viral video – ଛି ..ଛି ..ସ୍ୱାମୀ ଘରେ ଥାଇ,ସ୍ତ୍ରୀ ପ୍ରେମିକ ସହ ଜଙ୍ଗଲରେ କରୁଛି ରାସଲୀଳା ଆଉ ତା ପରେ..ଯାହା ହେଲା,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
କାଜୁ ଜଙ୍ଗଲ ଭିତରେ ପ୍ରେମ ପାଇଁ ଜୀବନ ହରିବାକୁ ବସିଥିଲେ ପ୍ରେମୀ ଯୁଗଳ। ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ପ୍ରେମୀ ଯୁଗଳ। ଜଣେ ଥିଲେ ବିବାହିତ ଆଉ ଜଣେ ଅବିବାହିତ। ସ୍ବାମୀଙ୍କୁ ଛାଡି ପର ପୁରୁଷ ପ୍ରେମରେ ଉବୁଟୁବୁ ହେଉଥିଲା ସ୍ତ୍ରୀ।
ଉଭୟ ଉଭୟଙ୍କୁ ନ ଦେଖି ରହି ପାରୁନଥିଲେ। ଆଉ ଜଣେ ଜଣକୁ ଛାଡି ବଞ୍ଚିବ ବା କେମିତି। କିନ୍ତୁ ମହିଳା ଜଣକ ଭୁଲି ଯାଉଥିଲେ ଯେ ସେ ବିବାହିତ ଆଉ ଏପରି ଅନୈତିକ ସମ୍ପର୍କକୁ ସମାଜ ବା କିପରି ଗ୍ରହଣ କରିଥାନ୍ତି। କିନ୍ତୁ କଣ ହେବ ଏଠି ତ ପରକିୟା ପ୍ରୀତି କରିଛି ବାୟା ସେଥିପାଇଁ ତ ସ୍ବାମୀକୁ ଛାଡି ପ୍ରେମିକ ପ୍ରେମରେ ଉବୁଟୁବୁ ହେଉଥିଲେ ମହିଳା। ଆଉ ସେଥି ପାଇଁ ଜିବନ ଦେବାକୁ ମଧ୍ୟ ପଛାଇ ଯାଇ ନାହାଁନ୍ତି ଏହି ପ୍ରେମୀ ଯୁଗଳ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାର ଜରପଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।ଜରପଡ଼ା ଥାନା ଅଞ୍ଚଳରେ ବିବାହିତା ମହିଳଙ୍କ ଜଣକ ଝିଅ ସ୍ବାମୀ ଓ ପରିବାରକୁ ଭୁଲି ଯାଇ ପର ପୁରୁଷ ପ୍ରେମରେ ଉବୁଟୁବୁ ହେଉଥିଲେ।
ସ୍ବାମୀ ରାଜ୍ୟ ବାହାରେ କାମ କରୁଥିଲେ ଆଉ ଏପଟେ ସ୍ତ୍ରୀ ଏହାର ସୁଯୋଗ ନେଇ ପାଖ ସାହିର ଏକ ଯୁବକଙ୍କ ପ୍ରେମରେ ପଡ଼ିଗଲେ ଆଉ ଲୁଚାଛପାରେ ଚାଲିଲା ଚୋରା ପିରତି। ଦୁଇ ଜଣ ଛୋଟ ଛୋଟ ଝିଅ ଥାଇ ମଧ୍ୟ ପରକୀୟା ପ୍ରୀତିରେ ଲିପ୍ତ ରହିଲେ ମହିଳା।
ଆଉ ପ୍ରେମିକର ସାନିଧ୍ୟ ପାଇବା ପାଇଁ ନିଜ କର୍ତ୍ତବ୍ୟ ଭୁଲି ଯାଇ ଲକ୍ଷ୍ମଣ ରେଖାକୁ ଡେଇଁ ଅନୈତିକ ଭାବରେ ମିଳାମିଶା କରି ଚାଲିଲେ। ଆଉ ଏ ନେଇ ଯେତେବେଳେ ଉଭୟଙ୍କ ପରିବାର ଲୋକେ ଜାଣିଲେ ସେତେବେଳେ ସେମାନେ ଏହାକୁ ବାରଣ ମଧ୍ୟ କରିଥିଲେ କିନ୍ତୁ ପ୍ରେମରେ ଉବୁଟୁବୁ ହେଉଥିବା ଏ ପ୍ରେମୀ ଯୁଗଳଙ୍କୁ ସତେ ଯେମିତି କିଛି ଫରକ୍ ପଡ଼ି ନଥିଲା।
ଆଉ ସେମାନେ ଏମିତି ମିଳାମିଶା କରୁଥିଲେ ସତେ ଯେମିତି ଦୁହେଁ ଦୁହିଁଙ୍କ ସାତ ଜନ୍ମର ସାଥୀ। କିନ୍ତୁ ଏ ଭଳି ଅନୈତିକ ପ୍ରେମକୁ କିଏ ବା ସ୍ଵୀକୃତି ଦେଇଥାନ୍ତା।
ସେଥିପାଇଁ ପ୍ରେମରେ ଉବୁଟୁବୁ ହେଉଥିବା ମହିଳା ଓ ଯୁବକ ଜଣକ ନିଷ୍ପତି ନେଇଥିଲେ ଯଦି ଆମେ ଦେଖା ହେଇପାରିବୁନି କି ମିଳାମିଶା କରି ପାରିବୁନି ତ ଏ ଜୀବନ ରଖି ଲାଭକଣ। ଆଉ ଦୁହେଁ ଯାଇ ପହଁଚିଥିଲେ କାଜୁ ଜଙ୍ଗଲରେ। ଆଉ ସେଠାରେ ସେମାନେ ବିଷ ପିଇ ଛଟ ପଟ ହେଉଥିଲେ।
ଦୁଇଜଣକୁ ଗୁରୁତର ଅବସ୍ଥାରେଦେଖି ଗ୍ରାମବାସୀ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏବଂ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରେମିକର ଅବସ୍ଥା ଅଧିକ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।