ଛି..ଛି..ଅଳିଆ ଗଦାରେ ଯୁବକ ଯୁବତୀ କରୁଛନ୍ତି ଏମିତି କାମ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଆଜିର ଡିଜିଟାଲ ଯୁଗରେ ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ସ୍ମାର୍ଟ ଫୋନ୍। ସମସ୍ତେ ସୋସିଆଲ ମିଡ଼ିଆ ସହିତ ମଧ୍ୟ ଖୁବ୍ ଜଡ଼ିତ। ତେବେ ଏହି ଡିଜିଟାଲ ଯୁଗର ଲୋକମାନେ ତାଙ୍କ ଚାରିପଟେ ଘଟୁଥିବା କିଛି ଘଟଣା ଦୁର୍ଘଟଣାକୁ ମୋବାଇଲରେ ରେକର୍ଡ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି।

ତେବେ ବେଳେବେଳେ ସୋସିଆଲ ମିଡ଼ିଆରେ ଏଭଳି ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଶୁଣିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇ ପଡୁଛୁ। ତେବେ ଏଥି ମଧ୍ୟରୁ କିଛି ଭିଡ଼ିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି ଏବଂ କିଛି ଭିଡିଓ ଏମିତି ହେଇଥାଏ ଯାହାକୁ ଖୁବ୍ ନିନ୍ଦା ମଧ୍ୟ କରାଯାଏ।

କୁହାଯାଇଥାଏ କି ପ୍ରେମ ଶ୍ୱାଶତ, ଚିରନ୍ତନ ଏବଂ ଏକ ପବିତ୍ର ସମ୍ପର୍କ। କିନ୍ତୁ ଆଜିର କିଶୋର କିଶୋରୀମାନେ ପ୍ରେମ ପରି ପବିତ୍ର ଭାବନାକୁ ବୁଝିବା ଆଗରୁ ପ୍ରେମ କରି ବସୁଛନ୍ତି। ତେବେ ଅନେକ ସମୟରେ ଏପରି କିଛି କାର୍ଯ୍ୟ କରିବସୁଛନ୍ତି।

ଯାହାକୁ ନେଇ ସମାଜ ଆଗରେ ସେମାନଙ୍କୁ ଲଜ୍ଜିତ ହେବାକୁ ପଡୁଛି।ଆଜିକାଲି ଦୁନିଆରେ ଲୁଚି କରି ଯାଇ ବିବାହ କରିବା କିଛି ବଡ଼ କଥା ନୁହେଁ। କିନ୍ତୁ ବିବାହ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ରଖା ଯାଇଛି। କିନ୍ତୁ ଆଜି କାଲିର ପୁଅ ଝିଅ ମାନେ କିଛି ନ ବୁଝି ବିବାହ ପରି ଚରମ ନିଷ୍ପତି ନେଇ ଯାଉଛନ୍ତି। ଖୁବ ଅଳ୍ପ ବୟସରୁ ବିବାହ କରି ନେଉଛନ୍ତି।ପରବର୍ତ୍ତୀ ସମୟରେ ଯାହାର କରୁଣ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।

ତେବେ ବର୍ତ୍ତମାନ ସମୟରେ ସେହି ଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓରେ ଆପଣ ଦେଖିବାକୁ ପାଇବେ ଜଣେ ଯୁବକ ଓ ଯୁବତୀ ଲୁଚିକରି ଯାଇ ବିବାହ କରିଛନ୍ତି। ଭିଡିଓ ମରେ ଦେଖିବାକୁ ମିଳୁଛି ଯୁବକ ଓ ଯୁବତୀ ଗୋଟେ ରୁମ ଭିତରେ ଅଛନ୍ତି।

ଯୁବତୀଙ୍କ ଡ୍ରେସକୁ ଦେଖିଲେ ଲାଗୁଛି ଯେମିତି ସିଏ ସିଧା କଲେଜରୁ ଯୁବକଙ୍କ ସହ ପଳେଇ ଆସିଛନ୍ତି। ତେବେ ଯୁବକ ଯୁବତୀଙ୍କୁ ପ୍ରଥମେ ମଙ୍ଗଳସୂତ୍ର ପିନ୍ଧାଉଛନ୍ତି ଓ ଏହାପରେ ଯୁବତୀଙ୍କ ସିନ୍ଥିରେ ସିନ୍ଦୂର ମଧ୍ୟ ପିନ୍ଧାଇଛନ୍ତି। ତେବେ ଏଭଳି ଲୁଚିକରି ବିବାହ କରିବା ସମୟରେ ମୋବାଇଲ ସାହାଯ୍ୟରେ ଏହି ଭିଡିଓଟି ରେକର୍ଡ କରାଯାଇ ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଛି ଯାହା ଏବେ ଭାଇରାଲ ହେବାରେ ଲାଗିଛି।

ତେବେ ପାଠ ପଢ଼ିବା ସମୟରେ ଯୁବକ ଓ ଯୁବତୀଙ୍କ ଏଭଳି ନିଷ୍ପତିକୁ ସ୍ବାଗତ କରିବା ସାଧାରଣରେ ଟିକେ କଷ୍ଟକର। ପ୍ରେମ କରିବା ଓ ପ୍ରେମକରି ବିବାହ କରିବା ଭୁଲ ନୁହେଁ କିନ୍ତୁ ଆଜିର ଯୁବପିଢି ପ୍ରେମକୁ ନେଇ ଯେଉଁ ଭଳି କାଣ୍ଡ କରି ବସୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି। ଯାହାକୁ ନେଇ ସମାଜ ଆଗରେ ସେମାନଙ୍କୁ ଲଜ୍ଜିତ ହେବା ସହ ସେମାନଙ୍କ ପରିବାରକୁ ମଧ୍ୟ ଅପଦସ୍ତ ହେବାକୁ ପଡୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।