viral news-୬ ମହଲାରୁ ଡେଇଁଲେ ମଡେଲ ,ବାପା ସବୁକିଛି ସରିଗଲା, କେବଳ ମୋର ଚେହେରା ଦେଖିବାକୁ ପାଇବ…ଏମିତି କହି ଆତ୍ମହତ୍ୟା କଲେ ମଡେଲ gungun upadhya ଏବେ ସୋସିଆଲ ମେଡିଆରେ ଏହି news ନିଆଁ ଭଳି viral ହେବାରେ ଲାଗିଛି,ଜଣାନ୍ତୁ ସମ୍ପୂର୍ଣ ଘଟଣାଟି କଣ !

ଆଜି କାଲି ର ପିଲା ମାନେ ଟିକେ ରାଗି ଗଲେ କଣ ନାଇ କଣ କରି ପକାଉ ଛନ୍ତି । ଅର୍ଥାତ ଲୋକ ମାନେ ଯଦି ରାଗ କୁ କଣ୍ଟ୍ରୋଲ କରି ପକାନ୍ତେ , ତାହାଲେ ରାଗିବା ପଛରେ ଥିବା କାରଣ ଜଣା ପଡି ଯାଆନ୍ତା , କଣ କଲେ ଏହାର ଏହାର ସମାଧାନ ହୋଇ ପାରିବ ତାହା ମଧ୍ୟ ଜଣା ପଡି ଯାଆନ୍ତା । ତେବେ ଆଜି ଆମେ ଆପଣଂକୁ ଏକ ଏମତି ଘଟଣା ବିଷୟ ରେ କହିବା ପାଇଁ ଯାଉଛୁ ଯାହା ଆପଣ ସୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଝିଅ ଟି ଫୋନ ରେ ତାର ବାପା କୁ କହୁଛି , ବାପା ସବୁ କିଛି ସରି ଗୋଲା , ଏହା ମୋର ଶେଷ ଦେଖା ଥିଲା , ତୁମେ ଆସିବା ବେଳକୁ କେବଳ ମୋ ମୁହଁ ଦେଖିବା ପାଇଁ ପାଇବ । ଏତିକି କହି ଝିଅ ଟି 6 ମୋହଲା ରୁ ଡେଇଁ ପଡିଲା । ଆପଣ ମାନକୁ ଏହା ଶୁଣିବା ବେଳକୁ ନିହାତି ଆଶ୍ଚର୍ଯ୍ୟ ଲାଗୁ ଥିବ , କିନ୍ତୁ ଏହା ସତ ଯେ ଝିଅ ଟି ଛାତ ଉପରୁ ଡେଇଁ ପଡି ଥିଲା । ଏବେ ଆସନ୍ତୁ ଏହାର ପୁରା ଘଟଣା ବିଷୟ ରେ ଜାଣିବା ।
ତେବେ ଏହି ଘଟଣା ଟି ରାଜସ୍ଥାନ ର ବେଳନା ଥାନା ରୁ ଆସି ଥିଲା , ଏହି ଘଟଣା ଟିରେ ଝିଅ ଆତ୍ମହତ୍ୟା କରିବା ପୂର୍ବରୁ ତାର ବାପା କୁ ଫୋନ କରି କହି ଥିଲା । ତେବେ ଘଟଣା ଟି ହେଉଛି , ଝିଅ ଟି ଦିଲ୍ଲୀ ରେ ରହୁ ଥିଲା , କିନ୍ତୁ ତାଙ୍କର ପ୍ରକୃତ ଘର ଥିଲା ରାଜସ୍ଥାନ ରେ ।

ତେବେ ପରୀକ୍ଷା ଦେବା ପାଇଁ ଆସି ଥିଲା ଝିଅ ଟି ,ତେବେ ଝିଅ ଟି ଘରକୁ ନ ଯାଇ ରାତ୍ରି ରେ ହୋଟେଲ ରେ ରହି ଥିଲା । ଆଉ ଶେଷରେ ମଧ୍ୟ ରାତ୍ରି ରେ ତାର ବାପା କୁ ଫୋନ କରି ଥିଲା , ଆଉ କହି ଥିଲା ବାପା ମୁଁ ତୁମ ସହିତ ଆଜି ଶେଷ କଥା ହେଉଛି , ହୁଏତ ତମେ ଆସିବା ବେଳକୁ ମୋତେ ଆଉ ତମେ ପାଇବ ନାହିଁ । ଆସିବା ବେଳକୁ ତମେ କେବଳ ମୋ ମୁହଁ ପାଇବ ।
ତେବେ ଏତିକି କହି ଫୋନ କାଟି ଦେଇ ଥିଲା ଝିଅ , ଆଉ ଫୋନ କୁ ମଧ୍ୟ ସୁଇଞ୍ଚ ଅଫ କରି ଦେଇ ଥିଲା , ଆଉ 6 ମୋହଲା ଛାତ ରୁ ତଳକୁ ଚିଲା ମାରି ଦେଇ ଥିଲା । ତେବେ ବାପା ସଂଗେ ସଂଗେ ଥାନା ରେ ଜଣେଇ ଥିଲେ ।

ଆଉ ପୋଲିସ ଯାଇ ପହଁଚିବା ବେଳକୁ ଝିଅଟି ଛାତ ରୁ ତଳକୁ ଚିଲା ମାରି ଦେଇଛି । ଏବେ ଝିଅ ଟି ହସ୍ପିଟାଲ ରେ ପଡିଛି । ଏ ପର୍ଯ୍ୟନ୍ତ ହସ ଆସିନୀ । ହସ ଆସିଲେ ଝିଅ ଟି ସବୁ କଥା କହି ପାରିବ । ପ୍ରକୃତ ରେ କଣ ହୋଇ ଥିଲା । ତେବେ ଏହି ଘଟଣା ଟି ଏବେ ବହୁତ ଭାଇରାଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।