viral news-ୟୁକ୍ରେନରେ ପୁଣି ଗୁଳି ମାଡ଼ର ଶିକାର ହୋଇଛନ୍ତି ଜଣେ ଭାରତୀୟ ଛାତ୍ର,ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣମାନେ,ଜଣାନ୍ତୁ ସମ୍ପୂର୍ଣ ଘଟଣାଟି କଣ !

ୟୁକ୍ରେନ ଓ ଋଷ ମଧ୍ୟରେ ଦିନକୁ ଦିନ ଯୁଦ୍ଧ ତୀବ୍ର ରୂପ ଧାରଣ କରି ଚାଲିଛି।ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ସେଠାରେ ସ୍ଥିତି ଭୟଙ୍କର ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ସାଧାରଣ ନିରୀହ ଜନତା ଛାତ୍ର ବଳି ପଡ଼ୁଛନ୍ତି ।ଋଷର ବରବରତାର ଗୋଟିଏ ପରେ ଗୋଟିଏ ଦୃଶ୍ୟ ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି। ତେବେ ବର୍ତ୍ତମାନଟ ଖବର ଅନୁଯାୟୀ ପୁଣି ଥରେ ୟୁକ୍ରେନରେ ଗୁଳି ମାଡ଼ରେ ଆହତ ହୋଇଛନ୍ତି ଜଣେ ଭାରତୀୟ ଛାତ୍ର। ଛାତ୍ର ଜଣକ କିଏ ଏ ପର୍ଯ୍ୟନ୍ତ ଜଣା ପଡି ନାହାଁନ୍ତି।

ତେବେ ଉକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଭୟାବହ ରୂପ ଦେଖିବାକୁ ମିଳୁଛି। ଚାଲିଛି ବୋମା ମାଡ଼ ଠାରୁ ଆରମ୍ଭ କରି ତୁହାକୁ ତୁହା ଗୁଳି ବର୍ଷଣ। ଋଷର ବୋମା ମାଡ଼ ଓ ଗୁଳି ବର୍ଷଣର ଶିକାର ହେଉଛନ୍ତି ସାଧାରଣ ଜନତା। ଏଥିରୁ ବାଦ୍ ପଡି ନାହାଁନ୍ତି ୟୁକ୍ରେନରେ ରହିଥିବା ଭାରତୀୟ ଛାତ୍ର ଛାତ୍ରୀ ମାନେ।

ତେବେ ବର୍ତ୍ତମାନ ସମୟରେ ବଡ ଖବର ଅନୁଯାୟୀ ୟୁକ୍ରେନର କିଭ୍ ରେ ଜଣେ ଭାରତୀୟ ଛାତ୍ର ଗୁଳି ମାଡ଼ର ଶିକାର ହୋଇଛନ୍ତି। ଆହତ ଅବସ୍ଥାରେ ମୃତ ଛାତ୍ର ଜଣକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଭାରତୀୟ ଆହତ ଛାତ୍ରଙ୍କ ଜଣକ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।

ତେବେ ପୂର୍ବରୁ ମଧ୍ୟ ମାର୍ଚ୍ଚ ୧ରେ ଜଣେ ଭାରତୀୟ ଛାତ୍ର ୟୁକ୍ରେନରେ ମୃତ୍ୟୁ ବରଣ କରିଥିଲେ। ମୃତ ଛାତ୍ର ଜନକ କର୍ଣ୍ଣାଟକ ରାଜ୍ୟର ନବୀନ ଶେଖରପ୍ପା। ୟୁକ୍ରେନ ଓ ଋଷ ମଧ୍ୟରେ ଘୋମାଘଟ ଯୁଦ୍ଧ ଚାଲିଥିବା ବେଳେଏହି କର୍ଣ୍ଣାଟକର ଛାତ୍ର ଜଣକ ୟୁକ୍ରେନ କିଭରେ ଋଷର ବୋମା ଆକ୍ରମଣର ଶିକାର ହୋଇଥିଲେ ଫଳରେ ଘଟଣସ୍ଥଳରେ ନବୀନଙ୍କ ମୃତ୍ୟୁ ଘଟିଥିଲା।

ତେବେ ଉକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧ ଥମିବାର ନା ଧରୁନି। ଫଳରେ ବଳି ପଡ଼ି ଯାଇଛନ୍ତି ସାଧାରଣ ନିରୀହ ଜନତାମାନେ। ଦିନକୁ ଦିନ ଯୁଦ୍ଧର କରୁଣ ପରିସ୍ଥିତି ସାମ୍ନାକୁ ଆସିବାକୁ ଲାଗୁଛି।

ଋଷର ଶକ୍ତି ଆଗରେ ପାଟି ଖୋଲିବାକୁ କେହି ଯେମିତି ସାହସ କରିପାରୁ ନାହାନ୍ତି। ଯୁଦ୍ଧ ରୋକିବା ପାଇଁ ବହୁ ପ୍ରଭାବଶାଳୀ ରାଷ୍ଟ୍ର ଆଗେଇ ଆସିଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁ ନାହିଁ। ଯୁଦ୍ଧ ରୋକିବା ବଦଳରେ ଦିନକୁ ଦିନ ଯୁଦ୍ଧର ଭୟାବହତା ବୃଦ୍ଧି ହେବାରେ ଲାଗିଛି। ୟୁକ୍ରେନର ଲିଭକୁ ନିଜ ଅଧିନକୁ ନେବାକୁ ଚେଷ୍ଟା ଜାରି ରଖିଛି ଋଷ।

ଋଷ ଓ ୟୁକ୍ରେନରେ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧ ଗୋଟିଏ ପରେ ଗୋଟିଏ ଭିଡିଓ ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହେଉଛି। ଯେଉଁଥିରୁ ଋଷର କଠୋରତାକୁ ଅନୁମାନ କରି ହେଉଛି।

ୟୁକ୍ରେନ ନାଗରିକ ମାନେ ଜୀବନ ବିକଳରେ ଧାଉଁଛନ୍ତି। ଭୋକ ଉପାସରେ ଛଟପଟ ହେଉଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଋଷ ଓ ୟୁକ୍ରେନ ଭୟାବହ ଯୁଦ୍ଧରେ କେତେ ନିରୀହ ଜୀବନ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।