ବର୍ତ୍ତମାନ ଝିଅ ମାନେ ଏହିପରି ହିଁ କରୁଛନ୍ତି। ତେଣୁ ଆପଣ ମଧ୍ୟ ଗୀତ ଟିକୁ ଦେଖନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।