viral video-“ସାମୀ ସାମୀ” ଗୀତରେ କମେଡି ଆନ୍ଦାଜ ରେ ରିଲ ଭିଡ଼ିଓ କଲେ ଓଡ଼ିଆ ଟୋକା…..ଅଭିନେତ୍ରୀ ରଶ୍ମିକା ଏବଂ ଏହି ଓଡ଼ିଆ ଟୋକା ଙ୍କର ଭିଡ଼ିଓ ଦେଖିବା ପରେ ଆପଣ ହସି ହସି ଗଡିଯିବେ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ବନ୍ଧୁଗଣ ବର୍ତ୍ତମାନ ଟିକଟକ ତଥା ରିଲ ଭିଡ଼ିଓ ର ଜମାନା ଚାଲିଛି ,ଯାହାକୁ ଦେଖନ୍ତୁ ଛୋଟ ପିଲା ଠାରୁ ଯୁବ ଯୁବତୀ ତଥା ବୟସ୍କ ଲୋକ ଯାଏ ସମସ୍ତେ ରିଲ ଭିଡ଼ିଓ ବନାଉଛନ୍ତି। ତେବେ କେବେ କେବେ ସେମାନେ ରିଲ ଭିଡ଼ିଓ ବନାଇବା ସମୟରେ ଏହିପରି କମେଡି ଭିଡ଼ିଓ ବନାଇଥାନ୍ତି ଯାହା ଦେଖିଲେ ହସି ହସି ଆମର ପେଟ ବ୍ୟଥା ହୋଇଥାଏ। ତେବେ ଆମେ ଆଜି ଆପଣ ଙ୍କୁ ଏହିଭଳି ଏକ କମେଡି ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଆମ ଓଡ଼ିଆ ଟୋକା ଜଣେ ଲୋକଙ୍କ ମନରଞ୍ଜନ ପାଇଁ କରିଛନ୍ତି ଯାହାକୁ ଦେଖିଲେ ଆପଣ ହସିବା ନିଶ୍ଚିତ। ତେବେ ଆସନ୍ତୁ ଜାଣିବା ଏହି ଭିଡ଼ିଓ ଟି ବିଷୟରେ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ , ଟଲିଉଡ଼ ବା ତେଲୁଗୁ ଫିଲ୍ମ “ପୁଷ୍ପା” କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମ ରେ ଆମ ଷ୍ଟାଇଲିସ ହିରୋ ଆଲୁ ଅର୍ଜୁନ ଏବଂ ଚୁଲବୁଲି ହିରୋଇନ ରଶ୍ମିକା ଙ୍କର ଅଭିନୟ ଲୋକଙ୍କୁ ବହୁତ ଆକୃଷ୍ଟ କରିଛି।

 ତେବେ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି ଏହି ଫିଲ୍ମ ର “ସାମୀ ସାମୀ” ଗୀତ ଟି ଏହି ଗୀତ ଟି ଲୋକଙ୍କୁ ଏତେ ଆକର୍ଷଣୀୟ କରିଛି କି ପ୍ରାୟ ସମସ୍ତେ ଏହାକୁ ନେଇ ରିଲ ଭିଡିଓ ବନାଉଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ରିଲ ଭିଡିଓ ଦେଖିବାକୁ ମିଳିଛି ଆଉ ଖୁବ ଭାଇରଲ ହେଉଛି ମଧ୍ୟ।

ତେବେ ଆପଣ ଏହା ମଧ୍ୟ ଦେଖିଥିବେ କି , ପୁଷ୍ପା ଫିଲ୍ମ ର ଅଭିନେତ୍ରୀ ରଶ୍ମିକା ନିଜେ ଏହି “ସାମୀ ସାମୀ” ଗୀତରେ ହୁକ ଷ୍ଟେପ କରି ଏକ ରିଲ ଭିଡ଼ିଓ ବନାଇଥିଲେ ।ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରଲ ହେଉଥିଲା। ତେବେ କିନ୍ତୁ ରଶ୍ମିକା ର ଏହି ଭିଡ଼ିଓ ଟିକୁ କପି କରି ଜଣେ ଓଡ଼ିଆ ପୁଅ ଏହିପରି ଏକ କମେଡି ଭିଡ଼ିଓ କରିଛନ୍ତି ,ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଆଉ ଥରେ ଏହାକୁ ଦେଖିଲେ ଆପଣ ହସି ହସି ବେଦମ ହୋଇଯିବେ ନିଶ୍ଚିତ।


ତେବେ ପୁଷ୍ପା ଫିଲ୍ମ ର “ସାମୀ ସାମୀ” ଗୀତରେ ଓଡ଼ିଆ ଟୋକା ଜଣଙ୍କ ତାର ହୁକ ଷ୍ଟେପ କରୁଛନ୍ତି ଏକ ଫାଙ୍କା ସ୍ଥାନରେ ତାହାବି ପୁରା କମେଡି ଆନ୍ଦାଜ ରେ ଆଉ। ହୁକ ଷ୍ଟେପ କରୁ କରୁ ସେ ହଠାତ ରହିଯାଉଛନ୍ତି କାରଣ ସେ ଦେଖଛନ୍ତି କି ତାଙ୍କର ଏହି ସାମୀ ସାମୀ ଡ଼୍ୟାନ୍ସ କୁ କେତେକ ଯୁବକ ଏକ କୋଣ ରେ ଛିଡା ହୋଇ ତାର ଭିଡ଼ିଓ ବନାଉଛନ୍ତି ଏବଂ ତାର ଡ଼୍ୟାନ୍ସ ଦେଖୁଛନ୍ତି। ତେବେ ଭିଡ଼ିଓ କରୁଥିବା ଯୁବକ ଜଣଙ୍କ ଏହାକୁ ଦେଖିବା ପରେ ସେହି ଯୁବକ ମାନେ ତାହାକୁ ଦେଖାଇ ଦେଖାଇ ସାମୀ ସାମୀ କରୁଛନ୍ତି।

ଯାହାକୁ ଦେଖି ରିଲ ଭିଡ଼ିଓ ବନାଉଥିବା ଓଡ଼ିଆ ଟୋକା ଜଣଙ୍କ ସେଠାରୁ ଲାଜରେ ଛୁ ମାରିଛନ୍ତି। ତେବେ ଏହି ସମ୍ପୂର୍ଣ୍ଣ ଭିଡ଼ିଓ ଟି ପୁରା କମେଡି ଆନ୍ଦାଜ ରେ ରହିଛି ଯାହାକୁ ଯିଏ ଦେଖୁଛି ସେ ହସି ହସି ବେଦମ ହୋଇଯାଉଛି। ତେବେ ନିଆଁ ପରି ଭାଇରଲ ହେଉଥିବା ଭିଡ଼ିଓ ଟିକୁ ଆପଣ ଥରେ ଦେଖନ୍ତୁ ହସି ହସି ପାଗଳ ହୋଇଯିବେ ଆପଣ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।