viral song-ଚର୍ଚ୍ଚା ରେ ଓଡ଼ିଆ ଭାଷାରେ “ଶ୍ରୀବଲୀ” ସଂଗୀତ…. ଟଲିଉଡ଼ ର ଏହି ସୁପରହିଟ ଗୀତ କୁ ଓଡ଼ିଆ ରେ ଗାଈ ଲୋକପ୍ରିୟତା ହାସଲ କଲେ ଯୁବକ….. ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ ଟିକୁ….
ତେବେ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଟଲିଉଡ଼ ଫିଲ୍ମ , “ପୁଷ୍ପା” ର ରୋମାଣ୍ଟିକ ଗୀତ “ଶ୍ରୀ ବଲୀ” ଗୀତ ଟି ବହୁତ ମାତ୍ରା ରେ ଚର୍ଚ୍ଚା ରେ ରହିଛି। ଏହି ଗୀତ ଟିକୁ ଆପଣ ପ୍ରାୟ ସମସ୍ତ ଙ୍କର ମୋବାଇଲ ରୁ ପାଇବେ ,ଏହି ଗୀତ କୁ ନେଇ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ କଳାକାର ଏବଂ ସେଲିବ୍ରେଟି ମାନ ଙ୍କୁ ଡ଼୍ୟାନ୍ସ କରିବାର ନଜର ରେ ଆସିଛନ୍ତି।ତେବେ ଏହି ଗୀତ ରେ ସମସ୍ତେ ଆଲୁ ଅର୍ଜ୍ଜୁନ ଙ୍କର ଷ୍ଟେପ ଟିକୁ କରୁଛନ୍ତି। ତେବେ ଏହି ଗୀତ ରେ ଏକ ରିଲ ଭିଡ଼ିଓ କରିଛନ୍ତି ଯାହାକି ବର୍ତ୍ତମାନ ଖୁବ ଚର୍ଚ୍ଚା ରେ ରହିଛି। ତେବେ ସେହି ଭିଡିଓ ଟି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ କିନ୍ତୁ ବର୍ତ୍ତମାନ ଏହି ତେଲୁଗୁ ଫିଲ୍ମ ପୁଷ୍ପା ର “ଶ୍ରୀବଲୀ” ଗୀତ କୁ ନେଇ ଏହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଯାହା ବିଷୟ ରେ ଜାଣିବା ପରେ ଆପଣ ବିଶ୍ୱାସ କରିପାରିବେ ନାହିଁ।
ତେବେ ବନ୍ଧୁଗଣ ଭିଡ଼ିଓ ଟି କିଛି ଏହିପରି ରହିଛି କି ଏହି “ଶ୍ରୀବଲୀ” ଗୀତ କୁ ଓଡ଼ିଆ ଭାଷା ରେ ଜଣେ ଆମ ଓଲିଉଡ ର ପ୍ରସିଦ୍ଧ ଗାୟକ ଗାଇଛନ୍ତି। ଯାହା ଶୁଣିବାକୁ ବହୁତ ସୁନ୍ଦର ଲାଗୁଛି , ଏବଂ ଏହା ସମସ୍ତ ଙ୍କୁ ଆକୃଷ୍ଟ କରିଛି ମଧ୍ୟ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସୂଚନା ବିଷୟରେ।
ବନ୍ଧୁଗଣ କିଛି ଦିନ ତଳେ ମୁକ୍ତିଲାଭ କରିଥିବା ତେଲୁଗୁ ଫିଲ୍ମ ପୁଷ୍ପା ଏବଂ ତାର ସମସ୍ତ ଗୀତ ଗୁଡ଼ିକ ଲୋକଙ୍କୁ ପାଗଳ କରିଦେଇଛି ,ତେବେ ଏହି ଫିଲ୍ମ ର ରମାଣ୍ଟିକ ଗୀତ “ଶ୍ରୀବଲୀ” କୁ ନେଇ ଚାରି ଆଡ଼େ ଖୁବ ଚର୍ଚ୍ଚା ଚାଲିଛି।
ଖାଲି ଦେଶ ମଧ୍ୟରେ ନୁହେଁ ବରଂ ବିଦେଶ ରେ ମଧ୍ୟ ଏହି ଗୀତ ଏବଂ ଏହାର ହୁକ ଷ୍ଟେପ କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ତେବେ ଏହି “ଶ୍ରୀବଲୀ” ଗୀତ ଟି ତିନି ଟି ଭାଷା ରେ ମୁକ୍ତିଲାଭ କରିଥିଲା ତଥା ତେଲୁଗୁ , ତାମିଲ ଏବଂ ହିନ୍ଦୀ ଭାଷାରେ। ମାତ୍ର ବର୍ତ୍ତମାନ ଏହି ଗୀତ ର ଓଡ଼ିଆ ଭର୍ସନ କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।
ତେବେ ପୁଷ୍ପା ଫିଲ୍ମ ର ଏହି “ଶ୍ରୀବଲୀ” ଗୀତ ଟି ଓଲିଉଡ ଗାୟକ ସୁରେଶ ସୁନା ନିଜ କଣ୍ଠ ରେ ଗାଇଛନ୍ତି। ତେବେ ସେ ଏହାକୁ ଗାଇବା ପରେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେଉଛି।
ତେବେ ସୁରେଶ ଓଡ଼ିଶା ର ଜଣେ ପ୍ରସିଦ୍ଧ ଗାୟକ ଅଟନ୍ତି ଆଉ ସେ ପ୍ରାୟ ଅନେକ ଗୀତ କୁ ଏହିଭଳି ଓଡ଼ିଆ ଭାଷାରେ ଗାଇଥାନ୍ତି। ତେବେ “ଶ୍ରୀବଲୀ” ଗୀତ ଟିକୁ ସେ ଗାଇବାର ବାସ କିଛି ସମୟ ମଧ୍ୟରେ ଏହା ବେଶ ଲୋକପ୍ରିୟତା ହାସଲ କରିଛି।ତେବେ ଭାଇରାଲ ହେଉଥିବା ଗୀତ ଟିକୁ ଆପଣ ଶୁଣନ୍ତୁ ନିଶ୍ଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।