viral ଭିଡ଼ିଓ-OMG ! ଓଡ଼ିଆ ଯୁବକଙ୍କ audio call ହେଲା ଭାଇରଲ ଆପଣମାନେ ଦେଖିଲେ ହୋସ ଉଡିଯିବ ,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି !

ବର୍ତ୍ତମାନ ସମୟରେ ଯୁବପିଢି ମାନେ ଟେକ୍ନୋଲୋଜି ମାଧ୍ୟମରେ ନିଜର ପରିଚୟ ତିଆରି କରୁଛନ୍ତି। ଲୋକମାନଙ୍କୁ ପରିଚୟ ଦେବା ପାଇଁ ସୋସିଆଲ ମିଡ଼ିଆ ଏକ ବଡ ମାଧ୍ୟମ ସାଜିଛି। ଛୋଟ ଛୋଟ ପିଲା ମାନଙ୍କ ପାଖରୁ ବରିଷ୍ଠ ବ୍ୟକ୍ତିମାନେ ଏହି ସୋସିଆଲ ମିଡ଼ିଆ ସହିତ ଅଙ୍ଗା ଅଙ୍ଗୀ ଭାବେ ଜଡ଼ିତ। ଏହି ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ଯାହ ମାଧ୍ୟମରେ ଜଣେ ଭିକାରୀରୁ ରାଜା ହୋଇପାରିବ ଏବଂ ବେଳେବେଳେ ଜଣେ ରାଜା ବି ଭିକାରୀ ପାଲଟି ଯାଇ ପାରେ।

ଆଜିର ସମାଜରେ ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟ୍ ଫୋନ୍ ରହିଛି। ଏହି ସ୍ମାର୍ଟ୍ ଫୋନ୍ ମାଧ୍ୟମରେ ବହୁ ଫୋଟ ଭିଡିଓ ଅଡିଓ ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳୁଛି।

ଆମ ଚତଃପାର୍ଶ୍ଵରେ ଦେଶ ବିଦେଶରେ ଯେଉଁସବୁ ଘଟଣାଘଟୁଛି ସୋସିଆଲ ମିଡିଆ ମାଧ୍ୟମରେ ସେ ସବୁକୁ ଆମେଆମ ହାତ ପାହାନ୍ତାରେ ପାଇପାରୁଛୁ।ବେଳେ ବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ, ଅଡିଓ, ଫୋଟ ସାମ୍ନାକୁ ଆସିଥାଏ ଯାହାକୁ ଦେଖିବା ପାଇଁ ବହୁତ ଭଲ ଲାଗିଥାଏ। ଆନନ୍ଦ ମଧ୍ୟ ଦେଇଥାଏ। ସେହି ସବୁ ଭିଡିଓ ଅଡିଓ ମଧ୍ୟରୁ କେତେକ ବହୁତ କୌତୁକିଆ ହୋଇଥାଏ।

ବର୍ତ୍ତମାନ ସମୟରେ ସେହିପରି ଏକ କୌତୁକିଆ ଅଡିଓ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ନିଜ ହସକୁ ରୋକି ପାରିବେ ନାହିଁ। ଯାହା ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେଉଛି। ଆମେ ଆପଣମାନଙ୍କୁ ସେହି ଭାଇରାଲ ଅଡିଓ ବିଷୟରେ ଜଣାଇବୁ, ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବା ସଙ୍ଗେ ସଙ୍ଗେ ଖୁସି ଅନୁଭବ କରିବେ।


ମିଳିଥିବା ଭାଇରାଲ ଅଡିଓରେ ଜଣେ ଓଡ଼ିଆ ଗ୍ରାହକ ଜଣେ କଷ୍ଟମର କେୟାରଙ୍କ ସହ କଥା ହେଉଛନ୍ତି।ସେ ଏଭଳି ଭାବରେ କଥା ହେଉଛନ୍ତି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଓଡ଼ିଓରୁ ଶୁଣିବାକୁ ମିଳିଛି କଷ୍ଟମର କେୟାରର ଜଣେ ଯୁବତୀ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଛନ୍ତି।

କିନ୍ତୁ ଗ୍ରାହକ ଜଣକ ଠିକ୍ ଭାବରେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରିପାରୁ ନାହାନ୍ତି। ସେ କଷ୍ଟମାର କେୟାରଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ଓଡ଼ିଆ ଭାଷାକୁ ମିଶାଇ କଥାବାର୍ତ୍ତା କରୁଛନ୍ତି। ଏଥି ସହିତ ମଝିରେ ମଝିରେ କଷ୍ଟମର କେୟାରର ଯୁବତୀ ଜଣକୁ ପଚାରୁଛନ୍ତି ମାଡାମ ଆପଣ ଓଡ଼ିଆ ବୁଝି ପାରୁଛନ୍ତି କି ନାହିଁ।

କିନ୍ତୁ କଷ୍ଟମର କେୟାରର ଯୁବତୀ ଜଣକ ଗ୍ରାହକଙ୍କ କଥା ବୁଝି ପାରୁ ନାହାଁନ୍ତି। ଏହାପରେ ପୁଣି ଥରେ ଗ୍ରାହକ ଜଣକ ଓଡ଼ିଆ ଓ ହିନ୍ଦୀକୁ ମିଶାଇ କଥାବାର୍ତ୍ତା କରୁଛନ୍ତି। ଯୁବତୀ ଜଣକ ଗ୍ରାହକଙ୍କ କଥା ଶୁଣି ହସୁଛନ୍ତୁ ଓ ଧୀରେ ଧୀରେ କଥା ହେଉଛନ୍ତି।

ତେବେ ବର୍ତ୍ତମାନ ସମୟରେ ଏହି ଅଡିଓ ରେକଡିଂଟି ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଭାଇରାଲ ହେବା ପରେ ହଜାର ହଜାର ଦର୍ଶକ ଏହାକୁ ଦେଖିଥିଲେ। ଯୁବକ ଜଣକ ଏପରି ମଜାଳିଆ କଥାବାର୍ତ୍ତା ସମସ୍ତଙ୍କୁ ଖୁବ୍ ପସନ୍ଦ ଆସୁଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।