viral ଭିଡ଼ିଓ- ଚର୍ଚ୍ଚା ରେ ପ୍ରଜ୍ଞାନନ୍ଦା ଙ୍କର ପ୍ରୀ ଭଲେଣ୍ଟାଇନ ଡେ ଫୋଟ ସୁଟ….. ପାର୍କ ଭିତରେ ଭାଉଜଙ୍କ ସହ ଏହିପରି ସବୁ ଫୋଟ ଓ ଭିଡ଼ିଓ ବନାଇଲେ କମେଡ଼ିଆନ ପ୍ରଜ୍ଞା…… ହସି ହସି ଗଡ଼ିଯିବେ,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଆମେ ସମସ୍ତେ ଜାଣିଛୁ କି, ବିବାହ ବନ୍ଧନରେ ଆମ ସମସ୍ତ ଙ୍କର ପ୍ରିୟ କମେଡ଼ିଆନ ପ୍ରଜ୍ଞା କୁମାର ଖଟୁଆ କିଛି ଦିନ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତେବେ ବର୍ତ୍ତମାନ ତାଙ୍କର ବିବାହ କୁ ନେଇ ତଥା ବିବାହ ପ୍ର ର ଫିଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଉଛି।ତେବେ ପ୍ରଜ୍ଞା ଙ୍କର ବିବାହ ର ଏହି ରେ ଭିଡିଓ ଓ ଫୋଟ ଗୁଡିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ର୍ଡ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଓଡ଼ିଶାର ଲୋକପ୍ରିୟ କମେଡିଆନ ପ୍ରଜ୍ଞ ଖଟୁଆ ଅଭିନେତ୍ରୀ ସୁନନ୍ଦା ଙ୍କୁ ବିବାହ କରିଛନ୍ତି।
ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ପ୍ରଜ୍ଞାନନ୍ଦା ଙ୍କର ବାହାଘର ଠାରୁ ଚତୁର୍ଥୀ ରାତି ପର୍ଯ୍ୟନ୍ତ ସମସ୍ତ ଭିଡ଼ିଓ ବହୁଳ ମାତ୍ରା ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ହସି ହସି ପାଗଳ ହୋଇଯିବେ।
ତେବେ ସେହି ଭାଇରଲ ଭିଡ଼ିଓ ଟି ବିଷୟରେ ଆମେ ଆଜି ଆପଣ ଙ୍କୁ ଜଣେଇବାକୁ ଯାଉଛୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଭାଇରଲ ହେଉଥିବା ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି କିପରି କମେଡ଼ିଆନ ପ୍ରଜ୍ଞା ବିବାହ ବେଦୀ ରେ ବର ସାଜି ସୁନନ୍ଦା ଙ୍କ ମଥାରେ ସିନ୍ଦୂର ଦେଇ ତାଙ୍କୁ ସବୁଦିନ ପାଇଁ ନିଜର କରିଛନ୍ତି।
ତେବେ ବର୍ତ୍ତମାନ ଏହି ନବ ବିବାହିତ ଦମ୍ପତି ତାଙ୍କର ପ୍ରଥମ ଭଲେଣ୍ଟାଇନ ଡେ କୁ ସେଲିବ୍ରେଟ କରିବା ପାଇଁ ଫୋଟ ଓ ଭିଡ଼ିଓ ସୁଟ କୁ ନେଇ ବହୁତ ଚର୍ଚ୍ଚା ରେ ରହିଛନ୍ତି। ତେବେ ଏହି ଯୋଡ଼ି ଭଲେଣ୍ଟାଇନ ଡେ ପାଳନ କରିଵା ପାଇଁ ବହୁତ ଆଗ୍ରହୀ ଅଛନ୍ତି ଏବଂ ତା ସହ ସେ ଜଣେ ରିପୋର୍ଟର ଙ୍କ ସହ ବହୁତ ମସ୍ତି କରିଥିବା ର ଦେଖାଯାଇଛି।
ତେବେ ଭୁବନେଶ୍ୱର ର ଏକ ପାର୍କ ରେ ଦୁହିଁଙ୍କ ର ଏହି ପ୍ରୀ ଭଲେଣ୍ଟାଇନ ଡେ ର ଭିଡ଼ିଓ ଓ ଫୋଟ ସୁଟ କରାଯାଇଛି। ତେବେ ଉଭୟ ଲାଲ ଓ ବ୍ଲାକ ରଙ୍ଗ ର କଂବିନେସନ ଡ୍ରେସ ରେ ଏକତ୍ର ବହୁତ ସୁନ୍ଦର ଲାଗୁଛନ୍ତି ,ଆପଣ ମାନେ ତାଙ୍କ ର ମୁଁହ ର ହସ ରୁ ଜାଣିପାରିବେ ସେମାନେ କେତେ ଖୁସି ଅଛନ୍ତି ବୋଲି।
ତେବେ କମେଡ଼ିଆନ ପ୍ରଜ୍ଞା ଓ ତାଙ୍କର ପତ୍ନୀ ସୁନନ୍ଦା ଙ୍କର ଭଲେଣ୍ଟାଇନ ଡେ ର ସୁଟିଂ ସରିବା ପରେ ଜଣେ ରିପୋର୍ଟର ଙ୍କ ସହ ସେମାନେ ଅନେକ କଥା ବାର୍ତା କରିଥିଲେ। ତେବେ ପ୍ରଜ୍ଞା ତାଙ୍କର ପତ୍ନୀ ଙ୍କ ପାଇଁ ଏକ ସୁନ୍ଦର ଗୀତ ଟିଏ ଗାଇଥିଲେ ସେହିପରି ସୁନନ୍ଦା ମଧ୍ୟ ପ୍ରଜ୍ଞା ଙ୍କ ପାଇଁ “ମୋତେ ମିଳିଗଲା ମୋ ଜୀବନ ସାଥି” ଗୀତ ଟି ଗାଇଥିଲେ। ତା ସହ ଉଭୟ ପ୍ରଜ୍ଞାନନ୍ଦ ରିପୋର୍ଟର ଙ୍କ ସହ ଅନେକ ମଜାମସ୍ତି ମଧ୍ୟ କରିଥିଲେ। ତେବେ ଏହି ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ଭାଇରଲ ହେଉଛି ଆପଣ ମଧ୍ୟ ଏହାକୁ ଦେଖିଲେ ହସିବେ ନିଶ୍ଚିତ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।