viral ଭିଡ଼ିଓ -OMG ! ଓଡ଼ିଶାର NO 1 ଯୋଡି ରୂପା ଓ ପିଣ୍ଟୁଙ୍କ ହୋଲି ଖେଳ ଦେଖିଲେ ଆପଣମାନେ ହସି ହସି ଗଡ଼ିଯିବେ ,ଯାହାକୁ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ଟିକଟକ୍ ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରୂପା ପିଣ୍ଟୁ ବର୍ତ୍ତମାନ ସମୟରେ ଓଡ଼ିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ସବୁ ସମୟରେ ସାମାଜିକ ଗଣ ମାଧ୍ୟମରେ ଏହି ଦୁଇ ଲୋକପ୍ରିୟ ଯୋଡ଼ିକୁ ନେଇ ଚର୍ଚ୍ଚା ଚାଲିଥାଏ। ରୂପା ଓ ପିଣ୍ଟୁଙ୍କ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ନାଁ ରହିଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ। ଏହି ୟୁଟ୍ୟୁବ ଚ୍ୟାନେଲ ବର୍ତ୍ତମାନ ସମୟରେ ଓଡ଼ିଶାରେ ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବେ ପରିଚିତ।
ରୂପା ପିଣ୍ଟୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ତାଙ୍କର ଦୈନନ୍ଦିନ ଜୀବନ ଶୈଳୀକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ପ୍ରତ୍ୟେକ ଛୋଟ ଛୋଟ ମଜାମସ୍ତି ଭରା ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଥାନ୍ତି।ଯାହାକୁ ଦର୍ଶକ ମାନେ ଖୁବ୍ ଅଧିକରୁ ଅଧିକ ପସନ୍ଦ କରିଥାନ୍ତି।
କେବଳ ଏତିକି ନୁହେଁ ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଅନେକ ଗୁଡ଼ିଏ ଓଡ଼ିଆ ଆଲବମ୍ ଭିଡ଼ିଓ କରୁ ଥିବାର ନଜର ଆସୁଛନ୍ତି। ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।ତେବେ ସେ ଦୁହେଁ ଓ ତାଙ୍କର ଝିଅ ଖୁସି ପ୍ରତିଦିନ କଣ ସବୁ କରନ୍ତି ତାହାକୁ ସବୁ ସେ ଭିଡ଼ିଓ ରେ ରେକର୍ଡ କରି ନିଜର ଚ୍ୟାନେଲ ରେ ଅପଲୋଡ଼ କରିଥାନ୍ତି ,ଯାହା ଦ୍ଵାରା ତାଙ୍କର ପ୍ରଶସଙ୍କ ମାନେ ତାଙ୍କ ଜୀବନ ଶୈଳୀ ବିଷୟରେ ଜାଣି ପାରି ଥାନ୍ତି ।
ତେବେ ଟିକ ଟକ ରୁ ଆରମ୍ଭ କରି ୟୁଟ୍ୟୁବରେ ବ୍ଲଗିଙ୍ଗ କରିବା ପର୍ଯ୍ୟନ୍ତ ଅନେକ ପ୍ଲାଟଫର୍ମ ରେ ଆପଣ ମାନେ ଏହି ଜବରଦସ୍ତ ଯୋଡ଼ି ଙ୍କୁ ଦେଖିଥିବେ। ତାଙ୍କର ତାଙ୍କର ସମସ୍ତ ଭିଡିଓ ରେ ଲୋକ ମାନେ ତାଙ୍କୁ ବେଶ୍ ଭଲ ପାଇବା ଦେଉଛନ୍ତି।
ଏମାନଙ୍କ ପ୍ରତ୍ୟେକ ଭିଡିଓ ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହର ସହିତ ଅପେକ୍ଷା କରି ରହିଥାନ୍ତି। ଏମାନଙ୍କର ପ୍ରତ୍ୟେକ ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖି ଥାଆନ୍ତି।
ତେବେ ନିକଟରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁ ଭିଡିଓଟି ସମ୍ପୁର୍ଣ୍ଣ ମୋନରଞ୍ଜନ ଭିତ୍ତିକ ଏତେ। ଭିଡିଓଟି ଏତେ ମଜାଦାର ହୋଇଛି ଯେ ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ଭିଡିଓରେ ଦେଖିବାକୁ ମିଳୁଛି ରୂପା ଓ ପିଣ୍ଟୁଙ୍କ ଘରେ ମା ଲକ୍ଷ୍ମୀଙ୍କ ପୂଜା ଚାଲିଛି। ଏବଂ ମାଙ୍କ ଭସାଣି ପାଇଁ ପରିବାରବର୍ଗଙ୍କ ସହିତ ରୂପା ଓ ପିଣ୍ଟୁ ଅଭିର ଖେଳୁଛନ୍ତି।
ବହୁତ ମଜାମସ୍ତି କରୁଛନ୍ତି। ମାଙ୍କ ପୂଜା ସାରି ମାଙ୍କୁ ଧୂପ ଧୁଣା ଶଙ୍ଖ ହୁଳହୁଳିରେ ମେଲାଣି ଦେଉଛନ୍ତି।ମାଇକ ବଜାଇ ନାଚି ନାଚି ମାଙ୍କୁ ବିଦାୟ ଦେଉଛନ୍ତି ସମସ୍ତେ। ତେବେ ଏହି ଭିଡିଓଟି ସମ୍ପୁର୍ଣ୍ଣ ଭାବରେ ମଜାଦାର ଏବଂ ମସ୍ତି ରହିଛି।
ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ଆପଣ ଯଦି ଏହି ଭିଡିଓକୁ ଦେଖି ନାହାନ୍ତି ତେବେ ନିଶ୍ଚିତ ଭାବେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲକୁ ଯାଇ ଦେଖି ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।