Juani benefits – ସବୁଦିନ ସକାଳେ ପିଅନ୍ତୁ ଜୁଆଣି ପାଣି,ମୂଳରୁ ଶେଷ ହୋଇଯିବ ଏହି ୧୦ ଟି ଭୟଙ୍କର ରୋଗ,ଜାଣନ୍ତୁ କେଉଁ ସବୁ ରୋଗ….

ଆପଣ ଚାହା ପିଇବାର ସଉକ ରଖୁଛନ୍ତି ତେବେ ଜାଣି ରଖିବା ଉଚିତ ଦିନକୁ ଅଧିକ ଥର ଚାହା ପିଇବା ଦେହ ପାଇଁ କ୍ଷତି କାରକ ହୋଇଥାଏ l କିନ୍ତୁ ଆପଣଙ୍କ ପାଇଁ ଜୁଆଣି ଚାହା ପିବ ଅତ୍ୟନ୍ତ ଲାଭ ଦାୟକ ଅଟେ l ଜୁଆଣି ପୌଷ୍ଟିକ ଗୁଣରେ ଭରପୁର ହୋଇଥିବା କାରଣରୁ ଏହା ଶରୀର ପାଇଁ ଔଷଧୀୟ ଗୁଣର ଗନ୍ତାଘର ଅଟେ।

ଯୁଆଣୀ ରେ ଭିଟାମିନ-ସି , ମିନେରାଲସ ,ଆଇରନ ସହିତ ଭିଟାମିନ-ଏ ,କ୍ୟାଲସିୟମ ଓ ଓ଼ମେଗା-ଥ୍ରୀ ଇତ୍ୟାଦି ପୌଷ୍ଟିକ ତତ୍ୱ ମିଳିଥାଏ ,ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ l ଆସନ୍ତୁ ଜାଣିବା ଜୁଆଣି ଚାହାର ଶରୀର ପାଇଁ କଣ ଲାଭ ରହିଛି lଜୁଆଣି ରେ ଔଷଧୀୟ ଗୁଣ ଭରପୂର ହୋଇ ରହିଛି ।

ଜୁଆଣି କେବଳ ଖାଦ୍ୟର ସୁଆଦ ବଢାଇ ନ’ଥାଏ, ଏହା ପେଟ ଜନିତ ସମସ୍ୟାକୁ ଦୂର କରିଥାଏ । ଜୁଆଣି ଭଳି ଜୁଆଣି ପାଣିର ଆହୁରି ଅଧିକ ଉପକାରିତା ରହିଛି । ଏହା ପୂରା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆସନ୍ତୁ ଏହାର ଉପକାରିତା ସମ୍ପର୍କରେ ନଜର ପକାଇବା ।

– ପ୍ରତିଦିନ ଜୁଆଣି ପାଣି ପିଇବା ଦ୍ୱାରା ମଧୁମେହରୁ ମୁକ୍ତି ମିଳିଥାଏ ।
ହୃଦରୋଗରୁ ରକ୍ଷା କରିଥାଏ ଜୁଆଣି ପାଣି ।

– ମୁଖ ଜନିତ ରୋଗରୁ ରକ୍ଷା ମିଳିବା ପାଇଁ ଜୁଆଣି ପାଣିର ବ୍ୟବହାର କରାଯାଇଥାଏ । ଏହାକୁ ସବୁଦିନ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଦାନ୍ତ ଜନିତ କଷ୍ଟ ଏବଂ ମୁଖ ଦୁର୍ଗନ୍ଧରୁ ମଧ୍ୟ ରକ୍ଷା ମିଳିଥାଏ ।

– ଜୁଆଣି ପାଣି ପେଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଖାଦ୍ୟ ହଜମ କରିବାରେ ଜୁଆଣି ପାଣି ରାମବାଣ ପରି କାମ କରିଥାଏ ।

– ଜୁଆଣି ପାଣିକୁ ସବୁଦିନେ ପିଇଲେ ଏହା ଶରୀରର ମେଟାବଲିଜମକୁ ବଢାଇବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ଶରୀରର ଓଜନ ହ୍ରାସ ହୋଇଥାଏ ।


– ଡାଇରିଆ ଭଳି ରୋଗରୁ ମଧ୍ୟ ଜୁଆଣି ପାଣି ବ୍ୟବହାର କରିବା ଦ୍ୱାରା ରକ୍ଷା ମିଳିଥାଏ ।

– ଜୁଆଣି ପାଣି କୁ ବ୍ୟବହାର କଲେ ଥଣ୍ଡା, କଫ, ଏବଂ ଆଜମା ରୁ ମଧ୍ୟ ମୁକ୍ତି ମିଳିଥାଏ ।କିନ୍ତୁ କିଛି ଲୋକ ଜୁଆଣିର ସ୍ୱାଦକୁ ସହି ନପାରି ସିଧା ସଳଖ ସବେନ କରି ପାରନ୍ତି ନାହିଁ l ଏହିପରି ସମୟରେ ଜୁଆଣି ଚାହା ପିଇବା ହିତକର l

– ଅତ୍ୟଧିକ କାଶ ହେଉଥିଲେ ଜୁଆଣି ପାଣି ସହିତ ଚିମୁଟାଏ କଳା ଲୁଣ ମିଶାଇ ପିଇଲେ କାଶରୁ ମୁକ୍ତି ମିଳିଥାଏ ।

– ସେହି ପରି ମୁଣ୍ଡବ୍ୟଥା ଏବେ ଗୋଟିଏ ବଡ ସମସ୍ୟା । ଏଥିରୁ ଶୀଘ୍ର ଉପଶମ ପାଇବା ପାଇଁ ଜୁଆଣି ପାଣି କୁ ବ୍ୟବହାର କରାଯାଇଥାଏ ।

– ନିଦ୍ରାହିନତାର ଶିକାର ହୋଇ ଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଶୋଇବା ପୂର୍ବ ରୁ ଗୋଟିଏ କପ ଜୁଆଣି ପାଣି ପିଇଲେ ନିଦ ଭଲ ହୋଇଥାଏ ।

– ଆର୍ଥରାଇଟିସ ପାଇଁ ଲାଭକାରୀ –ଶରୀର ର ଫୁଲା କୁ କମ କରିବା ପାଇଁ ଓ଼ମେଗା-ଥ୍ରୀ ଫ୍ୟାଟିଏସିଡ ବହୁତ କାମରେ ଆସିଥାଏ l ଜୁଆଣି ଚାହାରେ ଏହି ଓମେଗ ଏସିଡ ଅଧିକ ମାତ୍ରା ରେ ମିଳି ଥାଏ l ସେଥି ପାଇଁ ଜୁଆଣି ଚାହା ଆର୍ଥରାଇଟିସଓ ହୃତ୍ପିଣ୍ଡ ପାଇଁ ହିତକର l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।