viral news – ହୋଲି ହେଲା କାଳ ! ଭୋ ଭୋ ହୋଇ କାନ୍ଦୁଚି ଜେଜେ,ହୋଲି ରେ ଚାଲିଗଲା 6 ଜଣ ନାତିଙ୍କ ଜୀବନ । ସମ୍ପୂର୍ଣ ଘଟଣା ଟିକୁ ଜାଣିଲେ କାନ୍ଦି ପକେଇବେ….ଦେଖନ୍ତୁ ସମ୍ପୂର୍ଣ video!
ଆଜି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି , ଘଟଣା ଟିରେ ଜଣେ ବାପା ତା ପୁଅ କୁ ହରାଇଛି ଓ ଜଣେ ମା ମଧ୍ୟ ତାର ପୁଅକୁ ଖୋଜୁଛି , କିନ୍ତୁ ପୁଅ ନଦୀ ର ପାଣି ସ୍ରୋତ ରେ କୁଆଡେ ହୋଜି ଯାଇଛି । ହଁ ଆଜ୍ଞା ଗତ କାଲି ଥିଲା ହୋଲି , ଏହା ଥିଲା ସମସ୍ତ ଙ୍କର ଖୁସି ର ଦିନ । କିନ୍ତୁ ଏହି ଖୁସି ର ଦିନରେ , ହୋଲି ଖେଳି ସାରି 6 ଜଣ ପିଲା ଯାଇ ଥିଲେ ନଦୀ କୁଳ କୁ ରଙ୍ଗ ଛଡେଇ ପାଇଁ । କିନ୍ତୁ ସେମାନଙ୍କ ର ରଙ୍ଗ ଏ ସଂସାର ରୁ ସବୁ ଦିନ ପାଇଁ ଲିଭି ଗୋଲା ।
କରନା କାଳ ରେ 3 ବର୍ଷ ଧରି ହୋଲି ଖେଳ ହୋଇ ନ ଥିଲା । ଯଦି ବା ହୋଇ ଥିଲା ଧୁମ ଧାମ ରେ ରଙ୍ଗ ଖେଳ ହୋଇ ପାରି ନ ଥିଲା । କିନ୍ତୁ ଏ ବର୍ଷ ତୃତୀୟ ଲହର ଯିବା ପରେ , ସରକାର ଲଙ୍ଗ ଖେଳ ପ୍ରତି କୌଣସି ବାରଣ କରି ନ ଥିଲେ । ତେଣୁ ସମସ୍ତେ ଏ ବର୍ଷ ରଙ୍ଗ ଖେଳି କୁ ଭଲ ଭାବରେ ଖୁସି ରେ ପାଳନ କରି ଛନ୍ତି ।
କିନ୍ତୁ ଏବର୍ଷ 2022 ରେ ହୋଲି କାହା ମନ ରେ ଅସରନ୍ତି ଖୁସି ଆଣି ଦେଇଛି ତ କାହା ମନରେ ଅସରନ୍ତି ଦୁଃଖ ଆଣି ଦେଇଛି । ତେବେ ଘଟଣା ଟି ଘଟି ଥିଲା ଯାଜପୁର ଜିଲ୍ଲା ରେ । ସେଠାରେ 6 ଜଣ ପିଲା ହୋଲି ରଙ୍ଗ ଖେଳି ସାରି ଯାଇ ଥିଲେ ।
ନଦୀ କୁ ଗାଧେଇବା ପାଇଁ , କିନ୍ତୁ ନଦୀ ର ଗଭୀରତା କୁ ସେମାନେ ବୁଝି ପାରି ନ ଥିଲେ । ନଦୀ ର ସ୍ରୋତ କୁ ସେମାନେ ଜାଣି ପାରି ନ ଥିଲେ । ହଟାତ ସେମାନେ ବୁଡି ଯାଇ ଥିଲେ । ଏପର୍ଯ୍ୟନ୍ତ 4 ଜଣକ କର ମୃତୁ ଘଟି ଥିବା ସମୟ ରେ 2 ଜଣ ଙ୍କର ଏବେ ମଧ୍ୟ ନିଖଜ ଅଛନ୍ତି । ତେବେ ଓଡ୍ରାଫ ଟିମ ଖଜୁ ଥିଲା କିନ୍ତୁ ସେମାନଙ୍କୁ ପାଇ ନ ଥିଲା ,
ତେବେ ଏହି ଦୁଃଖ ରେ 6 ପରିବାର ଆଜି ବହୁତ ଦୁଃଖ ରେ ଅଛନ୍ତି । କେଉଁ ବାପା କହୁଛି ମୋ ପୁଅକୁ ଟିକେ ଦେଖିବା ପାଇଁ ଦିଅ , ତ କେଉଁ ବାପା କହୁଛି ମୋ କୁଳ ଉଜୁଡି ଗୋଲା କହି କାନ୍ଦୁଛି । ଗାଁ ର ଚାରି ପାଖରେ କେବଳ ଆଖିର ଲୁହ ଦେଖା ଯାଉଛି ।
ଚାରି ଆଡ଼େ ଖାଲି ହା ହା କାର ସୁଭା ଯାଉଛି । ଗୋଟେ ଗ୍ରାମ ରେ ଯଦି 6 ଜଣ ଙ୍କର ମୃତୁ ହେବ , ତାହାଲେ ସେ ଗାଁ ପୁରା ସ୍ମଶାନ ପାଲଟି ଯିବ । ଗାଁ ରେ ଲୋକ ମାନଙ୍କ ର ମୁଁହ ରେ ହସ ନ ଥିବା । ତେବେ ଏହି ଘଟଣା ଟି ସାରା ଓଡିଶା ପାଇଁ ଦୁଃଖ ର ଘଟଣା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।