Viral ଅଡିଓ call – ୪ ଜଣ ଛାତ୍ରୀ ରାଜିଅଛନ୍ତି ,ଦୁଇ ଚାରି ହଜାର ଅଧିକ ନେବେ କହୁଛନ୍ତି I ok boss…..! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜିର ଏହି ପରିବର୍ତ୍ତନଶୀଳ ଦୁନିଆରେ ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ଭଲ ଗୁଣ, ସମାଜର ଉଚିତ୍ ମୂଲ୍ୟବୋଧ କୁ ଗ୍ରହଣ କରିବା ପରିବର୍ତ୍ତେ ସେମାନେ କିଛି ମାତ୍ରାରେ ଖରାପ୍ ଆଡ଼କୁ ଗତି କରିଛନ୍ତି। ଆଜିର କିଛି ଯୁବପିଢୀ ଙ୍କୁ ଜବାନି ର ରଙ୍ଗ ଟିକେ ଅଧିକ ଚଢ଼ି ଯାଉଛି।

ସେଥିପାଇଁ ବେଳେବେଳେ ସେମାନେ ଏମିତି କିଛି ଅଶୋଭନୀୟ କାମ କରୁଛଅର୍ଚ୍ଚନା ତ ଭଲ ମାଳି ସାହି ଝିଅ… oଦୀର୍ଘଦିନ ଧରି ଚାଲି ରହିଛି ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦର ମାମଲା। ଯେତେ ଚେଷ୍ଟା କରାଗଲେ ମଧ୍ୟ ଏଯାବତ୍ କୌଣସି ସମାଧାନ ହୋଇ ପାରିନାହିଁ।

ଓଡ଼ିଶାର ଏକ ଚର୍ଚ୍ଚିତ ଖବର ପାଲଟିଛି ଡାକ୍ତର ଦମ୍ପତ୍ତି ଙ୍କ ବିବାହ ବିବାଦ ମାମଲା।ଦିନ ପରେ ଦିନ ଗଡି ଚାଲିଛି। ଯାହାକୁ ନେଇ ଅନେକାଂଶରେ ବିବାଦ ଏବଂ ଚର୍ଚ୍ଚା ବଢ଼ିବାରେ ଲାଗିଛି। କିନ୍ତୁ ବାହାରି ପାରୁନାହିଁ କୌଣସି ସମାଧାନର ବାଟ।ଦୀର୍ଘଦିନ ଧରି ଜଣେ ମହିଳା ତାର ନ୍ୟାୟ ପାଇଁ ଲଢେଇ କରିବା ପ୍ରାୟତଃ ସମସ୍ତଙ୍କୁ ଚକିତ କରୁଥିବ। କାରଣ ଏପରି ଘଟଣା ବହୁତ୍ କମ୍ ସମୟରେ ଦେଖିବାକୁ ପାଇଥିବେ ସମସ୍ତେ।

ଯାହା ଦେଖିବାକୁ ମିଳୁଛି ପ୍ରତିଦିନ ସ୍ତ୍ରୀ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ରେ ନୂଆ ନୂଆ ମୋଡ଼ ଆସିବାରେ ଲାଗୁଛି। ତେବେ ପ୍ରତିଦିନ ଏହି ବିବାଦ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା , ଯେଉଁ ଭିଡିଓ ରେ ଶୁଣିବାକୁ ମିଳୁଛି ତପସ୍ଵିନୀ କହୁଛନ୍ତି ଯେ ୮ ଲକ୍ଷ ଟଙ୍କା ଦେଇ, ଡିଭର୍ଶ ଦେଇ ତୁ ତୋ ବାଟରେ ଯା, ଆଉ ମୁଁ ମୋ ବାଟରେ।

ଯାହା ନିନ୍ଦା ଏବଂ ପରିତାପର ବିଷୟ। ତେବେ ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଅନ୍ୟ ମାନେ ଯେ ଅନେକ ମାତ୍ରାରେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ତାଙ୍କର କୌଣସି ଧାରଣା ନାହିଁ।ଆଉ ଏଥିପାଇଁ ସେମାନେ ପରବର୍ତ୍ତୀ ସମୟରେ ଲଜ୍ୟା ପ୍ରକାଶ ବି କରୁ ନାହାଁନ୍ତି। ଏଥିରେ ସେମାନେ ଆଦୌ ସଚେତନ କିମ୍ବା ବିଚଳିତ ନୁହଁନ୍ତି।

ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଲଜ୍ୟା ବୋଧ ମଧ୍ଯ କରିବେ।ଆଜିର ସମାଜ ର ଲୋକ ମାନଙ୍କର ହାବ ଭାବରେ କିପରି ପରିବର୍ତ୍ତନ ଆସୁଛି। ଲୋକେ କିପରି ଅସଭ୍ୟ ଆଚରଣ ପ୍ରଦର୍ଶନ କରୁଛନ୍ତି।

ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି।ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ ଅଭଦ୍ର କାଣ୍ଡ ସବୁ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ଯାହା ଫଳରେ ସମାଜରେ ଅଭାବନୀୟ ଘଟଣା ବୃଦ୍ଧି ପାଇବା ରେ ଲାଗିଛି। ଆଉ ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।

ଶେଷରେ ସେ ଏଥିପାଇଁ ସମାଜ ଆଗରେ ଲଜ୍ଜିତ, ଅପମାନିତ ତ ହେଉଛି ପୁଣି ସେ ଇଥି ପାଇଁ ଯେଉଁ ଦଣ୍ଡ ପାଉଛି ତାହା ମଧ୍ୟ ବାସ୍ତବରେ ଉଲ୍ଲେଖନୀୟ ଅଟେ। ତେବେ ସେହିଭଳି ଏକ ନିନ୍ଦନୀୟ ଘଟଣା ଏବେ ଘଟିବା ପରେ ତାର ଏକ ନିନ୍ଦନୀୟ ସ୍ଥିତି ଏବେ ସାମ୍ନାକୁ ଆସିଛି।ଯେଉଁ ଘଟଣାରେ ଜଣେ ଯୁବତୀଙ୍କୁ ଦୁଇଜନ ଯୁବକ କିପରି ସିଡି ଚଢିବା ସମୟରେ ହଇରାଣ କରୁଛନ୍ତି ତାହା ଦେଖିବାକୁ ମିଳୁଛି।ସେ ଉପରକୁ ଯିବାକୁ ରାସ୍ତା ଛାଡ଼ିବାକୁ କହୁଛି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।