viral song – marcket କୁ ଆସିଲା ଅନୁଗୁଳିଆ ବଣ୍ଟି ଙ୍କ ଗୁଆଘିଅ ଗୀତ ପରେ ଗାଇଲେ ଗରମ ପାଣି… ଭିଡ଼ିଓ ଟିକୁ ଦେଖିଲେ ହସି ହସି ଗଡ଼ିଯିବେ,ଯାହାକୁ 36 milion ରୁ ଅଧିକ ଲୋକ ଦେଖିସାରିଲେଣି,ଦେଖନ୍ତୁ ସମ୍ପୂର୍ଣ video!

ଅଜିର ଦିନରେ ସୋସିଆଲ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ସାଜିଛି ଯାହା ମାଧ୍ୟମରେ ଗୋଟେ ଗୋଟେ ମିନିଟରେ ଲୋକ ମାନେ ହଜାର ହଜାର ଟଙ୍କା ଇନକମ୍ କରିବା ସହିତ ପ୍ରସିଦ୍ଧ ଲାଭ ମଧ୍ୟ କରିପାରୁଛନ୍ତି। ଆମେ ଦେଶ ବିଦେଶର ପ୍ରତିଟି ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ ଅତି ସହଜରେ ନିଜ ଘରେ ବସି ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖି ପାରୁଛୁ। ସେଥି ମଧ୍ୟରୁ ଅନେକ ଖବର ଆପଣଙ୍କୁ ଭୟଭୀତ , ଆଶ୍ଚର୍ଯ୍ୟ କରୁଥିବା ବେଳେ କିଛି ଖବର ଆପଣଙ୍କ ମନରୋଞ୍ଜନ କରିବା ପାଇଁ ସୁରାକ ଯୋଗାଇ ଥାଏ ।

ତେବେ ସୋସିଆଲ ମିଡ଼ିଆ ର ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି । ଏତଦ୍ବ୍ୟତୀତ ସୋସିଆଲ ମିଡ଼ିଆ ସାହାଯ୍ୟ ରେ ଅନେକ ବଣ ମଲ୍ଲୀ ସଦୃଶ ବ୍ୟକ୍ତି ମାନେ ନିଜ ଭିତରେ ଲୁକ୍କାୟିତ ହୋଇ ରହିଥିବା ଚମତ୍କାର ଓ ଆକର୍ଷଣୀୟ ପ୍ରତିଭା କୁ ସାଧାରଣ ଲୋକ ମାନଙ୍କ ସାମ୍ନାକୁ ଆଣିବାରେ ସକ୍ଷମ ହୋଇ ପାରୁଛନ୍ତି।

ସେମିତି କିଛି ବ୍ୟକ୍ତିତ୍ଵ ନିଜ ଭିତର ପ୍ରତିଭାକୁ ଦେଖାଇ ଆଜି ସାରା ଓଡ଼ିଶାରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିବା ରୋଜଗାର କ୍ଷମ ହୋଇ ପାରିଛନ୍ତି। ଓଡ଼ିଶାର ପ୍ରସିଦ୍ଧ ୟୁଟ୍ୟୁବର୍ ଫନି ଅନୁଗୁଳଆ ବଣ୍ଟି ସାରା ଓଡ଼ିଆ ବାସୀଙ୍କ ନିକଟରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ତିଆରି କରିଛନ୍ତି।

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷକୁ ବହୁତ କିଛି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥାଏ। ତେବେ ମଣିଷକୁ ଖୁସି ରହିବା ପାଇଁ ହେଲେ ହସ ମଜାର ବହୁତ ଅଧିକ ଗୁରୁତ୍ବ ରହିଛି। ତେବେ କିଛି ବ୍ୟକ୍ତି ଆମ ଗହଣରେ ଥାଆନ୍ତି ସେମାନଙ୍କ ଟିକେ ଟିକେ କଥାରେ କାନ୍ଦୁଥିବ ଲୋକ ମୁଁହରେ ବି ହସ ଫୁଟାଇ ପାରେ।

ଆଜିର ଏ ନିର୍ଦ୍ଦୟ ଦୁନିଆରେ ଅନ୍ୟମାନଙ୍କୁ କନ୍ଦାଇବା ତ ବହୁତ ସହଜ କିନ୍ତୁ କାହା ମୁଁହରେ ଟିକିଏ ହସ ଫୁଟାଇବା ବହୁତ କଷ୍ଟ। କିନ୍ତୁ ଆଜିର ଦିନରେ ଏମିତି କିଛି ୟୁଟ୍ୟୁବର ରହିଛନ୍ତି ଯେଉଁମାନେ ନିଜର ଭିଡିଓ ମାଧ୍ୟମରେ କିଛି ମେସେଜ ଦେବା ସହିତ ଦର୍ଶକ ମାନଙ୍କ ମୁଁହରେ ହସ ଫୁଟାଇ ପାରୁଛନ୍ତି।

ସେମିତି ଜଣେ ହାସ୍ୟ ଅଭିନେତା ୟୁଟ୍ୟୁବର ଫନି ଅନୁଗୁଳିଆ ବଣ୍ଟି। ଫନି ଅନୁଗୁଳିଆ ବଣ୍ଟି ଏମିତି କିଛି ମଜାଳିଆ ଭିଡିଓ ନେଇ ଆସିଥାନ୍ତି ଯାହାକୁ ଦେଖି ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି। ମିଲିୟନ ମିଲିୟନ ଦର୍ଶକ ବଣ୍ଟିଙ୍କ ଭିଡିଓ ଦେଖିଥାନ୍ତି। ବଣ୍ଟି କେବଳ ଜଣେ ହାସ୍ୟ ଅଭିନେତା ନୁହଁନ୍ତି ସେ ଜଣେ ବହୁତ ଭଲ ସିଙ୍ଗର ମଧ୍ୟ।

ବଣ୍ଟିଙ୍କ ପ୍ରତ୍ୟେକ ଗୀତକୁ କୋଟି କୋଟି ଦର୍ଶକ ଦେଖିଥାନ୍ତି। ତେବେ ନିକଟରେ ବଣ୍ଟିଙ୍କ ଗୁଆଘିଅ ଗୀତ ଖୁବ୍ ଭାଇରାଲ ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ବଣ୍ଟିଙ୍କ ଏକ ନୂଆ ଗୀତ “ଗରମ ପାଣି” ଖୁବ୍ ଜୋର୍ ସୋର୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମାନେ ଏହି ଗୀତକୁ ଖୁବ୍ ଭଲ ପାଇବା ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।