viral video-ଭାଇରାଲ ହେଲା ଶାଢ଼ୀ ଖୋଲା ଭିଡିଓ କଲିଂ ର ବିରଳ ଦୃଶ୍ୟ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଦୁନିଆ ଏତେ ବଦଳି ଗଲାଣି ଯେ ତାହା କହି ହେବ ନାହିଁ । ଆଗ କାଳ ରେ ସ୍ତ୍ରୀ ଲୋକ ମାନେ ସବୁ ଶାଢ଼ୀ ପିନ୍ଧୁ ଥିଲେ । ଥରେ ଯିଏ ବିବାହ କରି ଶାଶୁ ଘରକୁ ଗଲା ଶାଢ଼ୀ ତା ପାଇଁ ଏକ ଦେହର ଅସ୍ତ୍ର ପାଲଟି ଗୋଲା । ତେବେ ଆପଣ ମାନେ ଜାଣି ଥିବେ ଆଗ କାଳରେ ନାରୀ ମାନେ ନିଜକୁ ଏତେ ସଜାଡି ରଖୁ ଥିଲେ ଯେ , ଜଣେ ପୁରୁଷ ତାଙ୍କର କିଛି ଅଙ୍ଗ କୁ ଦେଖି ପାରିବ ନାହିଁ । ସ୍ତ୍ରୀ ମାନେ ଆଗରୁ ନିଜକୁ ବହୁତ ସଜାଡି ରଖୁ ଥିଲେ ।

କିନ୍ତୁ ଆଜି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ସ୍ତ୍ରୀ ତାର ଲଗା ଖୋଲି ବ୍ଲାଉଜ ଦେଖାଉଛି । କେବଳ ଟୋକା ଙ୍କୁ ଆକୃଷ୍ଟ କରିବା ପାଇଁ । ତେଣୁ ଆଉ ସେ ଯୁଗ ନାହିଁ ଆଗ କାଳରେ ସ୍ତ୍ରୀ ଲୋକ ମାନେ ସୀତା ଯିଏ ସତୀ ସାବିତ୍ରୀ , ତାକୁ ଅନୁସରଣ କରି ଜୀବନ ଯାପନ କରୁ ଥିଲେ । କିନ୍ତୁ ଆଜିର ସମାଜ ରେ ସୋନିଲିଅନି , ପୁନମ ପାଣ୍ଡେ , ରାଖୀ ଏହି ଭଳି ନାରୀ ମାନକୁ ଲକ୍ଷ କରି ସ୍ତ୍ରୀ ମାନେ ଜୀବନ ଯାପନ କରୁ ଛନ୍ତି ।

ସେଥି ପାଇଁ ଆଜି କାଲି ର ଝିଅ ମାନେ ସବୁ କଟା ହୋଇ ଥିବା ଡ୍ରେସ ପିନ୍ଧି ବାହାରକୁ ବାହାରୁ ଛନ୍ତି । ଦେଖିବେ ଅଧିକାଂଶ ଝିଅ ଆଜି କାଲି ଛୋଟ ପେଣ୍ଟ ପିନ୍ଧି ବଜାର କୁ ବାହାରୁ ଛନ୍ତି । ନହେଲେ ଦେଖିବେ କାନ୍ଧ ପାଖରେ ଚିରା ହୋଇ ଥିବା ଡ୍ରେସ ପିନ୍ଧୁ ଛନ୍ତି । ସେଥି ପାଇଁ ଆଜି ଆମ ଭାରତ ରେ ଦୁଷ୍କର୍ମ ର ଶିକାର ହେଉଛନ୍ତି ଝିଅ ମାନେ ।

ଆଗ କାଳ ରେ ଏତେ ରେପ ହୋଉ ନ ଥିଲେ ଝିଅ ମାନେ । କିନ୍ତୁ ଆଜି କାଲି ଝିଅ ମାନଙ୍କର ବ୍ୟବହାର ଦେଖି ଅଧିକ ଝିଅ ଦୁଷ୍କର୍ମ ର ଶିକାର ହେଉ ଛନ୍ତି । ତେବେ ଝିଅ ମାନେ ଯଦି ବଜାର କୁ ଯିବା ସମୟରେ ଦେହକୁ ବୁଜିଲା ଭଳିଆ ଡ୍ରେସ ଓ ତା ସହିତ ଗୋଟେ ଏପ୍ରୋନ ପକେଇ ଯାଆନ୍ତେ ତାହାଲେ ଟୋକା ଝିଅ କୁ ଦେଖି ଆକୃଷ୍ଟ ହୁଅନ୍ତେ ନାହିଁ , ରେପ ମଧ୍ୟ ହେବ ନାହିଁ ।

ତେବେ ଏତେ କଥା କହିବାର ମାନେ ଆଜି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁ ଭିଡ଼ିରେ ଜଣେ ମହିଳା ଗୋଟେ ଟୋକା ସହିତ କଥା ହେବା ବେଳେ , ତାର ଶାଢ଼ୀ ଖସେଇ ଦେଉଛି , ଯାହା ଫୋଳରେ ତାର ବ୍ଲାଉଜ ଦେଖା ଯାଉଛି । ତେଣୁ ଟୋକା ଭିଡିଓ ଟିକୁ ସେଭ କରି ଦେଇଥିଲେ । ତା ପରେ ସୋସିଆଲ ମିଡିଆରେ ଭାଇରାଲ କରି ଦେଇ ଥିଲେ । ତେଣୁ ତମେ ଏମିତି ହେବ କଣ ପାଇଁ ଭିଡିଓ ଭାଇରାଲ ହେବ କଣ ପାଇଁ । ତେଣୁ ନିଜେ ଠିକ ରହିଲେ ସବୁ ଠିକ ରହିବ ଏ ଦେଶ ମଧ୍ୟ ଠିକ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।