ଭାଇରଲ ହେଉଛି ଭିନ୍ନକ୍ଷମ କୁନି ପୁଅ ର ଅତ୍ୟନ୍ତ ହୃଦୟ ବିଦାରକ ଭିଡ଼ିଓ,ଦେଖିଲେ ଆପଣ ଙ୍କ ଆଖିରେ ଲୁହ ଆସିଯିବ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଏହି ସୁନ୍ଦର ସଂସାର ର ସୃଷ୍ଟିକର୍ତା ହେଉଛନ୍ତି ଭଗବାନ , ସେ ତାଙ୍କର ଲୀଳା ରେ ସାରା ଦୁନିଆଁ କୁ ସୃଷ୍ଟି କରିଛନ୍ତି। କାହାକୁ ସେ ମଣିଷ ରୂପ ରେ ତ ଆଉ କାହାକୁ ପଶୁ ପକ୍ଷୀ ରୂପରେ ।ମାତ୍ର ଏହି ମଣିଷ ମାନଙ୍କ ମଧ୍ୟରେ ଏମିତି କିଛି ପିଲା ଙ୍କୁ ସେ ଗଢ଼ିଥାନ୍ତି ଯାହାକୁ ଦେଖିଲେ ଆମକୁ ବହୁତ ଦୁଃଖ ଲାଗେ। ତେବେ ଆପଣ ମାନେ ଦେଖୁଥିବେ ସମସ୍ତ ମଣିଷ ସମାନ ଭାବରେ ଭଗବାନ ଙ୍କ ଦ୍ୱାରା ସୃଷ୍ଟି ହୋଇନଥାନ୍ତି କାହାକୁ ସେ ଅନ୍ଧ ଭାବରେ ଜନ୍ମ ଦେଇଥାନ୍ତି ତ କାହାକୁ ଭିନ୍ନକ୍ଷମ ଭାବରେ। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି ଏକ ପିଲା ଟି ବିଷୟରେ ଜଣେଇବୁ ଯାହା ଜାଣିଲେ ଆପଣ ମନ କଷ୍ଟ ନିଶ୍ଚିତ କରିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ କୁନି ପୁଅ ର ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେଉଛି। ଆଉ ସେହି ଭିଡ଼ିଓ ଟିକୁ ଯିଏ ଦେଖୁଛି ତା ଆଖିରୁ ଧାର ଧାର ହୋଇ ଲୁହ ଝରି ଯାଉଛି।

ଆଉ ମନରେ କେବଳ ଗୋଟିଏ ପ୍ରଶ୍ନ କି ଭଗବାନ ଏହିପରି ଦଣ୍ଡ ଏ କୁନି ପୁଅ ଟିକୁ କାହିଁକି ଦେଲେ ବୋଲି, କଣ ଭୁଲ କରିଥିଲା ସେହି କୁନି ପିଲା ଟିଏ କି ଭଗବାନ ତାକୁ ଜନ୍ମ ରୁ ହିଁ ଭିନ୍ନକ୍ଷମ କରି ଜନ୍ମ ଦେଲେ। ଯାହାର ହାତ ନାହିଁ କିମ୍ବା ଦୁଇଟି ଗୋଡ଼ ଠିକ ଭାବରେ କାର୍ଯ୍ୟ କରୁ ନାହିଁ ,ମାତ୍ର ଏହାପରେ ମଧ୍ୟ ହାର ମାନି ନାହିଁ କୁନି ପୁଅ ନିଜ ଜୀବନ ସହ ଲଢେ଼ଇ କରି ଆଗକୁ ବଢ଼ୁଛନ୍ତି ସେ।

ତେବେ ବନ୍ଧୁଗଣ ଭିଡିଓ ଟି କିଛି ଏହିପରି ରହିଛି କି , ଗୋଟିଏ କୁନି ଛୋଟ ପୁଅ ଟିଏ ବୟସ ୧-୨ ବର୍ଷ ମଧ୍ୟରେ ଯିଏକି ଜନ୍ମ ରୁ ହିଁ ବିକଳାଙ୍ଗ ହୋଇ ଜନ୍ମ ହୋଇଛି। ସେହି ପିଲା ଟିର ଗୋଟିଏ ହାତ ସମ୍ପୂର୍ଣ୍ଣ ନାହିଁ ଏବଂ ଅନ୍ୟ ହାତ ଟି କେବଳ ନାମ କୁ ମାତ୍ର , ସେହିପରି ଦୁଇଟି ଗୋଡ଼ ରହିଛି କିନ୍ତୁ ଗୋଟିଏ ଗଡ଼ ଠିକ ଥିଲା ବେଳେ ଅନ୍ୟ ଟି ସମ୍ପୂର୍ଣ୍ଣ ଠିକ ନୁହେଁ ।

ତେବେ କିନ୍ତୁ ପିଲା ଟି ହାର ନ ମାନି ତାର ଜୀବନ ଅତିବାହିତ କରୁଛି। କୁନି ପିଲା ଟି ଗୋଟିଏ ଗୋଡ଼ ଏବଂ ଗୋଟିଏ ଅଧା ଗଢ଼ା ହାତରେ ତାର ସବୁ କାମ କରୁଛି। ସେହିପରି ସେ ଖାଦ୍ୟ ମଧ୍ୟ ଖାଇଛି।

ତେବେ କୁନି ପିଲା ଟିର ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି , ଯାହାକୁ ଦେଖିବା ପରେ ଲୋକ ମାନେ ବହୁତ ପ୍ରଭାବିତ ହୋଇଛନ୍ତି। ପିଲା ଟି ଯେଉଁ ଭଳି ଭାବରେ ତାର ଖାଦ୍ୟ ଗ୍ରହଣ କରୁଛି ତାହା ଦେଖିଲେ ଆପଣ ଦୁଃଖିତ ହୋଇଯିବେ ଏବଂ ଗୋଟିଏ କଥା କହିବେ କି ଏମିତିକା ଜୀବନ ଭଗବାନ କାହାକୁ ନଦିଅନ୍ତୁ ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।