viral ଭିଡ଼ିଓ – ମହାନଦୀ ପଠାରେ କଅଁଳ ଶିଶୁକୁ ଛାଡି ଚାଲିଗଲା ମା , ଦେବଦୂତ ହୋଇ ଉଦ୍ଧାର କଲା ପୋଲିସ.. ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ତେବେ ବର୍ତ୍ତମାନ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିପ୍ରକୃତି ର ମଧ୍ୟ ବେଳେ ବେଳେ ଏମିତି କରାଳ ରୂପ ଦେଖିବା ପାଇଁ ମିଳେ ଯାହାକି ମଣିଷ ର ଜୀବନ ମଧ୍ୟ ନେଇ ଯାଇ ଥାଏ | ତେବେ ଆଜି ଏଭଳି ଏକ ଦୃଶ୍ୟ ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହୋଇ ଯିବେ |

ଜଳରେ ଭାସି ଯାଉଛନ୍ତି ବ୍ୟକ୍ତି ଜଣଙ୍କ ଆଉ ଏହି ବ୍ୟକ୍ତି ଙ୍କୁ ଉଦ୍ଧାର କରିବା ପାଇଁ ପାଖରେ ମଧ୍ୟ କେହି ନାହାଁନ୍ଆଉ ବ୍ୟକ୍ତି ଜଣଙ୍କ ପାଣିରେ ଉବୁଟୁବୁ ହେଉ ଥିବାର ଦୃଶ୍ୟ ଏବେ ଦେଖିବା ପାଇଁ ମିଳିଛି ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି କିନ୍ତୁ ବ୍ୟକ୍ତି ଜଣଙ୍କୁ କେହି ବି ଉଦ୍ଧାର କରୁ ନାହାଁନ୍ତି |

 ତେବେ କଟକ ଧବଳେଶ୍ୱର ବ୍ରିଚ ପାଖରେ ଏହି ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା କେହି ଜଣେ ବ୍ୟକ୍ତି ଏଭଳି ଭାସି ଆସୁ ଥିବାର ସୂଚନା ମିଳି ଥିଲା |ଆଉ ବ୍ୟକ୍ତି ଜଣଙ୍କ ପାଣିରେ ଉବୁଟୁବୁ ହେଉ ଥିବାର ଦୃଶ୍ୟ ଏବେ ଦେଖିବା ପାଇଁ ମିଳିଛି ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି କିନ୍ତୁ ବ୍ୟକ୍ତି ଜଣଙ୍କୁ କେହି ବି ଉଦ୍ଧାର କରୁ ନାହାଁନ୍ତି |

ତେବେ କଟକ ଧବଳେଶ୍ୱର ବ୍ରିଚ ପାଖରେ ଏହି ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା କେହି ଜଣେ ବ୍ୟକ୍ତି ଏଭଳି ଭାସି ଆସୁ ଥିବାର ସୂଚନା ମିଳି ଥିଲା |ତାପରେ ଲୋକ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଆଉ ମୋବାଇଲ ରେ ଏହି ଦୃଶ୍ୟ କୁ ରେକର୍ଡ କରି ଥିଲେ |

 କିଭଳି ଭାବେ ବ୍ୟକ୍ତି ଜଣଙ୍କ ପାଣିରେ ଭାସି ଯାଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଉଦ୍ଧାର କରିବା ପାଇଁ କେହି ମଧ୍ୟ ପାଖକୁ ଯାଇ ନାହାଁନ୍ତି | ତେବେ କୁହା ଯାଉଛି କି ବ୍ୟକ୍ତି ଜଣଙ୍କ ଏଭଳି ଘଣ୍ଟା ଘଣ୍ଟା ଧରି ଭାସି ରହି ଥିଲେ ଆଉ ବଡ଼ ପାଟି କରି ତାଙ୍କୁ ଉଦ୍ଧାର କରିବାକୁ ଚିତ୍କାର କରି ଡାକି ଥିଲେ ମଧ୍ୟ |

ତଥାପି ତାଙ୍କୁ ବଞ୍ଚାଇବା ପାଇଁ କେହି ପାଖକୁ ଆସି ନଥିଲେ, ତେବେ ଅତି ଅସହାୟ ଭାବେ ବ୍ୟକ୍ତି ଜଣଙ୍କ ଏଭଳି ଘଣ୍ଟା ଘଣ୍ଟା ଭାସୁ ଥିବାର ନଜର ରେ ଆସି ଥିଲେ | ଲଗାତାର ବର୍ଷା ହେବାରୁ ଯେଉଁଭଳି ଭାବରେ ଜଳ ସ୍ତର ବଢ଼ି ଚାଲିଛି ତେଣୁ ବ୍ରିଜ ପାଖରେ ଏଭଳି ଏକ ଭୟଙ୍କର ଦୃଶ୍ୟ ଦେଖିବା ପାଇଁ ମିଳି ଥିଲା!

ତା ସହିତ କେତେ ବେଳେ ମୃତ ଦେହ ତ କେତେ ବେଳେ ଜୀବନ୍ତ ଦେହ ଭାସୁ ଥିବାର ଦେଖିବା ପାଇଁ ମିଳୁଛି ଯେଉଁଭଳି ଭାବରେ ଆଜି ଧବଳେଶ୍ୱର ବ୍ରିଜ ପାଖରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି | ବ୍ୟକ୍ତି ଜଣଙ୍କ ଯେଭଳି ଭାବରେ ଅତି ଅସହାୟ ହୋଇ ପାଣିରେ ଭାସୁଛନ୍ତି ତାହାକୁ ଦେଖିଲେ ଆପଣଙ୍କ ରୁମ ମଧ୍ୟ ଟାଙ୍କୁରୀ ଉଠିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ