OMG ! ଶୋଇଥିବା ପୁଅର ସାର୍ଟ ଭିତରେ ପଶିଗଲା ଭୟାନକ ସାପ: ତା’ପରେ ମାଆ କଲେ ଏମିତି କାମ…,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ସମଗ୍ର ଦେଶରେ ଆଜି କାଲି ଇଣ୍ଟରନେଟ୍ ର ବହୁତ ଲୋକ ପ୍ରଭାବିତ ହେଉଛନ୍ତି ।ତାହା ଛଡା ଏବେ ସୋସିଆଲ ମିଡିଆ ରେ ଆପଣ ମାନେ ପ୍ରତିଦିନ କିଛି ନ କିଛି ବିଭିନ୍ନ ପ୍ରକାର ର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥି ରେ ଅନେକ ଭିଡିଓ ରହିଥାଏ ଯେପରି କି ଲୋଭ ରୋମାନ୍ସ ଭିଡ଼ିଓ, କମେଡି ଜୋକ୍ ଭିଡ଼ିଓ, ଦୁଃଖ କଷ୍ଟ ର ଭିଡ଼ିଓ, କେତେକ ଭଜନ ଓ ଭକ୍ତି ଓ ଆଧୁନିକ ଯୁଗରେ ସୋସିଆଲ ମିଡିଆ ରେ ଆପଣ ମାନେ ତ ସବୁ କିଛି ଦେଖିବାକୁ ପାଉଛେ
। ସେହି ପରି ଭାବରେ ସାପ-ନେଉଳ ମଧ୍ୟରେ ଯୁଦ୍ଧକୁ ନେଇ ରହିଥାଏ ତ କିଛି ଭିଡିଓ ସାପର ଆଟାକ ଉପରେ ହୋଇଥାଏ । ତେବେ ସାପକୁ ଦେଖିଲେ ପ୍ରାୟ ଲୋକ ଭୟ କରିଥାନ୍ତି । ସେହିଭଳି ଏକ ଭିଡିଓ ଏବେ ଟ୍ରେଣ୍ଡିଂରେ ରହିଛି । ଘରେ ଜଣେ ପିଲା ଶୋଇଥିବା ବେଳେ ତାଙ୍କ ସାର୍ଟ ଭିତରେ ଗୋଟିଏ ଭୟଙ୍କର ସାପ ପଶିଯାଇଥିବା ଦେଖିବାକୁ ମିଳିଛି । ଭିଡିଓରେ ଏହି ସାପକୁ ଦେଖିଲେ ଯେ କେହି ବି ଡରିଯିବେ ।
ଶୋଇଥିବା ଅବସ୍ଥା ରେ ଜଣେ ପିଲା ର ସାର୍ଟ ଭିତରେ ଏକ ସାପ ଦେଖି ତାଙ୍କ ମା’ ଭୟଭୀତ ହୋଇ ଯାଇଥିବା ବେଳେ ପୁଅ କୁ ବଞ୍ଚାଇବା ପାଇଁ ଚିତ୍କାର କରିବାର ଶୁଣି ସେହି କରୁଛନ୍ତି । ତେବେ ଏହି ସମୟରେ ଘଟଣାର ଖବର ପାଇ ଜଣେ ସାପ ଧରାଳି ଘଟଣା ସ୍ଥଳ ରେ ପହଞ୍ଚି ସାପ କୁ ଉଦ୍ଧାର କରିଛନ୍ତି । ଏକ ବ୍ଲେଡ ସାହାଯ୍ୟ ରେ ପିଲାଟି ର ସାର୍ଟ କୁ କାଟି କ୍ରେଟ ସାପ କୁ ଉଦ୍ଧାର କରିଛନ୍ତି ଏହି ବ୍ୟକ୍ତି ଜଣକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି ।
ପିଲାଟି ର ସାର୍ଟ ଭିତ ରେ ଏହି ସାପ ର ହଲଚଲ ସ୍ପଷ୍ଟ ଦେଖାଯାଉଛି । ତେବେ ସାହସ ର ସହିତ ସାପ କୁ ବାହାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଭିଡିଓ ର ଆଗକୁ ଦେଖାଯାଉଛି ଯେ ବ୍ୟକ୍ତି ଜଣକ ଶେଷ ରେ ନିଜ ଚେଷ୍ଟା ରେ ସଫଳ ହୋଇଛନ୍ତି ଏବଂ ସାର୍ଟ ଭିତ ରୁ ସାପକୁ ଧୀରେ ଧୀରେ ହାତ ବୁଲେଇଲି ବାହାର କରିଛନ୍ତି ।
ତେବେ ଶେଷରେ ମା ନିଜ ପୁଅ କୁ ସୁରକ୍ଷିତ ଦେଖି ଶାନ୍ତି ରେ ନିଶ୍ୱାସ ମାରିଛନ୍ତି । ତେବେ ସାପଟି କୁ ଉଦ୍ଧାର କରି ସାରିବା ପରେ ଏହା ବିଷଧର ନୁହେଁ ବୋଲି ପ୍ରକାଶ କରିଛନ୍ତି ସାପ ଧରାଳୀ । ସାପ ଧରାଳି ଜଣକ ବହୁତ କଷ୍ଟ ରେ ସାପଟି କୁ ବାହାର କୁ ଆଣିଛି ଓ ସେହି ପିଲା ଟି ଖୁବ୍ ଡରିଯାଇଛି ।
ଏହି ଭିଡିଓ ଅପଲୋଡ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖି ସାରିଥିବା ବେଳେ ହଜାର ହଜାର ଲୋକ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ଅନେକ ଲୋକ ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ସାପ ଧରାଳୀ ର ସାହସିକତା କୁ ଲୋକ ଖୁବ୍ ପ୍ରସଙ୍ଗ କୁ ଖୁବ୍ ଭଲ ପବ ଦେଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।